ଭିଜିଲାନ୍ସ ଜାଲରେ SDO

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଗଞ୍ଜାମ ଡହ ଜଳସେଚନ ପ୍ରକଳ୍ପର SDO। SDO ପଞ୍ଚୁ ବେହେରାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଏକକାଳୀନ ଗଞ୍ଜାମର ୫ ଟି ସ୍ଥାନରେ…
Read More...

ବସ୍ ଉପରେ ପଡ଼ିଲା ଗଛ; ବର୍ତ୍ତିଲେ ୪୦ ଯାତ୍ରୀ

ଓଡ଼ିଆ ନ୍ୟୁଜ୍: କାଳବୈଶାଖୀ ପବନରେ ଗଛ ଭାଙ୍ଗି ବସ୍ ଉପରେ ପଡ଼ିଲା।ବିଜୟଲକ୍ଷ୍ମୀ ନାରାୟଣପୁର ଗାଁରେ ବସ୍ ଉପରେ ପଡ଼ିଲା ଗଛ।ବସ୍‌ରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ, କେହି ଆହତ ହୋଇନାହାନ୍ତି। ଗତ ତିନିଦିନ ତଳେ ଆସନ୍ତା ୭…
Read More...

ଯାଜପୁରରେ କାଳବୈଶାଖୀ; ଭାଙ୍ଗିଲା ଟେଣ୍ଟ

ଓଡ଼ିଆ ନ୍ୟୁଜ୍: ଯାଜପୁରରେ କାଳବୈଶାଖୀର ତାଣ୍ଡବ; ଭାଙ୍ଗିଲା ମହୋତ୍ସବ ଟେଣ୍ଟ।ଯଯାତି ମହୋତ୍ସବ ପାଇଁ ନିର୍ମିତ ଟେଣ୍ଟ ବର୍ଷା ପବନରେ ଭାଙ୍ଗି ପଡ଼ିଲା। ସୁଭଦ୍ରା ଶକ୍ତି ମେଳା ପାଇଁ ହୋଇଥିବା ଷ୍ଟଲ୍‌ ମଧ୍ୟ ଭାଙ୍ଗି…
Read More...

ଆତ୍ମସମର୍ପଣ ପରେ ଶୁକ୍ରୁକୁ ସ୍ବାଗତ

ଓଡ଼ିଆ ନ୍ୟୁଜ୍: ଫୁଲବାଣୀ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓ ନେତା ଶୁକ୍ର।ଆତ୍ମସମର୍ପଣ ପରେ ଫୁଲ ଓ ଉତ୍ତରୀୟ ଦେଇ ସ୍ବାଗତ। ଶୁକ୍ରୁ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ୪ ମାଓବାଦୀଙ୍କୁ ସ୍ବାଗତ।ସ୍ବାଗତ କଲେ ଆଣ୍ଟି ନକ୍ସଲ…
Read More...

ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ଓଡ଼ିଆ ନ୍ୟୁଜ୍: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌।ନୀଳଚକ୍ର ଚତୁଃପାର୍ଶ୍ବରେ ଘୂରି ବୁଲିଲା ଡ୍ରୋନ୍‌।ଅପରାହ୍ନ ୫ଟା ୨୩ ମିନିଟରେ ଉଡ଼ିଲା ଡ୍ରୋନ୍‌। ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଲା ପ୍ରଶ୍ନବାଚୀ।ଗଣତିମଣତି…
Read More...

ବିଜେଡି ଫେରିଲେ ରଘୁନାଥ ଜୀବନ

ଓଡ଼ିଆ ନ୍ୟୁଜ୍: ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିକୁ ଫେରିଲେ।ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ…
Read More...

ଚଳନ୍ତି ଭଣ୍ଡାରର ଗଣତି ଶେଷ

ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାର ଗଣତି ମଣତିର ପ୍ରଥମ ଦିନର କାର୍ଯ୍ୟ ସରିଲା। ପ୍ରଥମ ଦିନର କାର୍ଯ୍ୟ ସରିବା ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା।‘ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ପ୍ରାୟ ଗଣତି ଶେଷ’।‘ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…
Read More...

ଭିଜିଲାନ୍ସ ଜାଲରେ ଅମ୍ବିକା ପ୍ରସାଦ ରଥ

ଓଡ଼ିଆ ନ୍ୟୁଜ୍: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଅଫିସର ଅଡିଟର ଅମ୍ବିକା। ସର୍ଭିସ ଭେରିଫିକେସନ ପାଇଁ ନେଉଥିଲେ ଲାଞ୍ଚ।ସର୍ଚ୍ଚ ବେଳେ ଅଫିସରୁ ୧.୨୮ ଲକ୍ଷ ଟଙ୍କା ଜବତ।ଜଣେ କର୍ମଚାରୀଙ୍କ MACP ସ୍କିମ୍ ଅଧୀନରେ ବର୍ଦ୍ଧିତ ଦରମା…
Read More...

୨ରୁ ୪ ଡିଗ୍ରୀ ବଢିବ ପାରଦ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଢୁଛି ତାପମାତ୍ରା।ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା…
Read More...

ମୁଣ୍ଡିଆ ମାରି ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ

ଓଡ଼ିଆ ନ୍ୟୁଜ୍: ଆଜିଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି।ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ। ମଧ୍ୟାହ୍ନ ୧୨ଟା ୯ରୁ ୧ଟା ୪୫ ମଧ୍ୟରେ ପ୍ରବେଶ ପାଇଁ ଶୁଭ ମୂହୁର୍ତ୍ତ।ଭିଡିଓଗ୍ରାଫି, ଫଟୋଗ୍ରାଫି ଓ…
Read More...