Browsing Category

State

୫-ଟି ସଚିବଙ୍କ ଗସ୍ତକୁ ପ୍ରବଳ ବିରୋଧ; କଂଗ୍ରେସ କହିଲା ପାଣ୍ଡିଆନଙ୍କୁ ସବୁଆଡେ ହେବ ଆଣ୍ଡ ଓ କାଳିମାଡ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଗତକାଲି ୫-ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ବେଳେ ବିଜେଡି କର୍ମୀ ବାଟ ଓଗାଳିବା ସହ ତାଙ୍କ…
Read More...

୫-ଟି ସଚିବଙ୍କୁ ନୂଆ କଳାପାହାଡ ସହ ତୁଳନା କଲେ ପ୍ରଦୀପ ପାଣିଗ୍ରାହୀ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ୫-ଟି ସଚିବ ଭି.କେ ପାଣ୍ଡିଆନ ଗସ୍ତକୁ ନେଇ ପୁଣି ବିଧାୟକ ପ୍ରଦୀପ ବର୍ଷିଛନ୍ତି। ଗତକାଲିର ହାଇଡ୍ରାମା ପରେ ଆଜି ପୁଣି ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦୀପ। କହିଛନ୍ତି, ୫-ଟି ସଚିବ…
Read More...

ଚାକିରିରୁ ବହିଷ୍କୃତ ହେଲେ ୨ ନକଲି ଅଧ୍ୟାପକ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ରାଜରେ ଦୁଇ ନକଲି ଅଧ୍ୟାପକ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ୪ ନକଲି ଶିକ୍ଷକଙ୍କୁ ବହିଷ୍କୃତ କରିଥିବା ରାଜ୍ୟ ସରକାର ଏବେ ଦୁଇ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।…
Read More...

ଗଜପତିରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା ୫-ଟି ସଚିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଜପତିରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା ୫-ଟି ସଚିବ। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ଉପରେ…
Read More...

ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ । ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ…
Read More...

ରାଜ୍ୟର ସବୁ ଜିଲ୍ଲାକୁ ଡେଇଁଲା ଡେଙ୍ଗୁ, ରାଜଧାନୀରେ ସ୍ଥିତି ଅଣାୟତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ସବୁ ଜିଲ୍ଲାକୁ ଡେଇଁଲା ଡେଙ୍ଗୁ। ରାଜଧାନୀରେ ସ୍ଥିତି ଅଣାୟତ । ସ୍ଥିତିକୁ ଦେଖି ରାଜ୍ୟବାସୀଙ୍କୁ ସଚେତନ କରାଯାଇଛି। ଡେଙ୍ଗୁ ପ୍ରଜାତି ଜାଣିବା ପାଇଁ ରାଣ୍ଡମ ସାମ୍ପଲିଙ୍ଗ କରୁଛି…
Read More...

ଅଘଟଣ; ପଥର ତଳେ ଚାପି ହୋଇ ମାମୁଁ, ଭଣଜା ମୃତ

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମୃତ କେତେବେଳେ କାହାକୁ ଅପେକ୍ଷା କରିଥାଏ, ତାହା କହିହେବନାହିଁ । ମୃତ୍ୟୁ ଦେଖେନି, ସମୟ ଓ ବୟସ । ଆଜି ମାମୁଁ ଭଣଜାଙ୍କ ଅକାଳ ବିୟୋଗ ହୋଇଛି । ପଥର ତଳେ ଚାପି ହୋଇ ମାମୁଁ ଭଣଜା ମୃତ୍ୟୁବରଣ…
Read More...

ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ମାମୁ ଭଣଜା ମୃତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ମାମୁ ଭଣଜା ମୃତ।  ବ୍ଲାଷ୍ଟିଂ ବେଳେ ମାମୁ ଭଣଜାଙ୍କ ଉପରେ ପଡ଼ିଗଲା ବଡ଼ ପଥର। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି ଗଜପତି ଜିଲ୍ଲା…
Read More...

ବିଧାୟକଙ୍କୁ ସମାଲୋଚନା କଲେ ସଚିବ, ନିନ୍ଦାକଲେ ପିସିସି ସଭାପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପାଳପିର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମାଲୋଚନା କଲେ ଫାଇଭ ଟି ସଚିବ । ଏହାକୁ ନିନ୍ଦନୀୟ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।  ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ…
Read More...

ପୁଣି ଆସୁଛି ଲଘୁଚାର, ଉପକୂଳ ଓ ପଶ୍ଚିମ ବର୍ଷିବା ସମ୍ଭାବନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଓଡ଼ିଶା ମୁହାଁ ହେଉଛି ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା ୨ ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଏହାର ପ୍ରଭାବରେ ପ୍ରଭାବରେ ଉପକୂଳ ଓଡ଼ିଶା ଓ…
Read More...