ଧରାପଡିଲା ମୋ ବସରୁ ଚୋରି କରି ଫେରାର ମାରୁଥିବା ଲୁଟେରା, ୨ ଜଣକୁ ଗିରଫ କଲା ପୋଲିସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୋ ବସ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ। ଗ୍ୟାଙ୍ଗର ୨ ମୁଖିଆ ସଞ୍ଜୟ ସିଂହ ଓ ଗଣେଶ ପ୍ରଧାନକୁ ଗିରଫ କଲା ପୋଲିସ। ଗ୍ୟାଙ୍ଗରେ ଅଛନ୍ତି ମହିଳା ଓ ଓ ଛୁଆ। ୨ ଜଣଙ୍କୁ ଯାଜପୁରରୁ ଗିରଫ କରାଯାଇଛି।…
Read More...

୩୪ ଏକର ଜମିରେ ବାଲିଯାତ୍ରା କରିବାକୁ ଅନୁମତି ଦେଲେ ଜାତୀୟ ଗ୍ରୀନ ଟ୍ରିବୁନାଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ୩୪ ଏକର ଜମିରେ ହେବ କଟକ ବାଲିଯାତ୍ରା । କଟକ ହଡ଼ିଆପଠାଠାରେ ୪୨୬ ଏକର ଜମିରେ ବର୍ଫି ଯୋଜନା ପାଇଁ ଖାରଜ କଲେ ଜାତୀୟ ଗ୍ରୀନ ଟ୍ରିବୁନାଲ । ଏବେ କେବଳ ୩୪ ଏକର ଜାଗା ଉପରେ ହିଁ ବାଲିଯାତ୍ରା…
Read More...

ରାଜ୍ୟ କ୍ୟାବିନେଟ୍ ବୈଠକରେ ୩୩ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ, ନଜର ପକାନ୍ତୁ କେଉଁ କେଉଁ ପ୍ରସ୍ତାବ ଅଛି ସାମିଲ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ସମୁଦାୟ ୩୩ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟର ଅନୁମୋଦନ। କେନ୍ଦୁଝର ଜିଲ୍ଲା ପାଇଁ ୧୪ଟି…
Read More...

କଟକ ସହ ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ଜାତୀୟ ପତାକା ତିଆରି ଦାୟିତ୍ବ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ସଂଧ୍ୟାରେ ନବୀନ ନିବାସଠାରେ କଟକ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟ କଙ୍କୁ ଭେଟି ଥିଲେ । ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ…
Read More...

ପୁରୀ ପାଇଁ ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍: ଭୁବନେଶ୍ୱର-ଧାନବାଦ୍ ଏବଂ ପୁରୀ-ପାଟନା ସ୍ୱତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରେଳ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଏଡ଼ାଇବା ପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟଦେଇ ଚଳାଚଳ ଓ ଏହା ମଧ୍ୟରୁ ଛାଡୁଥିବା ନିମ୍ନଲିଖିତ…
Read More...

‘ବୈତରଣୀ ନଦୀ ଓ ମୃଗା ନାଳ’ ପାଣିକୁ ପ୍ରଦୂଷିତ କରୁଛି ଜିନ୍ଦଲ କମ୍ପାନୀ, ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପିର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନଦୀର ସୁରକ୍ଷା ଓ ପ୍ରଦୂଷିତ ମୁକ୍ତ କରିବା ଲାଗି ବିଜେପିର ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି ରାଜ୍ୟପାଳ ଶ୍ରୀ ଗଣେଶ ଲାଲଙ୍କୁ ଭେଟି ଏକ ଦାବିପତ୍ର…
Read More...

୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କୁପୋଷଣ ମୁକାବିଲାରେ ବିଫଳ ରାଜ୍ୟ ସରକାର: ବିଜେପି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ଦୀର୍ଘ ୨୨ ବର୍ଷ ଶାସନ ଗାଦିରେ ରହି ମଧ୍ୟ ଶାସକ ବିଜୁ…
Read More...

ପୁରୁଷ ହକି ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରାକ୍ ସୁରକ୍ଷା ପ୍ରସ୍ତୁତି, ଆତଙ୍କୀଙ୍କ ମୁକାବିଲା ପାଇଁ ମିଳିତ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆତଙ୍କୀଙ୍କ ମୁକାବିଲା ପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏକ ମିଳିତ ମକ୍‌ ଡ୍ରିଲ୍‌ ହୋଇଛି । (NSG SOG and CTS conduct joint mock drill) 2023ରେ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି…
Read More...

ରାଜଧାନୀରେ ବେକାବୁ ଡେଙ୍ଗୁ ସ୍ଥିତି, ଆଜି ପୁଣି ୪୮ନୁଆ ଡେଙ୍ଗୁ ରୋଗୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ବରରୁ ପୁଣି ଚିହ୍ନଟ ହେଲେ ୪୮ନୁଆ ଡେଙ୍ଗୁ ରୋଗୀ । ଗତ ୨୪ଘଣ୍ଟାରେ ୧୭୩ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ୪୮ଟି ପଜିଟିଭ ଓ ୧୨୫ଟି ନେଗେଟିଭ ଥିବା ଜଣାପଡିଛି । ଫଳରେ…
Read More...

ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ମାଡ଼ିଗଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭାରସାମ୍ୟ ହରାଇ ଫୁଟପାଥ୍ ଉପରକୁ ମାଡ଼ିଗଲା ସ୍କୁଲ ବସ୍ । ଅଳ୍ପକେ ବର୍ତ୍ତିଲେ ବସରେ ଥିବା ଛାତ୍ରଛାତ୍ରୀ ଓ ଡ୍ରାଇଭର । କଟକ ଜିଲ୍ଲା ସିଡିଏ ୧୧ ନମ୍ଵର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।…
Read More...