ପୁଣି ଟ୍ରାକ୍ରୁ ଖସିଲା ମାଲବାହୀ ଟ୍ରେନ୍: ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଲାଇନ୍ଚ୍ୟୁତ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଗତ କିଛିଦିନ ଧରି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବାରେ ଲାଗିଛି। ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଖସିଛି। କେକେ ରେଳପଥରେ ଆଜି ଏହି ଘଟଣା ଘଟିଛି। କିରଣ୍ଡଲରୁ ବିଶାଖାପାଟଣା ଯାଉଥିଲା ମାଲଗାଡି।…
Read More...
Read More...