ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ, ମନିଟର ମେକାନିଜମ ଆରମ୍ଭ ହୋଇଛି: ଶକ୍ତି ସଚିବ

ଓଡିଆ ନ୍ୟୁଜ୍(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ,ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ…
Read More...

ହାଇକୋର୍ଟଙ୍କ ତଦାରଖ ପରେ ଜେଲ ପରିସ୍ଥିତିରେ ସୁଧାର ଆସୁନାହିଁ, ଉଦବେଗ ପ୍ରକାଶ କଲେ ବିଚାରପତିଙ୍କ ଖଣ୍ଡପୀଠ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ ତଦାରଖ ପରେ ବି ରାଜ୍ୟର ବିଭିନ୍ନ ଜେଲରେ ସ୍ଥିତିରେ ସୁଧାର ଆସୁ ନ ଥିବାରୁ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ…
Read More...

କଣ ରହିବ ବାତ୍ୟାର ସ୍ଥିତି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ, ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ବିଭାଗ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଘୃଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ବି ଏହା ବାତ୍ୟା ର ରୂପ ନେବକି ନାହିଁ ତାରା ଚିତ୍ର ଏପର୍ୟ୍ଯନ୍ତ ଅସ୍ପଷ୍ଟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ…
Read More...

କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେ କାଳ ସାଜିଲା କାଳବୈଶାଖୀ: ମଝି ଚିଲିକାରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା, ୧୧…

ଓଡିଆ ନ୍ୟୁଜ୍(ବ୍ୟୁରୋ):   ଚିଲିକାରେ ପୁଣି ଦୁର୍ଘଟଣା । ମଝି ଚିଲିକାରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା । ମାଆ କାଳିଜାଇ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ…
Read More...

କାଲି ଜଣା ପଡିବ ବାତ୍ୟାର ସ୍ଥିତି, ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଲେ SRC

ଓଡିଆ ନ୍ୟୁଜ୍(ବ୍ୟୁରୋ): ବାତ୍ୟା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଛନ୍ତି SRC । ଆସନ୍ତାକାଲି ଅପରାହ୍ଣ ପରେ ଅବପାତ ରୂପ ନେଇପାରେ ଲଘୁଚାପ । ବାତ୍ୟା…
Read More...

ଦ୍ୱିତୀୟ ଦିବସରେ “ମହିଳା ବିଜ୍‌ନେସ୍ ମେଳା ୨୦୨୨”, ଯୋଗ ଦେଲେ ଗୌରାଙ୍ଗ ଦାସ ପ୍ରଭୁ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଜନତା ମଇଦାନରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଏଣ୍ଟରପ୍ରିନ୍ୟୁଅରସିପ୍ କାଉନ୍‌ସିଲ୍ ଦ୍ୱାରା ଆୟୋଜିତ ଭାରତର ପ୍ରଥମ ମହିଳା ବିଜ୍‌ନେସ୍ ମେଳାର ଆଜି ଥିଲା ଦ୍ୱିତୀୟ ଦିବସ । ଏଥିରେ…
Read More...

କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀଙ୍କ ସହ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ବିକାଶ ଓ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ୍…
Read More...

ଚଳିତବର୍ଷ ଭକ୍ତଙ୍କ ଗହଣରେ ହୋଇପାରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା,୧୫ ଲକ୍ଷ ଭକ୍ତଙ୍କ ହୋଇପାରେ ସମାଗମ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚଳିତବର୍ଷ ଭକ୍ତଙ୍କ ଗହଣରେ ହୋଇପାରେ ମହାପ୍ରଭୁଙ୍କ ବିଶ୍‌ପ୍ରସିଦ୍ଧ ରଥଯାତ୍ରା।ଆଜି ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୨ ବର୍ଷ ପରେ ବସିଥିବା ପ୍ରସ୍ତୁତି ବୈଠକରେ ଏଭଳି ସଂକେତ…
Read More...

ଭିଜିଲାନ୍ସ ପଞ୍ଝାରେ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ, ଘରୁ ବାହାରିଲାଣି ୧୬ କୋଟି ଟଙ୍କା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ କଳାରାହଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚଢାଉ କରିଛି ଭିଜିଲାନ୍ସ।…
Read More...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ଆଉ ୭ ଦିନ ବଢ଼ିଲା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଅନ୍ତରୀଣ ଜାମିନ ଅବଧି ଆଉ ୭ ଦିନ ବୃଦ୍ଧି ପାଇଛି। ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ନେଇ ହାଇକୋର୍ଟ ଗତକାଲି ନିର୍ଦ୍ଦେଶନାମା ଦେଇଛନ୍ତି। ପୂର୍ବରୁ ଏପ୍ରିଲ…
Read More...