Browsing Category

#Odianews

ଏନ୍‌କାଉଣ୍ଟର୍‌ରେ ଦୁର୍ଦ୍ଦାନ୍ତ ମାଓନେତା ବାସବରାଜ୍ ମୃତ

ଓଡ଼ିଆ ନ୍ୟୁଜ୍:ଛତିଶଗଡ଼ ଅବୁଝମାଡ଼ରେ ନକ୍ସଲଙ୍କ ବିରୋଧରେ ଚଳାଯାଇଥିବା ଅପରେସନରେ ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି। ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ…
Read More...

ପ୍ରକାଶ ପାଇଲ ଯୁକ୍ତ ୨ ପରୀକ୍ଷା ଫଳ

ଓଡ଼ିଆ ନ୍ୟୁଜ୍: ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏକ ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ   ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାରିଛି। ମୋଟ୍  ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ…
Read More...

ଗୁମର ଖୋଲିବ ଜ୍ୟୋତିଙ୍କ ଡାଏରି

ଓଡ଼ିଆ ନ୍ୟୁଜ୍: ଗୁମର ଖୋଲିବ ଜ୍ୟୋତିଙ୍କ ଡାଏରି‏ । ତଦନ୍ତକାରୀ ସଂସ୍ଥା ସୂତ୍ରରୁ ମିଳିଛି ସାଙ୍ଘାତିକ ଖବର । ଡାଏରିର କିଛି ପୃଷ୍ଠାରେ ରହିଛି ଗୁରୁତପୂର୍ଣ୍ଣ ତଥ୍ୟ । ପାକିସ୍ତାନୀ ଲୋକଙ୍କ ପ୍ରଶଂସା ଏହି ଡାଏରିରେ ଉଲ୍ଲେଖ…
Read More...

୧୨ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

ଓଡ଼ିଆ ନ୍ୟୁଜ୍: ଆଗାମୀ ୧୨ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ । ପୂର୍ବକେନ୍ଦ୍ରୀୟ ଆରବସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳର…
Read More...

ମଞ୍ଚେଶ୍ବରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଓଡ଼ିଆ ନ୍ୟୁଜ୍: ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ।  ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ ମଞ୍ଚେଶ୍ବର ପୋଲିସ…
Read More...

ଜୁନ ୧ ପର୍ଯ୍ୟନ୍ତ ଯୁକ୍ତ ୩ ଆବେଦନ

ଓଡ଼ିଆ ନ୍ୟୁଜ୍: ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର । ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର । ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଲା । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…
Read More...

ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଓଡ଼ିଆ ନ୍ୟୁଜ୍: ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା।ଜୁଲାଇ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବ ପରୀକ୍ଷା।ସକାଳ ୯ଟାରୁ ୧୧ଟା ୩୦ ଯାଏଁ ହେବ ପରୀକ୍ଷା।ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି…
Read More...

ପୂର୍ବତନ IIC ସମେତ ୨ ପୋଲିସ ସସ୍‌ପେଣ୍ଡ

ଓଡ଼ିଆ ନ୍ୟୁଜ୍: ସମ୍ବଲପୁର ଟାଉନ ଥାନାର ପୂର୍ବତନ IIC ରଞ୍ଜନ ବିଶ୍ବାଳ ସସ୍‌ପେଣ୍ଡ।SI ଅଭିଷେକ ପ୍ରଧାନଙ୍କୁ ସସ୍‌ପେଣ୍ଡ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ।ବିଲ୍ଡରଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେବା ଅଭିଯୋଗରେ ସସ୍‌ପେଣ୍ଡ୍‌।ଜଣେ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ। ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ ଫଳ। ଏକାସାଙ୍ଗରେ ପ୍ରକାଶ ପାଇବ କଳା, ବାଣିଜ୍ୟ ଓ ବିଜ୍ଞାନ ଫଳ। ୩.୮୫ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ଯୁକ୍ତଦୁଇ…
Read More...

୪-୫ଦିନରେ ମଧ୍ୟରେ କେରଳ ଛୁଇଁବ ମୌସୁମୀ

ଓଡ଼ିଆ ନ୍ୟୁଜ୍: ଭାରତର କୃଷି ଓ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସମୟ ପୂର୍ବରୁ କେରଳ ଉପକୂଳକୁ ପହଞ୍ଚିପାରେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଆଜି ଏହି ପୂର୍ବାନୁମାନ…
Read More...