Browsing Category

#Odianews

ବାଂଲାଦେଶୀ ସାମଗ୍ରୀ ଉପରେ କଟକଣା ଲଗାଇଲା ଭାରତ

ଓଡ଼ିଆ ନ୍ୟୁଜ୍: ବାଂଲାଦେଶର ସରକାରଙ୍କୁ ଭାରତର କଡ଼ା ଜବାବ । ବାଂଲାଦେଶୀ ସାମଗ୍ରୀ ଉପରେ ଲାଗିଲା କଟକଣା । ଭାରତକୁ ଆମଦାନୀ ଉପରେ କଟକଣା ଲଗାଇଲେ ସରକାର । ବାଂଲାଦେଶ ମୁଖ୍ୟ ୟୁନୁସଙ୍କ ଭାରତ ବିରୋଧୀ ବୟାନ ପରେ ପଦକ୍ଷେପ ।…
Read More...

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୭ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୭ ଜଣଙ୍କ ମୃତ୍ୟୁ । କେଣ୍ଟୁକି ଓ ମିସୌରୀ ଅଧିକ ପ୍ରଭାବିତ, ୧୨ରୁ ଅଧିକ ଆହତ । ଏହି ଘୂର୍ଣ୍ଣିଝଡ଼ରେ ୫ ହଜାର କୋଠା କ୍ଷତିଗ୍ରସ୍ତ ହେବା ସହ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ…
Read More...

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା

ଓଡ଼ିଆ ନ୍ୟୁଜ୍:ସାରା ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । କାଳବୈଶାଖୀ ବର୍ଷା ନେଇ ରାଜ୍ୟର ସମସ୍ତ ୩୦ ଜିଲାକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ, ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ…
Read More...

ବର୍ଷା ପାଇଁ ବନ୍ଦ ରହିଲା ଅରସିବି-କେକେଆର ମ୍ୟାଚ

ଓଡ଼ିଆ ନ୍ୟୁଜ୍: ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯିବାକୁ ଥିବା ଆଇପିଏଲ ୨୦୨୫ର ୫୮ତମ ମ୍ୟାଚ ବର୍ଷା କାରଣରୁ ରଦ୍ଦ ହୋଇଯାଇଛି । ପ୍ରବଳ ବର୍ଷା କାରଣରୁ ଟସ୍ ମଧ୍ୟ ପଡ଼ି ପାରିନଥିଲା । ଏହା ଫଳରେ…
Read More...

‘ଯାଜପୁର ଜିଲ୍ଲାରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ’

ଓଡ଼ିଆ ନ୍ୟୁଜ୍: ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ…
Read More...

ଗଠନ ହେଲା ୭ଟି ସର୍ବଦଳୀୟ ପ୍ରତିନିଧି ଦଳ, ବିଦେଶ ବୁଲି ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବେ ସଦସ୍ୟ

ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂର ପରେ ପାକିସ୍ତାନ ଲାଗିବ ଆଉ ଏକ ଝଟକା। ଖାଲି ଦୁଇ ଦେଶ ଭିତରେ ନୁହେଁ ପୂରା ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆରମ୍ଭ ହେଲା ପାକିସ୍ତାନ ଉପରେ ପୁନଶ୍ଚ କୂଟନୈତିକ ପ୍ରହାର କରିବାର…
Read More...

ଭୁବନେଶ୍ୱରରେ ତ୍ରିରଙ୍ଗା ଶୋଭାଯାତ୍ରା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଆ ନ୍ୟୁଜ୍: ଅପରେସନ୍‍ ସିନ୍ଦୁର’ର ସଫଳତାକୁ ନେଇ ଭୁବନେଶ୍ୱରରେ ତ୍ରିରଙ୍ଗା ଯାତ୍ରା। ଭୁବନେଶ୍ୱର ଲିଙ୍ଗିପୁର ପଞ୍ଚାୟତରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‍ଘାଟନ…
Read More...

ଭିଜିଲାନ୍ସ ଜାଲରେ ବାସୁଦେବପୁର JE ଅଶୋକ ଦାସ

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ବାସୁଦେବପୁର JE ଅଶୋକ ଦାସ।୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ।ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଛି। ବାସୁଦେବପୁର…
Read More...

ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଗିରଫ

ଓଡ଼ିଆ ନ୍ୟୁଜ୍: ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଗିରଫ।ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ।ଜ୍ୟୋତିଙ୍କ 'ଟ୍ରାଭେଲ ୱିଥ୍ ଜୋ' ନାଁରେ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି।ISI ସହ ଜ୍ୟୋତି…
Read More...

ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ

ଓଡ଼ିଆ ନ୍ୟୁଜ୍: ତପସ୍ୱିନୀ ଏକ୍ସପ୍ରେସକୁ ପଥରମାଡ । ରେଙ୍ଗାଲି ଝାରସୁଗୁଡା ମଝିରେ ଟ୍ରେନ୍‌କୁ ପଥର ମାଡ ହୋଇଥିବା ସୂଚନା । ପଥର ମାଡରେ ଟ୍ରେନ୍‌ର କାଚ ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଭୋର ସମୟରେ…
Read More...