ଆମେରିକାର ଚର୍ଚ୍ଚ ନିକଟରେ ଫୁଟିଲା ଗୁଳି: ୬ ଆହତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକାର ପେନସିଲଭାନିଆର ପିଟ୍ସବର୍ଗର ଏକ ଚର୍ଚ୍ଚ ନିକଟରେ ଗୁଳି ବିନିମୟ ହେବାର ଖବର ରହିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ କେବଳ ଗୋଟିଏ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।…
Read More...

ଟ୍ୱିଟର ପଲିସିରେ କୌଣସି ପରିବର୍ତ୍ତନ ହେବ ନାହିଁ: ସ୍ପଷ୍ଟ କଲେ ଏଲନ ମସ୍କ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ବର୍ତ୍ତମାନ ଟେସଲା ସିଇଓ ଏଲୋନ୍ ମସ୍କଙ୍କ ହାତରେ ଅଛି। ତାଙ୍କର ଏହି ସଫଳତା ପାଇଁ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମ ସମେତ ଅନେକ…
Read More...

ଭଦ୍ରକ ଧାମନଗର ଉପନିର୍ବାଚନର ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଆଇନଶୃଙ୍ଖଳାର ସ୍ଥିତି କଲେ ସମୀକ୍ଷା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଏବଂ ବିଶେଷ କରି ରାଜନୈତିକ ଦଳ ଦ୍ୱାରା ପ୍ରଚାର ସମୟରେ ଆଦର୍ଶ ଆଚରଣବିଧି ଉଲଂଘନ ନେଇ ଆସିଥିବା ଅଭିଯୋଗର ତର୍ଜମା ଓ…
Read More...

୫୦ବର୍ଷରେ ପାଦ ଥାପିଲା ଶାନ୍ତିର ପ୍ରତୀକ ତଥା ବିଶ୍ବ ଐତିହ୍ୟ ଧଉଳି ଶାନ୍ତିସ୍ତୁପ, ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରକ୍ତରଂଜିତ କଳିଙ୍ଗ ଯୁଦ୍ଧର ମୁକସାଖୀ ଧଉଳି । ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ଦୟା ନଦୀ । ଦୟା ନଦୀ ଓ ଧଉଳି ପାହାଡ ଉପରେ ପ୍ରତିଷ୍ଠା ହୋଇଛି ଶାନ୍ତିର ପ୍ରତୀକ…
Read More...

ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶାଳ ପଦଯାତ୍ରା,ସୂର୍ଯ୍ୟବଂଶୀଙ୍କ ପାଇଁ କଲେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ୨୮ – ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ଆମ ଦଳ ବିଜେପିକୁ ବିଜୟୀ କରିବ । ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଧାମନଗର ନିର୍ବାଚନମଣ୍ଡଳୀର…
Read More...

ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା: ଚଢଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରମାଣର ବିଭିନ୍ନ ଦିଗ ଉପରେ ତର୍ଜମା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଓ ଏନ୍.ଡି.ପି.ଏସ୍. ଆଇନ୍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବକାରୀ ନିର୍ଦ୍ଦେଶାଳୟ ରେ ଅଭାସିକ ମାଧ୍ୟମରେ…
Read More...

ଉତ୍ତରପ୍ରଦେଶରେ ନଭେମ୍ବର ୧୦ରୁ ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍: ଓଡିଶାରୁ ଘୋଷଣା ହେଲା ଦଳ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍ତର ପ୍ରଦେଶରେ ନଭେମ୍ବର ୧୦ରୁ ୧୭ତମ ସିନିୟର ସୁପର ୭ କ୍ରିକେଟ୍ ଜାତୀୟ ଚାମ୍ପିଅନସିପ୍ ଆୟୋଜନ ହେବାକୁ ଯାଉଛି । ଏଥିରେ ଭାଗନେଵା ପାଇଁ ଓଡ଼ିଶା ସୁପର ୭ କ୍ରିକେଟ୍ ସଂଘ ପକ୍ଷରୁ ୧୩ ଜଣିଆ ପୁରୁଷ…
Read More...

ମଧୁ ବାବୁଙ୍କ ସମାଧି ପୀଠରୁ ବିଜେପି ନେତାଙ୍କ କ୍ଷେୋଭ: ଗୋପବନ୍ଧୁ ଓ ମଧୂବାବୁଙ୍କୁ ସମ୍ମାନ ଦେଉନାହାନ୍ତି ରାଜ୍ୟ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଉତ୍କଳ ଗୌରବ ଶ୍ରୀ ମଧୁସୂଦନ ଦାଶ ଓଡିଶା ପ୍ରଦେଶ ର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆଙ୍କୁ ପ୍ରବଳ ଭଲ ପାଉଥିବା ଜଣେ ସାମାଜିକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ସ୍ବଦେଶ ତଥା…
Read More...

ଚଳଚ୍ଚିତ୍ର “ପ୍ରତୀକ୍ଷା” ଦକ୍ଷିଣ ଏସିଆନ ଫିଲ୍ମ ଫେଷ୍ଟିଭାଲ ରେ ସ୍ଥାନିତ

ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ…
Read More...

ପୁଣି ରାଜଧାନୀରୁ ସଂଜ୍ଞାହୀନ ଯୁବକ ଉଦ୍ଧାର, ନିଶା ଦିଆ ଲୁଟେରାଙ୍କ କରନାମା ବୋଲି ସନ୍ଦେହ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖ ଅଞ୍ଚଳ ରେ ଅପରାଧୀକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି।ବିଶେଷତ୍ୱ ଖାରବେଳ ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ର ଚାରି ପାଖରେ ଅସାମାଜିକ…
Read More...