କର୍ମଭୂମିରେ ନବ ଦାସଙ୍କ ପାର୍ଥିବ ଶରୀର, ରାଜ୍ୟରେ ତିନି ଦିନ ଯାଏଁ ପାଳନ ହେବ ଶୋକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ମଭୂମିରେ ନବ ଦାସଙ୍କ ପାର୍ଥିବ ଶରୀର । ଅନ୍ତିମ ଯାତ୍ରାରେ ନବ ଦାସ । ଭୁବନେଶ୍ୱରରୁ ବିମାନ ଯୋଗେ ତାଙ୍କ ମରଶରୀର ଝାରସୁଗୁଡ଼ା ନିଆଯାଇଥିଲା । ଝାରସୁଗୁଡ଼ା ବିମାନବନ୍ଦରରେ ଅପେକ୍ଷା କରି ରହିଥିଲେ…
Read More...

ଚିନ୍ତାରେ କର୍ମଚାରୀ: ଜାନୁଆରୀରେ ୩,୪୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ବିଭିନ୍ନ କମ୍ପାନୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାନୁଆରୀ ମାସର ଆରମ୍ଭ ଟେକ୍ କମ୍ପାନୀଗୁଡିକର କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଖରାପ ଥିଲା ଜ୍ଝ ସର୍ବଭାରତୀୟ ସ୍ତରରେ ଜାନୁଆରୀରେ ହାରାହାରି ୩,୪୦୦ ରୁ ଅଧିକ ବୈଷୟିକ କର୍ମଚାରୀଙ୍କୁ ଛୁଟି…
Read More...

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସରକାର ଆଜି (ଜାନୁଆରୀ ୩୦) ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକ…
Read More...

ଗୁଜୁରାଟରେ ଭୂକମ୍ପ ଝଟକା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର (ଜାନୁଆରୀ ୩୦) ସକାଳେ ଗୁଜରାଟର କୁଚ୍ ଜିଲ୍ଲାରେ ୪.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଭୂକମ୍ପ ବିଜ୍ଞାନ ଅନୁସନ୍ଧାନ ପ୍ରତିଷ୍ଠାନ ଏହି ସୂଚନା ଦେଇଛି ଜ୍ଝ ଅଧିକାରୀ କହିଛନ୍ତି ଯେ…
Read More...

ରାମଚରିତମାନସ ବିବାଦକୁ ନେଇ ଏମିତି କହିଲେ ବିଏସପି ସୁପ୍ରିମୋ ମାୟାବତୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସମାଜବାଦୀ ପାର୍ଟି ଏମଏଲସି ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଉପରେ ଶବ୍ଦ ଯୁଦ୍ଧ ଜାରି ରହିଛି। ଏହି ମନ୍ତବ୍ୟ ପରେ ମଧ୍ୟ ଏସପି ନେତାଙ୍କୁ ଦଳର ଜାତୀୟ ସାଧାରଣ…
Read More...

ରେକର୍ଡ ଭାଙ୍ଗୁଛି ଫିଲ୍ମ ପଠାନ୍: ୫ମ ଦିନରେ ଆୟ କରି ରଚିଲା ଇତିହାସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହିନ୍ଦୀ ସିନେମା ପାଇଁ ଚଳିତ ବର୍ଷ ଆରମ୍ଭ ବହୁତ ବ୍ୟାଙ୍ଗ ହୋଇଛି ଜ୍ଝ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ବକ୍ସ ଅଫିସରେ ବିପୁଳ ପରିମାଣର ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି।…
Read More...

୨୪ ଘଣ୍ଟା ମଧ୍ୟରେ ଇରାନ ଉପରେ ଦ୍ୱିତୀୟ ଥର ବଡ଼ ଧରଣର ଆକ୍ରମଣ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୨୪ ଘଣ୍ଟା ମଧ୍ୟରେ ଇରାନ ଉପରେ ଦ୍ୱିତୀୟ ବଡ଼ ଆକ୍ରମଣ ହୋଇଛି। ଇରାନର ଟ୍ରକ୍ କନଭେନରେ ଏୟାର ଷ୍ଟ୍ରାଇକ୍ କରାଯାଇଛି। ସିରିଆ-ଇରାକ ସୀମାରେ ଟ୍ରକ ଉପରେ ବୋମା ବିସ୍ଫୋରଣ ହେବାର ଖବର ରହିଛି।…
Read More...

ଆଜି ମହାତ୍ମା ଗାନ୍ଧୀଙ୍କ ୭୫ତମ ମୃତ୍ୟୁ ବାର୍ଷିକୀ: ଶ୍ରଦ୍ଧାଞ୍ଚଳି ଅର୍ପଣ କରିବେ ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି (ଜାନୁଆରୀ ୩୦) ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ ତମ ମୃତ୍ୟୁ ବାର୍ଷିକୀ ଜ୍ଝ ଆଜି ରାଜଘାଟର ବାପୁଙ୍କ ସମାଧିସ୍ଥଳରେ ଏକ ସର୍ବ ଧର୍ମ ପ୍ରାର୍ଥନା ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ…
Read More...

ରାଜଧାନୀ ଦିଲ୍ଲୀ ସମେତ ଏହି ସ୍ଥାନରେ ହୋଇପାରେ ବର୍ଷା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ପାଗର ଢାଞ୍ଚା ବଦଳିଛି। ଥଣ୍ଡା ମଧ୍ୟରେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଛି। ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ବିଳମ୍ବିତ ରାତିରେ ବର୍ଷା ହେତୁ ପାଗ ଥଣ୍ଡା…
Read More...

ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କଲେ ଦୁଃଖପ୍ରକାଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଓ ଦଳ ପାଇଁ ସେ ବହୁ ମୁଲ୍ୟବାନ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନବ…
Read More...