ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ପ୍ରଶ୍ନ ଉଠାଇଲେ ବିଏସପି ସୁପ୍ରିମୋ ମାୟାବତୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଙ୍ଗଳବାର ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଯେଉଁଥିରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଠିକଣା ପ୍ରଥମ ଦିନରେ ଅନୁଷ୍ଠିତ ହୋଇଥିଲା। ଏହା ପରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ…
Read More...

ଭାରତର ବଜେଟ୍ ଉପରେ ସାରା ବିଶ୍ୱର ନଜର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଜେଟ୍ ଅଧିବେଶନରେ ଯୋଗଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଗୃହରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ଏହି ବଜେଟ୍ ଉପରେ ନଜର…
Read More...

ନୀତୀଶଙ୍କ ଉପରେ ବର୍ଷିଲେ ଉପେନ୍ଦ୍ର କୁଶୱା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜେଡିୟୁରେ ଦ୍ୱନ୍ଦ୍ୱ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ନିଜ ଦଳ ତଥା ମୁଖ୍ୟମନ୍ତ୍ରୀ…
Read More...

ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡରେ କରାଗଲା ସମ୍ମାନିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହକି ବିଶ୍ବକପ୍ ଫାଇନାଲ ପୂର୍ବରୁ ଫାଇଭ୍ ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ହକି ପାଇଁ ଅବଦନା ନିମନ୍ତେ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏଫଆଇଏଚ୍ ସଭାପତି ଚୟବ ଇକ୍ରାମ…
Read More...

ଫେବୃଆରୀ ୫ ଉତ୍କଳ ମଣ୍ଡପରେ ଶୁଭାରମ୍ଭ ହେବ “ଶୁଣ ଶ୍ରୀରାମ କାହାଣୀ”, ଯୋଗଦେବେ ଲୋକପ୍ରିୟ ଧାରାବାହିକ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଦୂରଦର୍ଶନ ରେ ସର୍ବାଧିକ ଲୋକପ୍ରିୟ  ଧାରାବାହିକ -ରାମାୟଣରେ ଶ୍ରୀରାମ ଚରିତ୍ର ରେ ଅଭିନୟ କରି ହିନ୍ଦୁ ସମସ୍ତ ଙ୍କ ହୃଦୟ ରେ ପ୍ରିୟ ସାଜିଥିବା ଅଭିନେତା  ଅରୁଣ ଗୋଭିଲ  ଓଡିଶାରେ  ଶୁଭାରମ୍ବ…
Read More...

ପଞ୍ଚଭୁତରେ ଲୀନ ହେଲା ନବ ଦାସଙ୍କ ମରଶରୀର, ଉପସ୍ଥିତ ଥିଲେ ରାଜ୍ୟ ସରକାରଙ୍କ ୩ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପଞ୍ଚଭୁତରେ ଲୀନ ହେଲେ ସ୍ବର୍ଗତ ନବ କିଶୋର ଦାଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ, ଅନ୍ତିମ ସଂସ୍କାରରେ ମୁଖ୍ୟ ଶାସନ ସଚିବ, 5ଟି ସଚିବ, ରାଜ୍ୟ ସଂଗଠନ ମୁଖ୍ୟ ପ୍ରଣବ…
Read More...

ଗୋପାଳ ଦାସକୁ ଗିରଫ କଲା କ୍ରାଇମବ୍ରାଞ୍ଚ, ୭ ଦିନିଆ ରିମାଣ୍ଡ ଆଣିବାକୁ ଆଦେବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ଦାସ । ଗୁଳିମାଡ଼ରେ ଏକୁଟିଆ ଗୋପାଳ ନା ଆଉ କିଏ ? କ୍ରାଇମବ୍ରାଞ୍ଚ ଚଳାଇଛି ତନାଘନା । ଗୋଟି ଗୋଟି ସବୁ ସତ ଜାଣିବାକୁ ଭରପୁର ଉଦ୍ୟମ ଚଳାଇଛି…
Read More...

ହ୍ୟୁମାନ ସାଗର ଶ୍ରୀୟା ବିବାଦ ମାମଲା: ଏକାଠି ହେବେ ଦମ୍ପତି, ତୁଟିଲା ମନମାଳିନ୍ୟ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଉଭୟ ମଧ୍ୟରେ ହୋଇଗଲା ଆପୋଷ ସମାଧାନ।ଏକ ମାସ ଭିତରେ ଶାଶୁ ଘରକୁ ଫେରିବେ ଶ୍ରୀୟା ।ଯାହାବି ମନ ମାଳିନ ହୋଇଥିଲା ତାହା ଉଭୟ ମିଶି ସମାଧାନ କରିବେ। ଯେବେ ଶ୍ରୀୟା ଆସିବେ ହ୍ୟୁମାନଙ୍କ ଘରକୁ ମହିଳା…
Read More...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିକାଣ୍ଡ ଘଟଣାରେ ଏତଲା ଦେଲେ ବ୍ରଜରାଜନଗର ଥାନା ଆଇଆଇସି, ହତ୍ୟା ଉଦ୍ଦେଶ୍ୟରେ ଗୁଳି ଚାଳନା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳିମାଡ଼ ଘଟଣାରେ ଥାନାରେ ଏତଲା ଦେଇଛନ୍ତି ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୯ ତାରିଖରେ ମନ୍ତ୍ରୀ ନବ ଦାସ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅକାଳ ମୃତ୍ୟୁରେ ବିଜେପିର ଶୋକ,  ୩ ଦିନ ଧରି ରାଜ୍ୟବ୍ୟାପୀ ପାଳିବ ଶୋକ ଦିବସ 

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ କାଲି ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ ଅଧିକାରୀ ଗୁଳି ମାରି ହତ୍ୟା କରିଛନ୍ତି । ସ୍ୱର୍ଗତଃ ଦାସଙ୍କୁ ସମ୍ମାନ ଜଣାଇବା ଅବସରରେ ରାଜ୍ୟ…
Read More...