Browsing Category

State

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ…
Read More...

୧୭ ଯାଏ ହାଲୁକାରୁ ମଧ୍ୟମ ବର୍ଷା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।…
Read More...

ଓଡ଼ିଶାର ୧୩ ଜଣଙ୍କୁ ପୋଲିସ ପଦକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ। ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ। ଏଡିଜି ସୁରେଶ…
Read More...

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆଜିଠାରୁ…
Read More...

ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଡେପୁଟି କଲେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ। ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।…
Read More...

ହାତୀ ଭାଙ୍ଗିଲା ଘର; କାନ୍ଥ ପଡ଼ି ମାଆ, ପୁଅ ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତିରେ ଚାରି ସନ୍ତାନଙ୍କୁ ନେଇ ଘରେ ଶୋଇଥିଲା ମାଆ | ସବୁଦିନ ପରି ଖାଇପିଇ ଖୁସିରେ ଶୋଇଥିଲେ ପରିବାର | ହେଲେ ଏହି ନିଦ୍ରା ମାଆର ଶେଷ ନିଦ୍ରା ହୋଇଛି | କେବଳ ମା ନୁହେଁ ପାଖରେ ଶୋଇଥିବା ପୁଅ ମଧ୍ୟ…
Read More...

ମନ୍ତ୍ରୀଙ୍କ ଉପସ୍ଥିତି ରେ ବାରିପଦାରେ ବିଶ୍ବ ହସ୍ତୀ ଦିବସ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ତ୍ରୀଙ୍କ ଉପସ୍ଥିତିରେ ବାରିପଦାରେ ବିଶ୍ବ ହସ୍ତୀ ଦିବସ ପାଳିତ | ଆଜି ବିଶ୍ବ ହସ୍ତୀ ଦିବସ। ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ଶିକାର ଓ ହାତୀ-ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି…
Read More...

ବାବା ନୀଳକଣ୍ଠେଶ୍ଵରଙ୍କ ପୀଠରେ ନିଆରା ଜଳାଭିଷେକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାବା ନୀଳକଣ୍ଠେଶ୍ଵରଙ୍କ ପୀଠ ରେ ନିଆରା ଜଳାଭିଷେକ। ଶ୍ରାବଣ ମାସ ରେ ବାବା ଶଙ୍କରଙ୍କୁ ଜଳାଭିଷେକ କଲେ କୋଟି ପୂର୍ଣ୍ଣ ହୋଇଥାଏ। ପରିବେଶ ର ସୁରକ୍ଷା ପାଇଁ ବୃକ୍ଷ ରୋପଣ କଲେ ସମାଜ ର ମଙ୍ଗଳ…
Read More...

କୋରାପୁଟ ଜିଲ୍ଲାରେ ଉଠିଲା ସ୍ୱର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାଂପ୍ରତିକ ପରିସ୍ଥିତିରେ ପଢୋଶୀ ଦେଶ ବାଂଲାଦେଶରେ ରାଜନୈତିକ ପଟ ପରିବର୍ତ୍ତନ ପରେ ମୌଳବାଦୀମାନେ ସେଠାକାର ସଂଖ୍ୟାଲଘୁ ଓ ହିନ୍ଦୁ ମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରି ଧନଜୀବନ ହାନୀ ଘଟାଉଛନ୍ତି…
Read More...

ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ଯୁ ନେଇ ଉତ୍ତେଜନା 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଶ୍ରମ ସ୍କୁଲରେ ପଢୁଥିବା ଜଣେ ଛାତ୍ରୀ ଙ୍କ ସଂଦେହ ଜନକ ମୃତ୍ଯୁ କୁ ନେଇ ଗ୍ରାମବାସୀ ଙ୍କ ମଧ୍ଯରେ ଉତ୍ତେଜନା | ଉତ୍ଯାକ୍ତ ଗ୍ରାମବାସୀ ଙ୍କ ଦ୍ବାରା ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ | ପ୍ରଧାନ…
Read More...