Browsing Category

National

ଯୋଗୀ ବାଣ୍ଟିବେ ଏକ ହଜାର ଟଙ୍କା

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଲକ୍ଷ ଲକ୍ଷ ଦିନ ମଜୁରିଆ ଏବଂ ଶ୍ରମିକ ମାନଙ୍କୁ 1000 ଟଙ୍କା ଲେଖାଏଁ ବାଣ୍ଟିବାକୁ ନିଷ୍ପତି ନେଇଛନ୍ତି I ଯୋଗୀ ଏକ ଟେଲିଭିଜନ ଭାଷଣ…
Read More...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟl ବୃଦ୍ଧି

୨୧.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଭାରତରେ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୫୮ ପଂହଁଚିବା ସହ ମୃତ୍ୟୁ ସଂଖ୍ୟା ୪ ରେ ପଂହଁଚିଛି I…
Read More...

ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପାଞ୍ଚକୁ ବୃଦ୍ଧି

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : କରୋନା ଭାଇରସ ଦିନକୁ ଦିନ ତାହାର କାୟା ବିସ୍ତାର କରିବାକୁ ଲାଗିଛି l ଚୀନର ଉହlନ ସହରରୁ ଏହି ଭାଇରସ ଆରମ୍ଭ ହୋଇ ଏତେ ସାରା ବିଶ୍ୱକୁ ଗ୍ରାସିବାକୁ ଲାଗିଲାନି I ଚୀନ, ଇଟାଲୀ ଭଳି…
Read More...

କରୋନା ଭାଇରସକୁ ନେଇ ମୋଦିଙ୍କ ମନ୍ତ୍ର

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ପ୍ରାଣଘାତି କରୋନା ଭାଇରସର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବସିଙ୍କୁ ଆହ୍ୱାନ ଦେଇଛନ୍ତି l ଆସନ୍ତା ମାର୍ଚ୍ଚ ୨୨ ତାରିଖ ରବିବାର ସକାଳୁ ୭ରୁ ରାତି ୯ଟା…
Read More...

ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ କମଲନାଥ ସରକାର

୨౦.౦୩. ୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଆଜି କମଲ ନାଥଙ୍କ ପାଇଁ ଶକ୍ତି ପରୀକ୍ଷା l କମଲ ନାଥ ସରକାରରୁ ୨୨ ବିଧାୟକଙ୍କ ବିଦ୍ରୋହ ଏବଂ ଇସ୍ତଫା ପରେ କମଳନାଥଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି l ସୁପ୍ରିମ କୋଟଙ୍କ…
Read More...

ଆସନ୍ତୁ ଜାଣିବା କିପରି ଥିଲା ତିହାର ତୟାର ?

୨౦.౦୩. ୨౦୨౦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) ଶେଷରେ ନିର୍ଭୟ ମାମଲାରେ ପଡିଲା ପୂର୍ଣ୍ଣଛେଦ l ଦୀର୍ଘ 7 ବର୍ଷ ଧରି ଚାଲିଥିବା ଆଇନର ଛକl ପାଞ୍ଝl ଭିତରେ ଆଜି ଫIସି ପାଇଛନ୍ତି ନିର୍ଭୟ ଦୋଷୀ l ଘଟଣାର 4 ଦୋଷୀ ଦୋଷୀ ଅକ୍ଷୟ ଠାକୁର,…
Read More...

ପବନ ଗୁପ୍ତIର କ୍ୟୁରେଟିଭ୍‌ ପିଟିସନ୍‌କୁ ନେଇ କଣ ସ୍ପଷ୍ଟ କଲେ ସୁପ୍ରିମ କୋର୍ଟ ?

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ…
Read More...

ଭାରତରେ କରୋନା ମୃତୁ ସଂଖ୍ୟା ୩କୁ ବୃଦ୍ଧି

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):   କରୋନା ଆକ୍ରାନ୍ତରେ ଆଜି ଆଉ ଜଣଙ୍କ ଜୀବନ ଯାଇଛି ଫଳରେ ମୃତକଙ୍କ ସଂଖ୍ୟା ୩ ରେ ପଂହଁଚିଛି I ସର୍ବପ୍ରଥମେ କର୍ଣ୍ଣାଟକାରେ ଜଣେ ୭୬ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ…
Read More...

ଏସ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିର ଖବର

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଏସ୍ ବ୍ୟାଙ୍କ l ମାର୍ଚ୍ଚ ୧୮ ସନ୍ଧ୍ୟା ୬ଟାରୁ ବ୍ୟାଙ୍କିଙ୍ଗ ସେବା ଚାଲୁରଖିବା ପାଇଁ ଟୁଇଟ କରି ସୂଚନା ଦେଇଛନ୍ତି ଏସ୍ ବ୍ୟାଙ୍କ କତୃପକ୍ଷ I…
Read More...

ଜଣାନ୍ତୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବl ପାଇଁ କେଉଁ କେଉଁ ପ୍ରକାରର ଉପାୟ ଅବଲମ୍ବନ କରିବା ଉଚିତ ?

୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): 1-ଦୈନିକ ଏକ ଘଣ୍ଟାରୁ ଅଧିକ କଠିନ ବ୍ୟାୟାମ କରନ୍ତୁ l 2- ଥଣ୍ଡା ଖାଦ୍ୟ ବା ପାନୀୟ ଗ୍ରହଣ କରନ୍ତୁ ନାହିଁІ 3-ଉଷୁମ ପାଣି ବ୍ୟବହାର କରନ୍ତୁ І 4- ବାରମ୍ବାର ଭଲ ଭାବରେ ସାବୁନରେ…
Read More...