Browsing Category

International

ଏହି କାରଣ ପାଇଁ ଓଠରେ ଧଳା କ୍ରିମ ଲଗାଉଥିଲେ ସାଇମଣ୍ଡ୍ସ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ମେ ୧୪ ତାରିଖ ସମସ୍ତ କ୍ରୀକେଟ ପ୍ରେମୀଙ୍କ ପାଇଁ କଳା ଦିବସ କହିଲେ ଚଳେ । କାରଣ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରୀକେଟର ଆଣ୍ଡ୍ର‌୍ୟୁ ସାଇମଣ୍ଡ୍ସଙ୍କର ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି ।…
Read More...

ପାକିସ୍ତାନକୁ ଗୁଲାମ କରିଦେଲା ଆମେରିକା: ଇମ୍ରାନ ଖାନ୍

ଇସଲାମାବାଦ: ହାତରୁ କ୍ଷମତା ଯିବାପରେ କିଛିଦିନର ନିରବତା ପରେ ବିଳିବିଳେଇବା ଆରମ୍ଭ କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ ଏଥର ଆମେରିକାକୁ ନିଶାନା କରିଛନ୍ତି। ସେ କହିଛନ୍ତି ଯେ ଆମେରିକା…
Read More...

୫ମାସ ମଧ୍ୟରେ ଶେଷ ହୋଇଯିବ ବୈଦେଶିକ ମୁଦ୍ରା ଭଣ୍ଡାର, ଶ୍ରୀଲଙ୍କା ଅବସ୍ତା ଭୋଗିପାରେ ଏହି ଦେଶ, ଜାଣନ୍ତୁ…

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା, ନେପାଳ, ପାକିସ୍ତାନ ଭଳି ଏବେ ଭାରତର ଆଉ ଏକ ପଡ଼ୋଶୀ ଦେଶ ଏବେ ସବୁଠୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ମୁଦ୍ରା ହ୍ରାସ ପାଇଛି ଏବଂ ବୈଦେଶିକ ମୁଦ୍ରା…
Read More...

କରୋନାରେ ଉତ୍ତର କୋରିଆର ସ୍ଥିତି ବେହାଲ; କିମ ଜୋଙ୍ଗ ଉନ କଡା ନିର୍ଦ୍ଦେଶ, ୨୪ ଘଣ୍ଟା ଖୋଲା ରହିବ ଔଷଧ ଦୋକାନ

ଉତ୍ତର କୋରିଆରେ କରୋନା ସଂକ୍ରମଣଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶର ସରକାରୀ ନ୍ୟୁଜ୍ ଏଜେନ୍ସି କେସିଏନ୍ଏ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୨୯୨୦ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଏହା ପରେ…
Read More...

ଚିର ନିଦ୍ରାରେ ଅଷ୍ଟ୍ରେଲିଆର ଆଲରାଉଣ୍ଡର କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ; କ୍ରିକେଟ ଜଗତରେ ଶୋକର ଛାୟା

ଅଷ୍ଟ୍ରେଲୀୟ ପୂର୍ବତନ ଭେଟେରାନ୍ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡଙ୍କ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ସୂଚନାନୁସାରେ, ଶନିବାର ରାତିରେ ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡଙ୍କର ମୃତ୍ୟୁ…
Read More...

ଦୁବାଇର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ !

ୟୁଏଇର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହୟାନ। ୟୁଏଇର ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିୟାନଙ୍କର ୧୩ ମଇରେ ଦେହାନ୍ତ ହୋଇଛି।ଯାହା ପରେ ତାଙ୍କ ପଦବୀ ଖାଲି…
Read More...

ଋଷିଆର ଜେନେରାଲମାନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନକୁ ଗୁପ୍ତଚର ସହାୟତା ଯୋଗାଇ ଦେଇଛି ଆମେରିକା; ରିପୋର୍ଟରେ…

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ ହେଉନାହିଁ। ୟୁକ୍ରେନର ଅନେକ ସହର ଋଷିଆର ଏୟାର ଷ୍ଟ୍ରାଇକ୍ ଦ୍ୱାରା ବହୁତ୍ କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ, ଏକ ଗଣମାଧ୍ୟମ ରିପୋର୍ଟରେ ଆମେରିକାର ବରିଷ୍ଠ…
Read More...

ଜି-୨୦ ଶିଖର ସମ୍ମିଳନୀକୁ ପୁତିନ ଏବଂ ଜେଲେନସ୍କିଙ୍କୁ ନିମନ୍ତ୍ରଣ କଲେ ଇଣ୍ଡୋନେସିଆର ରାଷ୍ଟ୍ରପତି; କହିଲେ ଶାନ୍ତି…

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ଦୁଇ ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ, ଇଣ୍ଡୋନେସିଆ ନଭେମ୍ବରରେ ଗ୍ରୁପ୍ ଅଫ୍ 20 (ଜି -20) ଶିଖର ସମ୍ମିଳନୀରେ ଉଭୟ ଋଷିଆର ରାଷ୍ଟ୍ରପତି ପୁତିନ ଏବଂ ୟୁକ୍ରେନ…
Read More...

ଆଫଗାନିସ୍ତାନ କାବୁଲର ଏକ ମସଜିଦରେ ବିସ୍ଫୋରଣ; ୧୦ ମୃତ ୨୦ ଆହତ

ଶୁକ୍ରବାର ଦିନ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ତାଲିବାନର ଜଣେ ମୁଖପାତ୍ର କହିଛନ୍ତି ଯେ କାବୁଲର ଏକ ସୁନ୍ନି…
Read More...

ଦୁର୍ନୀତି ମାମଲାରେ ମିଆଁମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସୁ କିଙ୍କୁ ଦଣ୍ଡିତ କଲେ ମିଆଁମାର କୋର୍ଟ !

ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ମିଆଁମାରର ଅବସରପ୍ରାପ୍ତ ନେତା ଅଙ୍ଗ ସାନ ସୁ କିଙ୍କ ବଢ଼ିଲା ଅସୁବିଧା । ଅଙ୍ଗ ସାନ ସୁ କିଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ ମିଆଁମାର କୋର୍ଟ ଏହାର ରାୟ ଦେଇଛନ୍ତି।ମିଆଁମାରର…
Read More...