ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ପିକଅପ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ସାଇକେଲ ଆରୋହୀଙ୍କ ଉପରେ ଚଢିଗଲା ପିକଅପ୍ ସାଇକେଲ ଆରୋହୀ ମୃତ। କ୍ଷତିପୂରଣ ଦାବି ଏବଂ ଦୃତ ଗାଡ଼ି ଚଳାଚଳ କୁ ବିରୋଧ କରି ରାସ୍ତା ରୋକ୍ ।

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥ କଣ୍ଠାଳିଆ ଛକ ନିକଟରେ ନହରା ଗ୍ରାମର ଖଗେନ୍ଦ୍ର ଭୁଇଁୟା ଘୋରକୁ ସାଇକେଲ ଯୋଗେ ଫେରୁଥିବା ବେଳେ ଇଲେକ୍ଟ୍ରି ବିଭାଗର ଗାଡ଼ି ତାଙ ଉପରକୁ ଚଢି ଯାଇଥିଲା।

ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିଲା ବେଳକୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା।ପିକଅପ୍ ଥିବା ଇଲେକ୍ଟ୍ରି ବିଭାଗର ସମସ୍ତ କର୍ମଚାରୀ ମାନଙ୍କୁ ଦୋଉଡିରେ ଖୁଣ୍ଟ ରେ ବାନ୍ଧି ଦେଇଥିବା ବେଳେ। ଉତ୍ୟକ୍ତ ଲୋକ ମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ଵରେ ଅଟକିଛି ସତାଧିକ ଗାଡ଼ି। କମର୍ଦ୍ଦା ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.