Browsing Category

#Odianews

ବାଲେଶ୍ୱରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ରେଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ…
Read More...

ଗଛ ସହ କାର ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ; ୨ ଗୁରୁତର ଓ ୨ ଆହତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିକିଡ଼ିଆ ଗ୍ରାମର ଲକ୍ଷ୍ମୀନାରାୟଣ ମଠ ସମ୍ମୁଖରେ ଥିବା ଗଛ ସହ କାର ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ, ୨ ଗୁରୁତର ୨ ଆହତ | ଖୁଣ୍ଟା ଥାନା ତଥା କୁଆମରା ଫାଣ୍ଡି ଅଧିନସ୍ଥ ସିକିଡ଼ିଆ ଗ୍ରାମଠାରେ ଏକ କାର…
Read More...

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ହୁଇଲ ଚେୟାର ଦିବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ହୁଇଲ ଚେୟାର ଦିବସ | ଏହି ଅବସରରେ କେନ୍ଦ୍ରାପଡା ଅଟୋନମସ କଲେଜ ପରିସରରେ ଏକ ଦିବ୍ୟାଙ୍ଗ ବାସ୍କେଟ ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଭିନ୍ନକ୍ଷମ…
Read More...

ବାଲେଶ୍ୱରରେ ପହଞ୍ଚିଲେ ୫ ଜିଲ୍ଲାର ତୀର୍ଥଯାତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବରିଷ୍ଠ ନାଗରିକ ତୀର୍ଥଯାତ୍ରା। ବାଲେଶ୍ୱରରେ ପହଞ୍ଚିଲେ ୫ ଜିଲ୍ଲାର ତୀର୍ଥଯାତ୍ରୀ। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା- ୨୦୨୩-୨୪ ଅନ୍ତର୍ଗତ…
Read More...

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ହ୍ୱିଲ୍ ଚେୟାର ଦିବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ହ୍ୱିଲ୍ ଚେୟାର ଦିବସ | ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି…
Read More...

ବିଶ୍ୱ ହୁଇଲ ଚେୟାର ଦିବସରେ ହୁଇଲ ଚେୟାର ବଞ୍ଚିତ ଦିବ୍ୟାଙ୍ଗ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରମ୍ବାର ଗୁହାରି କରି ମଧ୍ୟ ଦିବ୍ୟାଙ୍ଗଙ୍କୁ ମିଳୁନାହିଁ ହୁଇଲ ଚେୟାର ଓ ସରକାରୀ ସହାୟତା। ଚଳପ୍ରଚଳ ପାଇଁ ବୁଢା ବାପା ଉପରେ ନିର୍ଭର କରୁଥିବା ବେଳେ ହୁଇଲ ଚେୟାର ଖଣ୍ଡିକ ମିଳୁନାହିଁ। ଯାହାକୁ…
Read More...

ସାଲେପୁରରେ କହାକୁ ଭରସାକୁ ନେବେ ହାଇକମାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ରାଜ୍ୟରେ ଅନ୍ୟ ସବୁ ଦଳ ଅପେକ୍ଷା ବିଜେଡିର ପ୍ରସ୍ତୁତି ଜୋରଦାର ରହିଛି। ତେବେ ବିଜେଡିର ତୃତୀୟ ମହଲା…
Read More...

ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ କଲେ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୁକ୍ରବାର ଦିନ ମୟୂରଭଞ୍ଜର ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଧେ  ।ବାରିପଦା ସ୍ଥିତ ଜିଲ୍ଲାପାଳ ତଥା ଦଣ୍ଡାଧିଶଙ୍କ…
Read More...

ଉପଖଣ୍ଡ ଚିକିତ୍ସାଳୟକୁ କାୟାକଳ୍ପ ଟିମ ପରିଦର୍ଶନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି। ପରିଦର୍ଶନରେ ଚିକିତ୍ସାଳୟର ସମସ୍ତ ବିଭାଗ ସହିତ ପୁରୁଷ ଓ ମହିଳା ବିଭାଗ ସମେତ ଶିଶୁ, ମାତୃ ବିଭାଗ…
Read More...

ଛାତ୍ରଙ୍କୁ ମାଡ଼ ମାରି ଦୁଇ ହାତ ଭାଙ୍ଗିଲେ ଶିକ୍ଷକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛାତ୍ରଙ୍କୁ ମାଡ଼ ମାରି ଦୁଇ ହାତ ଭାଙ୍ଗିଲେ ଶିକ୍ଷକ | ନରସିଂହପୁର ବ୍ଲକ ସ୍ଥିତ ଯୋଡୁମ୍ ଥାନା ଅଧୀନ ବାରଭାୟା ଗ୍ରାମର ଥିବା ବିଦ୍ୟାଳୟରେ ଘଟିଛି ଶିକ୍ଷକଙ୍କ ମାଡ଼ରେ ଜଣେ ତୃତୀୟ ଶ୍ରେଣୀର ଛାତ୍ର…
Read More...