ବିଜେଡିକୁ ତେର୍ଚ୍ଛା ବାଣ ମାରିଲେ ସମୀର, କହିଲେ ଲୋକେ ଆଉ ଗ୍ରହଣ କରିବେନି

ଓଡ଼ିଆ ନ୍ୟୁଜ୍: ପରାଜୟ ପରେ ଦଳକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୂର୍ବରୁ ନିଲମ୍ବନ ହୋଇଥିବା ନେତାଙ୍କୁ ପୁଣି ଥରେ ଦଳରେ ମିଶାଉଛନ୍ତି। ଏହି ପ୍ରରିପେକ୍ଷୀରେ ବାଲେଶ୍ୱର ଜିଲ୍ଲା…
Read More...

କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀର ହେଲା ଶୁଭାରମ୍ଭ

ଓଡ଼ିଆ ନ୍ୟୁଜ: ଆଜି ଠାରୁ କୋଣାର୍କରେ ଦୁଇଦିନିଆ ଜାତୀୟ ଖଣି ମନ୍ତ୍ରୀ ସମ୍ମିଳନୀର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି…
Read More...

ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁପ୍ରିମ ଆଶ୍ୱସ୍ତି

ଓଡ଼ିଆ ନ୍ୟୁଜ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ମାନହାନି ମାମଲାରେର ଶୁଣାଣି ବେଳେ ସୁପ୍ରିମକୋର୍ଟ ଟ୍ରାଏଲ୍ କୋର୍ଟର କାର୍ଯ୍ୟଧାରା ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି…
Read More...

ଖୋ ଖୋରେ ପ୍ରଥମ ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ

ଓଡ଼ିଆ ନ୍ୟୁଜ୍: ଖୋ ଖୋରେ ପ୍ରଥମ ବିଶ୍ବ ଚାମ୍ପିଅନ ହେଲା ଭାରତୀୟ ମହିଳା ଦଳ। ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ…
Read More...

ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଗୋପାଳ କରଙ୍କ ପରଲୋକ

ଓଡ଼ିଆ ନ୍ୟୁଜ୍: ପରଲୋକରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଗୋପାଳ କର। ଆଜି ସକାଳ ୧୦ଟାରେ ନିଜର ତେଲେଙ୍ଗା ବଜାରସ୍ଥିତ ବାସଭବନରେ ହୃଦଘାତରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ…
Read More...

ସିଲିଣ୍ଡର ବିସ୍ଫୋରଣ ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ୍: ସିଲିଣ୍ଡର ବିସ୍ଫୋରଣ ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ। ତୁଳସୀ ମାର୍ଗ ସେକ୍ଟର ୧୯ର ରେଲୱେ ଟ୍ରାକ ତଳେ ଥିବା ଗୀତା ପ୍ରେସ୍ ଗୋରଖପୁରର ଶିବିରରେ ଅଗ୍ନିକାଣ୍ଡ ଘଟିଛି। ଯାହାକି କିଛି ସମୟ ମଧ୍ୟରେ…
Read More...

ସନ୍ଦେହରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, ପୁଣି ଭାଇରାଲ ହେଲା ଗର୍ଭଗୃହ ଭିଡିଓ

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ସନ୍ଦେହ ଉପୁଜିଛି। କାରଣ ପୁଣି ଭାଇରାଲ ହୋଇଛି ଗର୍ଭଗୃହ ଭିଡିଓ। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶ୍ରୀମନ୍ଦିର ବେଢାର ଜଗମୋହନ…
Read More...

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ: ମୋହନ

ଓଡ଼ିଆ ନ୍ୟୁଜ୍ : ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ହାସଲ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ୮ଟି ଗୁରୁତ୍ବପୂର୍ଣ୍ଣ ଏମ୍‌ଓୟୁ ସ୍ୱାକ୍ଷରିତ ହେବା ବେଳେ…
Read More...

ଏଣିକି ଗାଡ଼ିର ଇନ୍ସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ

ଓଡ଼ିଆ ନ୍ୟୁଜ୍: ଏଣିକି ଗାଡ଼ିର ଇନ୍ସ୍ୟୁରାନ୍ସ ନଥିଲେ କଟିବ ଇ-ଚାଲାଣ। ଆସନ୍ତା ଫେବୃୟାରୀ ପହିଲାରୁ ପ୍ରଥମ ପର୍ଯ୍ୟାୟରେ ଇନ୍ସ୍ୟୁରାନ୍ସ (ବୀମା) ନଥିବା ଗାଡ଼ିକୁ ଚିହ୍ନଟ କରି ଇ-ଡିଟେକ୍ସନ୍ ପ୍ରକ୍ରିୟାରେ ଇ-ଚାଲାଣ ପଠାଇବାକୁ…
Read More...

ଚଳଚ୍ଚିତ୍ର ରିଲିଜ ପୂର୍ବରୁ ଦେଲେ ମେଣ୍ଢା ବଳି, ୫ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଆ ନ୍ୟୁଜ୍: ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମେଣ୍ଢା ବଳି ଦେଲେ ଆୟୋଜକ। ଏନେଇ ପାଞ୍ଚ ଜଣଙ୍କୁ ଗିରଫ କରିଛି ଆନ୍ଧ୍ରପ୍ରଦେଶ ପୁଲିସ। ପ୍ରକୃତରେ, ଏହି ଘଟଣା ଜାନୁଆରୀ ୧୨ ତାରିଖରେ 'ଡାକୁ ମହାରାଜ' ଚଳଚ୍ଚିତ୍ରର ରିଲିଜ…
Read More...