Browsing Category

National

21 ହଜାର ଅତିକ୍ରମ କଲା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ର ସୂଚନା ମୁତାବକ ଭାରତରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 21 ହଜାର ଅତିକ୍ରମ କରିଛି l ଅର୍ଥାତ୍ 21393 ରେ ପହଁଞ୍ଚିଛି l ଏହାରି ଭିତରେ 681 ଜଣ ଙ୍କ ମୃତ୍ୟୁ…
Read More...

ତିନି ସପ୍ତାହ ମଧ୍ୟରେ କରୋନା ପ୍ରତିହତ କରାଯାଇ ପାରିବ – ଆଇସିଏମଆର ବୈଜ୍ଞାନିକ

ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ ର ସଂକ୍ରମଣ ଓ ମହାମାରୀ ବିଜ୍ଞାନ ବିଭାଗର ମୁଖ୍ୟ ଡ. ରମନ ଗଙ୍ଗାଖେଡ଼କର କହିଛନ୍ତି ଯେ ସରକାରଙ୍କ ର ଲକ୍ ଡାଉନ୍ କଟକଣା ଗୁଡିକୁ କଡାକଡି ଭାବରେ ପାଳନ କରାଗଲେ ଆସନ୍ତା ତିନି ସପ୍ତାହ…
Read More...

ଏଲପିଜି ବିତର୍କ କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା

ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 1 ହଜାରରୁ ଅଧିକ ଏଲପିଜି ବିତରକ ମାନଙ୍କ ସହ ଆଲୋଚନା କରିଛନ୍ତି l କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିବାକୁ ଯାଇ କହିଛନ୍ତି ଯେ ମହାମାରୀ…
Read More...

ଭାରତରେ ଚିନ୍ତା ବଢାଇଲାଣି କରୋନା ଭାଇରସ୍

ଭାରତରେ ଚିନ୍ତା ବଢ଼ାଇଲାଣି ମହାମାରୀ କରୋନା ଭାଇରସ୍ I ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଦେଶରେ 19984…
Read More...

ଦେଶରେ 18ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଏହି ମହାମାରୀ କରୋନା ଭାଇରସ୍ ଦେଶରେ ବୃଦ୍ଧି ଘଟି 18 ହଜାର ଅତିକ୍ରମ କରିଥିବା ଜଣା ପଡିଛି l ଏପର୍ଯ୍ୟନ୍ତ ଦେଶରେ ମହାମାରୀ କରୋନା ଭାଇରସ୍…
Read More...

ଲକଡାଉନର ସ୍ଥିତି ତଦାରଖ କରିବା ପାଇଁ ଗଠନ ହେଲା 6ଟି କେନ୍ଦ୍ରୀୟ ଟିମ୍

ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ସେଥିପାଇଁ କେନ୍ଦ୍ର ସରକାର ଲକ୍ ଡାଉନ୍ ସମୟ ସୀମାକୁ ବଢାଇ ଦେଇଥିଲେ l ସେହିପରି ଭବରେ ଆଇନ୍ ଉଲଂଘନକରି ଙ୍କ କାରନାମା ମଧ୍ୟ ବଢି ବଢି ଚାଲିଛି l ଏହି ଲକ୍…
Read More...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17000 ଟପିଲା

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିଘଟି 17265 ରେ ପହଁଞ୍ଚିଛି l ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଆକ୍ରାନ୍ତଙ୍କ ମଧ୍ୟରୁ 543 ଜଣ ଆକ୍ରାନ୍ତଙ୍କ ମୃତ୍ଯ ହୋଇଥିବା…
Read More...

ଏପ୍ରିଲ 20ରୁ ସାରା ଦେଶରେ କାର୍ଯ୍ୟକ୍ଷମ ହେବ ଏହିସବୁ ସେବା

କରୋନା ଭୟାବହକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ ଡାଉନ୍ ଅବଧିକୁ ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଥିଲେ l ଏହି ଅବଧି କୁ ବଢାଇବା ପରେ ଶିଳ୍ପ ଏବଂ ବ୍ୟବସାୟୀକ କାର୍ଯ୍ୟକଳାପ ର ପୁନରୁତ୍ଥାନ ପାଇଁ…
Read More...

ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 480କୁ ବୃଦ୍ଧି

କେନ୍ଦ୍ର ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ l ଆଜି ସକାଳ 8 ଟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14378 ରେ ପହଁଞ୍ଚିଛି l କରୋନା ଜନିତ ମୃତ୍ୟୁ ସଂଖ୍ୟା 480 ଥିବା…
Read More...

ରମଜାନ୍ ପାଳନ ବେଳେ ଘରେ ରହିବାକୁ ପରାମର୍ଶ

ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦ୍ଵିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିଛନ୍ତି l କରୋନା ଭାୟାବହ କୁ ଭାରତରେ ଲାଗୁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ସମସ୍ତ ପର୍ବ ପର୍ବାଣୀ, ମେଳା…
Read More...