Browsing Category

State

କରୋନା ଭାଙ୍ଗିଦେଲା ପରମ୍ପରା

କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ସୀତାଂଶୁ କୁମାର ରାଉତ ତିନି ଦିନ ତଳେ ରୁକୁଣା ରଥ ନଗଡ଼ିବା ନେଇ ସେବାୟତଙ୍କୁ ଜଣାଇଥିଲେ l ଏକାମ୍ର ଜନ ଜାଗରଣ…
Read More...

ସାବଧାନ! ଓଡ଼ିଶାରେ ଚତୁର୍ଥ କରୋନା ପସିଟିଭ ଚିହ୍ନଟ

ରାଜ୍ୟ ସରାକର ଗୋଟେ ପଟେ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାରର ରଣନୀତି ଆପଣାଉଥିବା ବେଳେ ଓଡ଼ିଶାରେ ପୁଣି ଜଣେ ବ୍ୟକ୍ତି କରୋନା ଭୁତାଣୁରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଯାହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି…
Read More...

ଗୃହ ସଚିବ ଦେଲେ ଏପରି ସୂଚନା

ଆଜି ଲୋକସେବା ଭବନରେ ପ୍ରବାସୀ ଓଡିଆ ଶ୍ରମିକଙ୍କ ସ୍ଥିତିକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦେଢ ଲକ୍ଷ ଓଡିଆ ବାହାରେ ରହିଛନ୍ତି l ପ୍ରାୟ 40, 000…
Read More...

କରୋନା ସଚେତନତା ବେଳେ ତହସିଲଦାରଙ୍କୁ ଆକ୍ରମଣ

ମାଲକାନଗିରି ଜିଲ୍ଲା ରେ ଘଟିଛି ଏକ ଅଭାବନୀୟ ଘଟଣା l ଗତକାଲି ରାତି ପ୍ରାୟ 8 ଟା ବେଳେ ମାଥିଲ ବ୍ଲକ୍ ତହସିଲଦାର ମେଘବାନ ବାଗ ଦଳପତିଗୁଡା ପଞ୍ଚାୟତ ଅନ୍ତର୍ଗତ ମାଥିଲି ସାନକରାପାଳି ଗାଁ କୁ କରୋନା ସଚେତନତା ପାଇଁ ଯାଇଥିଲେ l…
Read More...

ସଉଦା କିମ୍ବା ଖାଦ୍ୟ ସାମଗ୍ରୀ ବାଣ୍ଟିବା ନେଇ ଜାରି ହେଲା ନିୟମ

ଏହି ମହାମାରୀ ସମୟରେ କେତେକ ସହୃଦୟ ବ୍ୟକ୍ତି କିମ୍ବା ସଂସ୍ଥା ବିଭିନ୍ନ ଖାଦ୍ୟ ସାମଗ୍ରୀ ବା ସଉଦା ବାଣ୍ଟୁଛନ୍ତି l କିନ୍ତୁ ଏହି ସାମଗ୍ରୀ ବାଣ୍ଟିବା ଫଳରେ ଲୋକମାନଙ୍କ ଭିତରେ ସାମାଜିକ ଦୂରତ୍ୱ ହ୍ରାସ ଘଟୁଛି l ତେଣୁ ଏହାକୁ…
Read More...

ନିୟମ ଉଲଙ୍ଘନକରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ l

ପୋଲିସ ଆଜି ଲକ୍ ଡାଉନ୍ ନିୟମ ଉଲଙ୍ଘନକରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି l ପାରିବା କିଣିବାକୁ ଚାଲି ଚାଲି ଆସିବାକୁ ନିର୍ଦେଶ ଦିଆଯାଇଥିଲା କିନ୍ତୁ ଲୋକମାନେ ଏହାକୁ ଅମାନ୍ୟ କରି ଗାଡି ଧରି ଆସିଥିଲେ ଏବଂ ଭିଡ଼…
Read More...

ରାଜ୍ୟ ସରକାରଙ୍କ ଘୋଷଣା ଗରିବଙ୍କୁ ଦିଆଯିବ ରନ୍ଧା ଖାଦ୍ୟ

ଲକ୍ ଡାଉନ୍ ସମୟରେ ଗ୍ରାମାଞ୍ଚଳର ଗରୀବ ମାନଙ୍କୁ ଦୃଷ୍ଟିରେ ରଖି ରନ୍ଧା ଖାଦ୍ୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର l ଶନିବାର ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ପ୍ରତେକ ଗ୍ରାମ…
Read More...

ଛାତ୍ର ଛାତ୍ରୀ ମାନଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ପରାମର୍ଶ

ସାରା ଭାରତରେ ଲକ୍ ଡାଉନ୍ ପରିସ୍ଥିତି ଉପୁଜିବା ପରେ ପାଠ ପଢା ପଢି ଏକପ୍ରକାର ଠପ୍ ହୋଇଯାଇଛି l ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ପିଲାମାନଙ୍କର ଯେଭଳି ପାଠ ପଢା ପଢି ପ୍ରତି ଯେପରି ଇଚ୍ଛା ଶକ୍ତି ନକମେ ସେନେଇ ପିଲାମାନଙ୍କୁ…
Read More...

କରୋନାକୁ ନେଇ ଅପରାଜିତାଙ୍କ ବାର୍ତ୍ତା

କରୋନା ମୁକାବିଲା ପାଇଁ ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ୍ ପର୍ଯ୍ୟନ୍ତ ସମସ୍ତେ ସଚେତନତାର ବାର୍ତ୍ତା ପ୍ରେରଣ କରୁଛନ୍ତି l ସେହିପରି ଓଲିଉଡ୍ ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ଲୋକମାନଙ୍କୁ ସଚେତନତାର ବାର୍ତ୍ତା…
Read More...

କରୋନା ମୁକାବିଲା ପାଇଁ ସବ୍ୟସାଚୀ ଙ୍କ ସହାୟତା

କରୋନା ମୁକାବିଲା କରିବା ପାଇଁ ଓଲିଉଡ୍ ଷ୍ଟାର୍ ସବ୍ୟସାଚୀ ମିଶ୍ର ଏକ ଲକ୍ଷ ଟଙ୍କା ଚିଫ୍ ମିନିଷ୍ଟର ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି l ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ସୂଚନା ଦେଇ କହିଛନ୍ତି ଯେ kovid 19…
Read More...