Browsing Tag

#newsupdate

ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ଘଣାରେ ୩ ପୋଷ୍ଟ ମାଷ୍ଟରଙ୍କୁ ଚାକିରିରୁ ବିଦା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ଘଣାରେ ୩ ପୋଷ୍ଟ ମାଷ୍ଟରଙ୍କୁ ଚାକିରିରୁ ବିଦା କରିଛି କେନ୍ଦ୍ରାପଡ଼ା ଡିଭିଜନ୍ । ଯାଞ୍ଚ ବେଳେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କାର ହୋଇଛନ୍ତି ୩ଜଣ ବ୍ରାଞ୍ଚ…
Read More...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବତଲବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେରାଜ୍ୟ ସରକାରଙ୍କୁ ଜବାବତଲବ ନୋଟିସ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଏହି ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ…
Read More...

ଅପରେସନ କାବେରି ଦ୍ବାରା ସୁଦାନରୁ ସ୍ବଦେଶ ଫେରୁଛନ୍ତି ୨୭୮ ଭାରତୀୟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅପରେସନ କାବେରି ଦ୍ବାରା ସୁଦାନରୁ ସ୍ବଦେଶ ଫେରୁଛନ୍ତି ୨୭୮ ଭାରତୀୟ । ଆଜି ପୋର୍ଟ ସୁଦାନରୁ ୨୭୮ ଜଣ ଲୋକଙ୍କୁ ନେଇ ଆଇଏନଏସ୍‌ ସୁମେଦ୍ଧା ସାଉଦି ଆରବର ଜେଦାହ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।…
Read More...

ଓଡ଼ିଶାରେ ୧୨ ଦିନ ରହିଥିଲା ଗୁଡ୍ଡୁ ମୁସଲିମ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ୧୨ ଦିନ ରହିଥିଲା ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼…
Read More...

ପୁଣିଥରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବାଇଡେନ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣିଥରେ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବାଇଡେନ୍ । ସେ କହିଛନ୍ତି କି, ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ କେବଳ…
Read More...

ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଚିନ ଓ ଲାରାଙ୍କ ନାମରେ ନାମିତ ହେଲା ସିଡନୀ କ୍ରିକେଟ ଗ୍ରାଉଣ୍ଡର ଗେଟ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୫୦ତମ ଜନ୍ମ ଦିବସ ଅବସରରେ ସିଡନୀ କ୍ରିକେଟ ଗ୍ରାଉଣ୍ଡ ସଚିନ ଏବଂ ଲାରାଙ୍କ ନାମରେ…
Read More...

ପୁଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ: ୮ ପୁଲିସ ସହ ୧୦ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାକିସ୍ତାନରେ ପୁଲିସ ଷ୍ଟେସନରେ ଆତ୍ମଘାତି ବିସ୍ଫୋରଣ । ୮ ପୁଲିସ ସହ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାକିସ୍ତାନର ସ୍ବାତ ନିକଟରେ ଥିବା ପୁଲିସ ଷ୍ଟେସନ ପାଖରେ ଆତଙ୍କବାଦୀମାନେ…
Read More...

ସାମ୍ବାଦିକ ଓ ଲେଖକ ତାରେକ ଫତେହଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖ୍ୟାତନାମା ପତ୍ରକାର ତଥା ଲେଖକ ତାରେକ ଫତେହଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଝିଅ ନତାଶା ବାପାଙ୍କ…
Read More...

ଉଡ଼ନ୍ତା ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୧୫୦ ଯାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଡ଼ନ୍ତା ବିମାନରେ ଲାଗିଲା ନିଆଁ । ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁବାଇର ଏକ ବିମାନର ଇଂଜିନରେ ନିଆଁ ଲାଗି ଯାଇଛି । ଫଳରେ ୧୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।…
Read More...

ରତନ ଟାଟା ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ଭାରତର ବରିଷ୍ଠ ଉଦ୍ୟୋଗପତି ରତନ ଟାଟା । ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ଏହା ସହିତ…
Read More...