ଶ୍ରମିକ ମାନଙ୍କ ମୌଳିକ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଦେଲେ ଦାବୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା, ଭୁବନେଶ୍ଵର (ଗୋଷ୍ଠୀ ଭନ୍ନୟନ ଅଧିକାରୀଙ୍କ ଜରିଆରେ ) ଗାଁ ସାଥ୍‌ (ମେଟ) ଏବଂ ମାନରେଗା ଜବକାର୍ଡ ଧାରୀ ଶ୍ରମିକ ମାନଙ୍କ ମୌଳିକ ସମସ୍ୟା ବୁଡ଼ି ରହିଛି। ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଉଥିବା ବେଳେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ଗାଫ୍ଲତି କହୁଛନ୍ତି ଲମାତା ପୁଟ ଗୋଷ୍ଟି ଉନ୍ନୟନ କର୍ଯ୍ୟଳୟ ର କନିଷ୍ଟ ଯନ୍ତ୍ରୀ , ପଞ୍ଚାୟତ କର୍ଯ୍ୟଳୟ କନିଷ୍ଠ ଯନ୍ତ୍ରୀ ଏବଂ GRS କର୍ମଚାରୀ JOB କାର୍ଡ ଅର୍ଥ ବାଟ ବଣା କରୁଥିବା ଭୋଳି ଅଭିଜଗ ଏବେ ଦାଣ୍ଡରେ ପଡିଲା।

ଗ୍ରାମୀଣ ଗାଁ ସାଥ୍‌ (ମେଟ)ସଂଘ ମିଳିତ କ୍ରିୟାନୁଷ୍ଟାନ କମିଟି 6ଦଫା ଦାବୀ ନେଇ ଆଜି ଲମତା ପୁଟ ବ୍ଲକ, BDO ଙ୍କୁ ଲିଖୁତ ଆକାରେ ତାଗିଦ କରିଲେ।ଆଜକୁ ଦୀର୍ଘ ୧୮ ବର୍ଷ (ଆର୍ଥିକ ବର୍ଷ ୨୦୦୫ -୦୬ ଠାରୁ ୨୦୨ ୦୨୩-୨୦୨୪ ପର୍ଯ୍ୟନ୍ତ ) କାଳ ସମୟ ହେବ ଗାଁ ସାଥ୍‌ (ମେଟ) ନୀରବଛିନ୍ନ ଭାବରେ ମନରେଗା ବିଭାଗରେ କାର୍ଯ୍ୟରତ । ଗ୍ରାମୀଣ ସ୍ତରରେ ଗ୍ରାମୀଣ ବିକାଶ ଏବଂ ରୋଜକାରକୁ ଦୃଷ୍ଟି ଦେଇ ବିଭିନ୍ନ ସମୟରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ର ନିର୍ଦ୍ଦେଶ କ୍ରମେ କାର୍ଯ୍ୟ କରି ସରକାରଙ୍କର ଲୋକାଭିମୁଖ୍ କାର୍ଯ୍ୟକୁ ତ୍ବରାନୀତ କରି ସଫଳ କରିବାରେ ଦାୟିତ୍ଵ ନିର୍ବାହ କରି ଆସୁଛନ୍ତି ଗାଁ ସାଥି ମେଟ୍ କର୍ମଚାରୀ । ତୃଣ ମୂଳ ସ୍ତରରେ କାର୍ଯ୍ୟାଭାର ତୁଲାଇ ଯେଉ ସବୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ପ୍ରତିବାଦ କରି ସପକ୍ଷରେ ଯେଉଁ ସବୁ ନିଦ୍ଧେଶ ମୂଳକ ଚିଠି ଆଗତ ହୋଇ ଅଛି ।

ସେହି ନିର୍ବେଶ ମୂଳକ ଚିଠିର ସଠିକ କାର୍ଯ୍ୟ କାରୀ ହୋଇ ପାରୁ ନ ଥିବାରୁ ପୁନର୍ବାର ତୃଣ ମୂଳ ସ୍ତରରେ ଦେଖା ଯାଉ ଥିବା ନିମ୍ନ ଲିଖିତ ସମସ୍ୟା ଗୁଡିକ ଉପସ୍ଥାପନ କରି ସ୍ବରନ୍ତ ସମାଧାନ କରାଯିବ ନିମନ୍ତେ ଆଜି ରାଜ ରାସ୍ତା ରେ ଓହ୍ଲାଇଥିଲେ ଗାଁ ସାଥୀ ମେଟ୍ ଏବଂ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଶ୍ରମିକ।ସ୍ଥାୟୀ ନିଯୁକ୍ତି ସହ ୧୦୦୦୦ ଟଙ୍କା ର ଉଦ୍ଧ ମାସିକ ପ୍ରସ୍ମାହନ ରାଶି ପ୍ରଦାନ କାରାଯାଉ ,ଆର୍ଥିକ ବର୍ଷ ୨୦୨୧ -୨୨ ଠାରୁ ହୋଇଥିବା ମଜୁରି ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯାଉ । ,ପଞ୍ଚାୟତ ସ୍ତରରେ ଦାଦନ ଯାଉଥିବା ଶ୍ରମିକ ମାନଙ୍କ ନଙ୍କର ପଞ୍ଜିକରଣ (Registration )ବାଧ୍ୟତା ମୂଳକ କରାଯାଉ,ଜିଲ୍ଲା ମଧ୍ୟରେ ଆବଶ୍ୟକ ହେଉଥିବ Cଗ୍ରେଡ ଏକ ମାନଙ୍କୁ ପ୍ରାଧାନ୍ୟ ଦିଆଯାଉ । ଏବଂ D ଗ୍ରେଡ ନିଯୁକ୍ତି ସମୁହରେ ମନରେଗା ଶ୍ରମିକ ମାନଙ୍କର ଠିକ ଭାବେ ଅର୍ଥ ପୈଠ କରିବାକୁ ନେ଼ଇ ସ୍ୱର ଜୋର୍ ରେ ଉଠିଛି।

Leave A Reply

Your email address will not be published.