ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ ଶେଷ

ପୁରୀ(ଓଡ଼ିଆ ନ୍ୟୁଜ୍‌): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଆଗେଇ ଚାଲିଛି ରଥକାମ । ରଥଖଳାରେ ଶନିବାର ଦିନ ରଥ ନିର୍ମାଣକୁ ୫୨ ଦିନ ପୂରିଛି। ଏହାରି ମଧ୍ୟରେ ତିନି ରଥର ବେଦି ସିଂହାସନ ସମେତ ବେଦି ଚାରିପାର୍ଶ୍ବରେ…
Read More...

ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଦଶମୂଳ ଔଷଧ ସେବନ କରି ସୁସ୍ଥ ହେଲେ ମହାପ୍ରଭୁ। ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ…
Read More...

ପଞ୍ଚଭୂତରେ ଲୀନ ହେଲା ରାଇମୋହନଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲା ବର୍ଷୀୟାନ ଅଭିନେତା ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସାନଝିଅ ଉଦିତା ପରିଡ଼ା ମୁଖାଗ୍ନି ଦେଇଛନ୍ତି ।…
Read More...

ଆଉ ଥରେ ଦୁନିଆ ଦେଖିବେ ରାଇ, ମୃତ୍ୟୁ ପରେ ଦେଇଗଲେ ଆଖି

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ମୃତ୍ୟୁ ପରେ ବି ଦୁନିଆ ଦେଖିବେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା । କାରଣ ମୃତ୍ୟୁ ପରେ ଦେଇଯାଇଛନ୍ତି ଆଖି । ଯେଉଁ ଆଖି ଓଡିଆ ଚଳଚ୍ଚିତ୍ରରେ ଏକ ବିଶେଷ ଛାପ ଛାଡିଛି । ଯେଉଁ ଆଖି ଦେଖିଲେ…
Read More...

ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ରାଇମୋହନଙ୍କ ଶେଷକୃତ୍ୟ

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ । ପରିବାର ଲୋକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୋଷ୍ଟମର୍ଟମ ପରେ ରାଇମୋହନଙ୍କ ପାର୍ଥିବ ଶରୀର…
Read More...

ମେସେଜ ଖୋଲିବ ରାଇମୋହନଙ୍କ ମୃତ୍ୟୁ ଗୁମର !

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କର ଭୁବନେଶ୍ଵର ସ୍ଥିତ ପ୍ରାଚୀ ବିହାର ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ରାଇମୋହନଙ୍କ ଆତ୍ମହତ୍ୟା ଖବରକୁ…
Read More...

ଆଉ ଶୁଭିବନି ‘ହେଇ ଅନାନି’

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଉ ନାହାନ୍ତି ରାଇ ଭାଇ । ହଁ ରାଇ ଭାଇ ଏଇ ତକ ନାଁ ହିଁ ଓଲିଉଡ ଓ ଜଲିଉଡ ପାଇଁ ଥେଷ୍ଟ । ସେ କେତେବେଳେ ନାଗିନା ତ କେତେବେଳେ ଝାମୁଣ୍ଡା । କେତେବେଳେ ନାଗା ତ ଆଉ କେତେବେଳେ ଡେଗା । ଏମିତି…
Read More...

ହତ୍ୟା ନା ଆତ୍ମହତ୍ୟା ? ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ ନେଇ ବଢୁଛି ସନ୍ଦେହ

ଭୁବନେଶ୍ୱର(ଓଡ଼ିଆ): ସନ୍ଦେହ ଘେରରେ ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଝୁଲନ୍ତା ମୃତଦେହ । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ହେଲେ…
Read More...

ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଦେହାନ୍ତ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଦେହାନ୍ତ ହୋଇଯାଇଛି । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ରାଇମୋହନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତେବେ ପୋଲିସ…
Read More...

ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେଲେ ନିରଞ୍ଜନ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଶୁକ୍ରବାର ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥ ନେିଛନ୍ତି ସାଂସଦ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନରେ ସୁବାସ ସିଂଙ୍କ ସ୍ଥାନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ବିଶି । ଉପନିର୍ବାଚନରେ…
Read More...