#Odianews SBIର ୨ଦିନିଆ ଧର୍ମଘଟ ଡାକରା Odia News May 22, 2026 0 ଓଡ଼ିଆ ନ୍ୟୁଜ୍: ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନର ଧର୍ମଘଟ ଡାକରା। ଆସନ୍ତା ୨୫ ଓ ୨୬ ତାରିଖରେ ୨ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା। ନିଯୁକ୍ତି ଓ ପେନ୍ସନ୍ ସମ୍ପର୍କିତ ସମସ୍ୟାକୁ ନେଇ… Read More...
#Odianews ଓଭରଲୋଡ୍ ଯୋଗୁଁ ପାୱାର କଟ୍: ଶକ୍ତି ମନ୍ତ୍ରୀ Odia News May 22, 2026 0 ଓଡ଼ିଆ ନ୍ୟୁଜ୍: ବିଦ୍ୟୁତ୍ କାଟ୍କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା। ଏବେ ଯେଉଁପରି ହିଟ୍ଓ୍ଵେଭ ଚାଲିଛି, ତାହା କାହାରି ହାତରେ ନାହିଁ। ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ ରହୁଛି, ଅଧିକ ଏସି… Read More...
#Odianews ରାଜ୍ୟରେ କଲବଲ କରୁଛି ଖରା Odia News May 22, 2026 0 ଓଡ଼ିଆ ନ୍ୟୁଜ୍:ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରି ଜାରି ରହିଛି। ଘରେ ପ୍ୟାନ୍ ପବନ କାମ ଦେଉନି। ଦେହରୁ ଅନବରତ ଝାଳ ବୋହୁଛି। ଖରା ସମୟରେ କାମ ନ ଥିଲେ ବାହାରକୁ ନ ବାହାରିବା ଲାଗି ସରକାର, ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ… Read More...
#Odianews ପେଟ୍ରୋଲ୍-ଡିଜେଲ୍ ଖର୍ଚ୍ଚ କାଟ ପାଇଁ ସରକାରୀ ନିର୍ଦେଶ Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ପେଟ୍ରୋଲ୍ ଓ ଡିଜେଲ୍ ଖର୍ଚ୍ଚ କାଟ ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି। ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସରକାରୀ ବିଭାଗଗୁଡ଼ିକରେ ବ୍ୟବହାର କମାଇବା ପାଇଁ… Read More...
#Odianews ୨୭ ନକ୍ସଲଙ୍କ ଆତ୍ମସମର୍ପଣ Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡରେ ଏକା ଥରେ ୨୭ ନକ୍ସଲଙ୍କ ଆତ୍ମସମର୍ପଣ। ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ। ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୨୫ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଉପରେ… Read More...
#Odianews ବେଙ୍ଗଲ ମଦ୍ରାସାରେ ବନ୍ଦେ ମାତରମ୍ ବାଧ୍ୟତାମୂଳକ: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ମଦ୍ରାସାରେ ବନ୍ଦେ ମାତରମ୍ ବାଧ୍ୟତାମୂଳକ। ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ।ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର… Read More...
#Odianews ଅଳ୍ପକେ ବର୍ତ୍ତିଲା AI ବିମାନ; ସେବା ନିବୃତ୍ତ Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ବେଙ୍ଗାଳୁରୁ ବିମାନବନ୍ଦରରେ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ। ଦିଲ୍ଲୀରୁ ଉଡ଼ାଣ ଭରି ବେଙ୍ଗାଳୁରୁରେ ଅବତରଣ ବେଳେ ଅଘଟଣ। ଅବତରଣ ବେଳେ ବିମାନର ପଛ ଭାଗ ରନ୍ୱେରେ ପିଟି ହୋଇଗଲା। ସମସ୍ତ ଯାତ୍ରୀ ଓ… Read More...
#Odianews କାଳବୈଶାଖୀ ତାଣ୍ଡବ; ୩ ମୃତ Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ନରଣପୁରରେ କାଳବୈଶାଖୀ ତାଣ୍ଡବ; ୩ ମୃତ।ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ ମୃତ।ଆଉ ଜଣେ ଚାପିହୋଇ ଗୁରୁତର, ମେଡିକାଲ୍ ସ୍ଥାନାନ୍ତର।ପ୍ରବଳ ଝଡ଼ପବନରେ ଭାଙ୍ଗିଲା ଟେଣ୍ଟ, ଚାପି ହୋଇ ୩ ମୃତ ।… Read More...
#Odianews ନରୱେ ମହାରାଜା ଓ ମହାରାଣୀଙ୍କୁ ତାରକସି, ପାଟଚିତ୍ର ଭେଟି Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ପୁଣି ବିଶ୍ୱ ଦରବାରରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ। ଓଡ଼ିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ଼ ସମ୍ମାନ। ବିଦେଶ ଗସ୍ତ ସାରି ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏବେ… Read More...
#Odianews ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା Odia News May 21, 2026 0 ଓଡ଼ିଆ ନ୍ୟୁଜ୍: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ପାକିସ୍ତାନରେ ନିହତ। POKରେ ଅଜ୍ଞାତ ବନ୍ଧୁକଧାରୀ ହତ୍ୟା କରିଥିବା ସୂଚନା।୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଅନ୍ୟ ଏକ ମାଷ୍ଟର ମାଇଣ୍ଡ ହମଜା ବୁରହାନର… Read More...