Browsing Category

State

ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ: ଗଛରେ ହାତ ତିଆରି ରାକ୍ଷୀ ବାନ୍ଧି ଦେଲେ ପରିବେଶ ସୁରକ୍ଷାର ବାର୍ତ୍ତା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି | ମାନବ ସମାଜକୁ ଅମ୍ଳଜାନ ପ୍ରଦାନ କରି ଜୀବନ…
Read More...

ନୀଳଗିରି ପ୍ରଜାଆନ୍ଦୋଳନର ମହାନ ସଂଗ୍ରାମୀ ବନମାଳୀ ଦାସଙ୍କ ୧୦୬ତମ ଜନ୍ମ ଦିବସ: ଭୁବନେଶ୍ୱରରେ “ରାଜ୍ୟ ସ୍ତରୀୟ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ); ବନମାଳୀ ଦାସ ରାଜ୍ୟ ସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବନେଶ୍ଵର ସ୍ଥିତ ଲୋହିଆ ଏକାଡେମୀ ଠାରେ ନୀଳଗିରି ପ୍ରଜା ଆନ୍ଦୋଳନର ମହାନ ସଂଗ୍ରାମୀ,ପୂର୍ବତନ ବିଧାୟକ,ସିପିଆଇ(ଏମ)ର ପ୍ରଥମ ଓଡିଶା ରାଜ୍ୟ…
Read More...

ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କୁ ୫ଟି ସଚୀବ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ବନ୍ଦ କରନ୍ତୁ: ପଂଚାନନ ଦାଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବର୍ତମାନ ଓଡ଼ିଶାରେ ଗୋଟିଏ ନୂଆ ପ୍ରକାର ପ୍ରଥା ଦେଖିବାକୁ ମିଳୁଛି ଯାହା କେବେବି ଓଡ଼ିଶାରେ କିମ୍ବା ଅନ୍ୟ କୌଣସି ରାଜ୍ୟରେ ପରିଲକ୍ଷିତ ହୋଇନଥିବ । ୫ଟି ସଚିବ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇ ବିଭିନ୍ନ…
Read More...

ରାୟଗଡ଼ାରୁ ନିଖୋଜ ପ୍ରଫୁଲ୍ଲ ସାମନ୍ତରା ବ୍ରହ୍ମପୁରରେ ଠାବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାୟଗଡ଼ାରୁ ନିଖୋଜ ପ୍ରଫୁଲ୍ଲ ସାମନ୍ତରା ବ୍ରହ୍ମପୁରରେ ଠାବ କରାଯାଇଛି। ରାୟଗଡ଼ାସ୍ଥିତ ଏକ ହୋଟେଲରୁ ଆଜି ଅପରାହ୍‌ଣ ୩ଟାରେ ନିଖୋଜ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରାୟ ୬ ଘଣ୍ଟା ପରେ…
Read More...

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତକହେଲେ…
Read More...

ଉଦ୍ଧାର ହେଲା ବଂଶଧାରାରେ ନିଖୋଜ ୨ ଶିଶୁଙ୍କର ମୃତଦେହ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉଦ୍ଧାର ହେଲା ବଂଶଧାରାରେ ନିଖୋଜ ୨ ଶିଶୁଙ୍କର ମୃତଦେହ। ନାବାଳକ ରତ୍ନାକରର ମୃତଦେହ ପାଲକାପଦାର ନଦୀ ତଟରେ ଆଜି ମଧ୍ୟାହ୍ନରେ ଉଦ୍ଧାର ହୋଇଥିବା ବେଳେ ମିନାଝୋଲା ଘଟଣାସ୍ଥଳରୁ ଅଳ୍ପ ଦୂରରେ ନାବାଳିକା…
Read More...

ନନ୍ଦନବିହାର ଲୁଟ୍ ଘଟଣା: ଆଉ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ନନ୍ଦନବିହାର ଲୁଟ୍ ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି  । ଏବେ ପୁଣି ୫୦ ଲକ୍ଷର ଲୁଟ ଟଙ୍କା ଜବତ ହୋଇଛି  । …
Read More...

ଅକ୍ଟୋବର ୧୫ରେ ଓସିଏସ୍ ପ୍ରିଲିମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ଅକ୍ଟୋବର ୧୫ରେ ଆୟୋଜିତ ହେବ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା(ଓସିଏସ୍) ପ୍ରିଲିମ୍। ମଙ୍ଗଳବାର ଓସିଏସ୍ ୨୦୨୨ର ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)। ଅକ୍ଟୋବର ୧୫…
Read More...

ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ, ୩ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ । ହୁ ହୁ ହୋଇ ସାରା ଓଡ଼ିଶାରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଡେଙ୍ଗୁ ମୁକାବିଲା ପାଇଁ ରାଜ୍ୟସରକାର ବିଭିନ୍ନ ପଦକ୍ଷେପ…
Read More...

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢା ପ୍ରକ୍ରିୟା ଆରମ୍ଭ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : କୋଣାର୍କ ସୂର୍ୟ୍ୟମନ୍ଦିରରୁ ବାଲିକଢା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ୟ୍ୟାୟରେ ଆଇରନ ଷ୍ଟ୍ରକଚର କାର୍ୟ୍ୟ କିଛି ଦିନ ବନ୍ଦ ରହିବା ପରେ ରବିବାରଠୁ ପୁନଃ ଏହି କାର୍ୟ୍ୟ ଆରମ୍ଭ ହୋଇଛି।…
Read More...