Browsing Category

National

ୟୁକ୍ରେନରେ ପହଞ୍ଚିଲେ ମୋଦୀ, ଜେଲେନ୍‌ସ୍କିଙ୍କ ସହିତ କରିବେ ଦ୍ଵିପାକ୍ଷିକ ଆଲୋଚନା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ଗସ୍ତରେ ଯାଇ ଶୁକ୍ରବାର କିଭ୍‌ରେ ପହଞ୍ଚିଛନ୍ତି।   ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…
Read More...

ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟରୁ ବାସନ୍ଦ କଲା ସେବି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସିକ୍ୟୁରିଟିଜ୍‌ ମାର୍କେଟ(ପ୍ରତିଭୂତି ବଜାର)ରୁ ବାସନ୍ଦ କରିଛି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)। ଅନୀଲଙ୍କ ସମେତ ଅନ୍ୟ ୨୪ଟି ସଂସ୍ଥାକୁ ବି…
Read More...

ମାଟି ତଳେ ଚାପି ହୋଇଗଲେ ୪ ନେପାଳୀ ପର୍ଯ୍ୟଟକ, ମିଳିଲା ମୃତଦେହ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନେପାଳରେ ନଦୀକୁ ଖସିଲା ଭାରତୀୟ ଯାତ୍ରୀ ବସ୍‌ । 40 ଜଣ ଯାତ୍ରୀଙ୍କୁ ନେଇ ପୋଖରାର କାଠମାଣ୍ଡୁକୁ ଯାଉଥିବା ବେଳେ ମାର୍ସିଆଙ୍ଗଡି ନଦୀରେ ବସ୍‌ଟି ଖସି ପଡିଛି । ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇ…
Read More...

ମଝି ଆକାଶରେ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁମ୍ବାଇ-ଥିରୁଅନନ୍ତପୁରମ ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ। ବୋମା ଧମକ ନେଇ ପାଇଲଟଙ୍କ ସୂଚନା ପରେ ବିମାନରେ ବୋମା ଆତଙ୍କ। ଥିରୁଅନନ୍ତପୁରମ ବିମାନ ବନ୍ଦରରେ ଏମର୍ଜେନ୍ସୀ ଘୋଷଣା। ଆଇସୋଲେସନ…
Read More...

ଆଜି ପୋଲାଣ୍ଡ୍‌ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋଦୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଠାରୁ ଦୁଇଦିନିଆ ପୋଲାଣ୍ଡ ଗସ୍ତ କରିଛନ୍ତି। ଦୀର୍ଘ ୪୫ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପୋଲାଣ୍ଡ ଗସ୍ତ। ପୋଲାଣ୍ଡର ୱାରସରେ ପହଞ୍ଚିବା ପରେ…
Read More...

ଆରଜି କର ମେଡିକାଲ କଲେଜ ମାମଲା: ‌କୋର୍ଟରେ ରିପୋର୍ଟ ଦାଖଲ କଲା ସିବିଆଇ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ…
Read More...

ଇନ୍ଦିରା ଗାନ୍ଧୀଙ୍କ ପରି ମମତାଙ୍କୁ ଗୁଳି କର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): 'ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର।' ସୋଶାଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହେବା ପରେ ଆକ୍ସନ ମୁଡ୍‌ ଆସିଛି ପଶ୍ଚିମବଙ୍ଗ ପୁଲିସ। ଏହି ମାମଲାରେ ଜଣେ…
Read More...

ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି…
Read More...

ଜମି ଆବଣ୍ଟନ ଦୁର୍ନୀତି ଅଭିଯୋଗରେ ସିଦ୍ଧରମୟାଙ୍କ ବିରୋଧରେ ମମଲା ରୁଜୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜମି ଦୁର୍ନିତି ଅଭିଯୋଗରେ ମାମଲା ରୁଜୁ ପାଇଁ ରାଜ୍ୟପାଳ ଅନୁମତି ଦେବା ପରେ ମୁହଁ ଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ରାଜନୀତି କରିବାକୁ କେନ୍ଦ୍ର ସରକାର 'ରାଜ ଭବନ'ର ବ୍ୟବହାର…
Read More...

ଆଜି ସକାଳୁ ଦେଶବ୍ୟାପୀ ଡାକ୍ତର ସଂଘର ଆନ୍ଦୋଳନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ଡାକ୍ତରଙ୍କ ଦ୍ବାରା ଡକାଯାଇଥିବା ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟ ଶନିବାର ଦିନ ଆରମ୍ଭ…
Read More...