Browsing Tag

#newsupdate

ଅନୁଷ୍ଠିତ ହୋଇଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ନ୍ୟୁଜ୍ : ଅନୁଷ୍ଠିତ ହୋଇଛି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କାର୍ଯ୍ୟକାରିଣୀ ବୈଠକ ଆଜି (ରବିବାର) ଅନୁଷ୍ଠିତ ହୋଇଯାଇଛି।…
Read More...

କାଲିଠୁ ମୌସୁମୀ ଅଧିବେଶନ; ପାଠ୍ୟ ପୁସ୍ତକ ତ୍ରୁଟି, ରାଜ୍ୟରେ ଆଇନଶୃଙ୍ଖଳା ପ୍ରସଂଗ ଉଠାଇବ ବିଜେଡି

ଓଡ଼ିଆ ନ୍ୟୁଜ୍ : ସଂସଦର ମୌସୁମୀ ଅଧିବେଶନ ଆସନ୍ତା କାଲିଠୁ ଆରମ୍ଭ ହେବ। ପାଠ୍ୟ ପୁସ୍ତକ ତ୍ରୁଟି, ରାଜ୍ୟରେ ଆଇନଶୃଙ୍ଖଳା, କୋଲ୍ ରୟାଲଟିରୁ ଓଡ଼ିଶା ବଞ୍ଚିତ ହେବା ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି । ରବିବାର ସର୍ବଦଳୀୟ…
Read More...

ଫ୍ରାନ୍ସକୁ ୬-୪ ଗୋଲ୍‌ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଲା ଇଂଲଣ୍ଡ

ଓଡ଼ିଆ ନ୍ୟୁଜ୍ : ଫ୍ରାନ୍ସକୁ ୬-୪ ଗୋଲ୍‌ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାତେଇଲା ଇଂଲଣ୍ଡ। ଚଳିତ ଫିଫା ବିଶ୍ୱକପ୍ ୨୦୨୬ ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟରେ ଏକ ରୋମାଞ୍ଚକର ସ୍ଥିତି ଦେଖିବାକୁ ମିଳିଛି। ତୃତୀୟ ସ୍ଥାନ ପାଇଁ…
Read More...

ବିଜେପି ଛାଡ଼ିଲେ ଚାମେଲି ଓଝା

ଓଡ଼ିଆ ନ୍ୟୁଜ୍: ବିଜେପି ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା। ବିଜେପି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଅଭିଯୋଗ ଆଣି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଲୋୟର ପିଏମଜିରେ…
Read More...

ଭଞ୍ଜନଗର ପୋଲିସକୁ ସଫଳତା: ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ

ଓଡ଼ିଆ ନ୍ୟୁଜ୍: ଭଞ୍ଜନଗର ପୋଲିସକୁ ସଫଳତାରେ ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ। ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର୍, ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ…
Read More...

ଓଡ଼ିଶା ଆସିବେ ମହାମହିମ

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅଗଷ୍ଟ ୪ ତାରିଖରେ ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିବେ ବୋଲି କୁହାଯାଉଛି। ଯଦିଓ ରାଷ୍ଟ୍ରପତି ଭବନରୁ ସରକାରୀ ଯାତ୍ରା ତାଲିକା ଏପର୍ଯ୍ୟନ୍ତ…
Read More...

ପଞ୍ଜାବ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ

ଓଡ଼ିଆ ନ୍ୟୁଜ୍: ପଞ୍ଜାବ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱ। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପୁଣି ତୀବ୍ର ହୋଇଛି। ଦଳର ଏକ ଆଭ୍ୟନ୍ତରୀଣ କମିଟି ପଞ୍ଜାବର…
Read More...

ଚାଷୀଙ୍କୁ ସମବାୟ ସହାୟତା ପାଇବାରେ ସମସ୍ୟା

ଓଡ଼ିଆ ନ୍ୟୁଜ୍: ଚାଷୀଙ୍କୁ ସମବାୟ ସହାୟତା ପାଇବାରେ ସମସ୍ୟା। ଚାଷୀଙ୍କୁ ସମବାୟ ସହାୟତା ପାଇବାରେ ସମସ୍ୟା। ସେମାନେ ମୁଖ୍ୟତଃ ବ୍ଲକ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ଲ୍ୟାମ୍ପ୍‌ସର ଦୈନନ୍ଦିନ…
Read More...

ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୨୫ ଦିନର ଶ୍ରମଭିତ୍ତିକ ନିଶ୍ଚିତ ରୋଜଗାର ପ୍ରଦାନ କରାଯିବ

ଓଡ଼ିଆ ନ୍ୟୁଜ୍: ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୨୫ ଦିନର ଶ୍ରମଭିତ୍ତିକ ନିଶ୍ଚିତ ରୋଜଗାର ପ୍ରଦାନ କରାଯିବ। ‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍‌ ରୋଜଗାର ଓ ଆଜୀବିକା ମିଶନ (ଗ୍ରାମୀଣ)’ )VB G RAM G( ଅଧୀନରେ ଚୂଡ଼ାନ୍ତ…
Read More...

ଚାକିରି ଛାଡ଼ିଲେ ISROର ୧୦୦ରୁ ଅଧିକ ବୈଜ୍ଞାନିକ

ଓଡ଼ିଆ ନ୍ୟୁଜ୍: ଚାକିରି ଛାଡ଼ିଲେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ୧୦୦ରୁ ଅଧିକ ବୈଜ୍ଞାନିକ। ଦେଶର ପ୍ରଥମ ଐତିହାସିକ ମାନବ ମହାକାଶ ମିଶନ 'ଗଗନଯାନ' ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ୍ ପ୍ରୋଜେକ୍ଟ କାମ…
Read More...