ଭୂକମ୍ପରେ ଥରିଲା ତାଜିକିସ୍ତାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭୂକମ୍ପରେ ଥରିଲା ତାଜିକିସ୍ତାନ । ସକାଳ ୯.୧୬ ରେ ତାଜିକିସ୍ତାନରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହାର ଭୂକମ୍ପ କେନ୍ଦ୍ର ଭୂମିଠାରୁ ୧୦ କିଲୋମିଟର ତଳେ ଏବଂ ସ୍ଥାନ ହେଉଛି ଦୁଶାନବେ।

Leave A Reply

Your email address will not be published.