Browsing Category

International

ଡ୍ରୋନ୍ ଟେକ୍ନୋଲୋଜିରେ ଆଗକୁ ବଢୁଛି ଭାରତ: ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶୁକ୍ରବାର ସକାଳେ ପିଏମ ମୋଦୀ ଡ୍ରୋନ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଡ୍ରୋନ୍ ପ୍ରଦର୍ଶନୀ ମଧ୍ୟ ଦେଖିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି ଯେ ସମସ୍ତ ନୀତି…
Read More...

ସଙ୍କଟରେ ବିଶ୍ଵର ଅର୍ଥନୀତି; ବିଶ୍ଵସ୍ତରୀୟ ବିମୁଦ୍ରାକରଣକୁ ନେଇ ଚିନ୍ତାରେ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଡେଭିଡ ମାଲପାସ୍,…

ୟୁକ୍ରେନ ଯୁଦ୍ଧ ସହିତ ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱସ୍ତରୀୟ ଘଟଣାକ୍ରମ ଯୋଗୁଁ ଅର୍ଥ ବ୍ୟବସ୍ଥାରେ ବଡ଼ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ବିଶ୍ୱ ବ୍ୟାଙ୍କର ମୁଖ୍ୟ ଡେଭିଡ ମାଲପାସ୍ ବିଶ୍ଵସ୍ତରୀୟ…
Read More...

ଅତିଷ୍ଟ ହେଲେଣି ପାକିସ୍ତାନ ସରକାର, ଖୁବ୍ ଶୀଘ୍ର ଗିରଫ ହେବେ ଇମରାନ୍

ଇସଲାମାବାଦ(ଓଡ଼ିଆ ନ୍ୟୁଜ୍‌): ହାତରୁ କ୍ଷମତା ଜିବାପରେ ରକ୍ତ ଚାଉଳ ଚୋବାୁଛନ୍ତି ଇମ୍ରାନ୍ ଖାନ୍ । ନବ ନିର୍ବାଚିତ ସରକାରଙ୍କ ବିରୋଧରେ ରାଲି, ପ୍ରଦର୍ଶନୀ ଠାରୁ ଆରମ୍ଭ କରି ବିକ୍ଷୋଭ ପର‌୍ୟ୍ୟନ୍ତ, ସ୍ବର ଉଠାଇବାକୁ କୌଣସି ବି…
Read More...

ଦ୍ୱିତୀୟ ଥର ପାଇଁ WHO ମହାନିର୍ଦ୍ଦେଶକ ହେଲେ ଟେଡ୍ରୋସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ହୋଇଛନ୍ତି ଟେଡ୍ରୋସ ଅଦନୋମ ଘେବ୍ରେୟସସ। ହୁ ମୁଖ୍ୟ ଭାବେ ଟେଡ୍ରୋସଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘ ସ୍ୱାସ୍ଥ୍ୟ…
Read More...

ସ୍କୁଲରେ ଭୟଙ୍କର ଗୁଳିମାଡ଼: ୧୮ ଶିଶୁ ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ଟେକ୍ସାସରେ ଭୟଙ୍କର ଗୁଳିକାଣ୍ଡ । ୧୮ ଶିଶୁ ମୃତ । ଏକାଧିକ ଗୁରୁତର । ଟେକ୍ସାସର ଏକ ସ୍କୁଲରେ ଆତତାୟୀମାନେ ମନଇଚ୍ଛା ଗୁଳିମାଡ କରିଛନ୍ତି । ଯେଉଁଥିରେ ୩ ଜଣ ଶିକ୍ଷକ ମଧ୍ୟ ପ୍ରାଣ…
Read More...

ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଭାରତ ସରକାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଭାରତ ସରକାର ମଧ୍ୟ ଚିନି ରପ୍ତାନି ନିୟନ୍ତ୍ରଣ କରିପାରନ୍ତି । ଭାରତୀୟ ସରକାରୀ କର୍ମଚାରୀଙ୍କ ଅନୁଯାୟୀ, ଘରୋଇ ମୂଲ୍ୟରେ ବୃଦ୍ଧି ନହେବା ପାଇଁ ଗତ…
Read More...

ସଙ୍କଟ ଟାଳିବାକୁ ଭାରତୀୟ ବ୍ୟାଙ୍କରୁ ଋଣ କରିବେ ଶ୍ରୀଲଙ୍କା ସରକାର

 ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ବୈଦେଶିକ ମୁଦ୍ରାକୁ ନେଇ ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟକୁ କିଛିମାତ୍ରାରେ ଦୂର କରିବାକୁ ଭାରତୀୟ ବ୍ୟାଙ୍କରୁ ଋଣ କରିବେ ଶ୍ରୀଲଙ୍କା ସରକାର । ମନ୍ତ୍ରୀମଣ୍ଡଳ ପେଟ୍ରୋଲିୟମ ଉତ୍ପାଦ…
Read More...

ଶ୍ରୀଲଙ୍କାରେ ହାହାକାର: ପେଟ୍ରୋଲ ଲିଟର ପିଛା ୪୨୦, ଡିଜେଲ ୪୦୦

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ମଙ୍ଗଳବାର ଦିନ ପେଟ୍ରୋଲ ଦର ୨୪.୩ ପ୍ରତିଶତ ଏବଂ ଡିଜେଲ ଦର ୩୮.୪ ପ୍ରତିଶତ ବୃଦ୍ଧି କରିଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ…
Read More...

ଜାପାନରେ କ୍ୱାଡ୍ ସମ୍ନିଳନୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନରେ ଅନୁଷ୍ଠିତ ହୋଇଛି ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କ କ୍ୱାଡ୍ ସମ୍ନିଳନୀ । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକ ଆରମ୍ଭରେ…
Read More...

ଭବିଷ୍ୟତକୁ ନେଇ ଆଶାବାଦୀ ନୂଆ ଭାରତ: ନରେନ୍ଦ୍ର ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତରେ ଆଜି ଜନତାଙ୍କ ନେତୃତ୍ୱର ସରକାର ପରିଚାଳିତ ହେଉଛି । ଏଠିକାର…
Read More...