Browsing Category

State

୩ ଦିନ ରାଜ୍ୟରେ ବର୍ଷିବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଆହୁରି 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରବଳ…
Read More...

ଆଜିଠୁ ରିମାଣ୍ଡରେ ଯିବ ମଜନୁ ସତ୍ୟଜିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫ ମହିଳାଙ୍କ ସ୍ଵାମୀ ସତ୍ୟଜିତ୍ ସାମଲଙ୍କର ଫିଟୁଛି ଗୋଟିଏ ପରେ ଗୋଟିଏ ଗୁମର। ଏହି ସଂଖ୍ୟା ୫ରେ ସୀମିତ ନା ଅଧିକ ତାକୁ ନେଇ ଖୋଳତାଡ କରିବାକୁ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍ ।  ୧୦ ଦିନିଆ…
Read More...

କିଏ ହେବେ ଓଡିଶାର ନୂଆ ଡିଜିପି ?

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳିବେ ଓଡି଼ଶା ଡିଜିପି । ଅରୁଣ କୁମାର ଷଡଙ୍ଗୀଙ୍କ ପରେ କିଏ ହେବେ ରାଜ୍ୟ ପୋଲିସ ମୁଖିଆ ? ତାକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ୩ ବରିଷ୍ଠ ଆଇପିଏସ ଅଫିସର । ୩ ବରିଷ୍ଠ IPSଙ୍କୁ ରାଜ୍ୟ ପୋଲିସ…
Read More...

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ନବୀନ…
Read More...

ମୋ ବସ୍ ଚଳାଚଳ କରିବାକୁ ଦାବି ଜୋର ଧରିଲା 

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  (କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ) ପକ୍ଷରୁ ସହରାଞ୍ଚଳରେ ଯାତ୍ରୀ ପରିବହନ ପାଇଁ ‘ମୋ ଵସ୍’ ସେବା କାର୍ୟ୍ୟକାରୀ ହୋଇଛି।ଏହି ପରିପ୍ରେକ୍ଷୀରେ କମିଶନରେଟ କନ୍ଦରପୁର ବଜାରକୁ ୪୨ ମୈ।ଜା ଓ…
Read More...

କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଗରା ପୁର୍ ଡାକ ବଙ୍ଗଳା ଠାରେ କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ବୈଠକ ଜିଲ୍ଳା ସଭାପତି ମିହିର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

ଛାତ୍ରଛାତ୍ରୀଙ୍କୁ ବିଚାରପତିଙ୍କ ଦ୍ଵାରା ବୃତ୍ତି ପରାମର୍ଶ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜିର ଛାତ୍ର ଆସନ୍ତା କାଲିର ସମାଜ ସଂଗଠକ | ଏଥିପାଇଁ ଛାତ୍ର ସମୟରୁ ନିଜକୁ ଭଲ ମଣିଷ ହେବା ପାଇଁ ଉଚ୍ଚ ଚିନ୍ତା ଧାରାରେ ଗଢ଼ି ତୋଳିବା ଆବଶ୍ୟକ | ଭଲ ପିଲା ହେବା ପାଇଁ, ଭଲ ଶିକ୍ଷାର ଆବଶ୍ୟକ | ଆଉ…
Read More...

ଏଥର ପଞ୍ଜାବରୁ ଆସିବା ଆଳୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର…
Read More...

ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):ଶ୍ରାବଣ ଶୁକ୍ଳପକ୍ଷ ପ୍ରତିପ୍ରଦା ତିଥିରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଖସାପଡ଼ା ନୀତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ଦାରୁଦିଅଁଙ୍କ ବିଭିନ୍ନ…
Read More...

ସ୍କୁଲ୍ ଯିବା ବେଳେ ବାଇକକୁ ଚାପିଦେଲା ଟ୍ରକ୍

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଯୋଡାରେ ହିଟ୍ ଆଣ୍ଡ ରନ୍ । ସ୍କୁଲ ଯିବା ବେଳେ ୩ ଜଣଙ୍କୁ ଚାପି ଦେଇ ପଳାଇଲା ଟ୍ରକ। କେନ୍ଦୁଝର ଯୋଡା ଥାନା DAV ସ୍କୁଲ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ…
Read More...