Browsing Tag

#odianews

ଆଇଏନଏକ୍ସ ମନି ଲଣ୍ଡରିଂ ମାମଲା; କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କଲା ଇଡି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଇଏନଏକ୍ସ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କଲା ଇଡି ।  ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ତ୍ତି…
Read More...

କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ବୈଶାଖ-କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ରୁ…
Read More...

ବଢିଲା ଭାରତର ଚିନ୍ତା, ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୀନ୍ ପୁଣି ଥରେ ତାର ମାଢୁଆ ନୀତିକୁ ଦୋହରାଇଛି । ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ…
Read More...

ସୁଦାନରେ ଉଗ୍ର ହେଇଛି ଗୃହଯୁଦ୍ଧ, ଏବେ ବି ଫସିରହିଛନ୍ତି ୩୧ ଭାରତୀୟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁଦାନରେ ଦିନକୁ ଦିନ ଉଗ୍ର ହେଇଛି ଗୃହଯୁଦ୍ଧ । ଅଧିକ ଭୀଷଣ ହେଉଛି ସେନା ଓ ଅର୍ଦ୍ଧ ସୈନିକ ବାହିନୀ ମଧ୍ୟରେ ଚାଲିଥିବା ସଂଘର୍ଷ । ଏହା ମଧ୍ୟରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କ ମଧ୍ୟରେ…
Read More...

କର୍ଣ୍ଣାଟକ ଉପ ନିର୍ବାଚନ : କଂଗ୍ରେସ ଜାରି କଲା ୪ର୍ଥ ପ୍ରାର୍ଥୀ ତାଲିକା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧିରେ ଧରେ ଉଷ୍ମ ହେଉଛି କର୍ଣ୍ଣାଟକ ଉପନିର୍ବାଚନ । ଏହାରି ମଧ୍ୟରେ ଆଜି ଉପନିର୍ବାଚନ ପାଇଁ କଂଗ୍ରେସ ଆଉ ୪ର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…
Read More...

ନକ୍ସଲ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମଣ୍ଡାବି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକ୍ସଲ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଛତିଶଗଡ଼ କଂଗ୍ରେସ ବିଧାୟକ ବିକ୍ରମ ମଣ୍ଡାବି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକ ବିକ୍ରମ ମଣ୍ଡାବି ଗାଡ଼ି ଉପରକୁ ନକ୍ସଲମାନେ ଆକ୍ରମଣ…
Read More...

ଭାରତରେ ଖୋଲିଲା ପ୍ରଥମ ଆପଲ୍ ଷ୍ଟୋର: ମୁମ୍ବାଇରେ ଲଞ୍ଚ ହେଲା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତରେ ଖୋଲିଲା ପ୍ରଥମ ଆପଲ୍ ଷ୍ଟୋର । ମୁମ୍ବାଇରେ ଲଞ୍ଚ ହେଲା ଏକ୍ସକ୍ଲ୍ୟୁସିଭ ‘ଆପଲ ବିକେସି’ । ଏହି ଅବସରରେ  ଢୋଲ ଆଉ ବାଜାର ତାଳେ ତାଳେ ଝୁମିଛନ୍ତି ଆପଲର ସିଇଓ ଟିମ୍ କୁକ । ଅର୍ନ୍ତରାଷ୍ଟ୍ରୀୟ…
Read More...

ମହାନଦୀରେ ଛତିଶଗଡ ବନ୍ଧ ଓ ବ୍ୟାରେଜ ନିର୍ମାଣ ଅଟକିବାକୁ ଦାୟୀ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାନଦୀରେ ଛତିଶଗଡ ବନ୍ଧ ଓ ବ୍ୟାରେଜ ନିର୍ମାଣ ଅଟକିବାକୁ ଦାୟୀ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ର ଦୁମୁହାଁ ଆଭିମୁଖ୍ୟକୁ  ଛତିଶଗଡ଼…
Read More...

ଆଇଏଏସ୍‌ ସ୍ତରରେ ଅଦଳବଦଳ: ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ହେଲେ ସରୋଜ କୁମାର ସାମଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଙ୍ଗଳବାର ଆଇଏଏସ୍‌ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ…
Read More...

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଫାଇଲ ହଜାଇ ଦେଲା ଆଇନ୍‌ ବିଭାଗ, ଶୀଘ୍ର ଖୋଜିବାକୁ ଚିଠି ଲେଖିଲା ପ୍ରଶାସନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ପିଲାଳିଆମି ସାମ୍ନାକୁ ଆସୁଛି । ସମ୍ବେଦନଶୀଳ ପ୍ରସଙ୍ଗରେ ବି ସରାକର ଅତି ଖାମଖିଆଲ ଭାବେ ନେବା ରାଜ୍ୟବାସୀଙ୍କୁ ଆଶ୍ଟର୍ଯ୍ଯ କରିଛି । ଏହି କ୍ରମରେ…
Read More...