ଭୁବନେଶ୍ଵରରେ ଦିଲ୍ଲୀ ପୋଲିସର ଅଫିସର ଗିରଫ, ସାମ୍ବାଦିକଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ସିବିଆଇ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସିବିଆଇ ଜାଲରେ ଦିଲ୍ଲୀ ପୋଲିସ EOW କନେଷ୍ଟବଳ ଅମିତ ଲହୁଚା। 4 ଲକ୍ଷ 50 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କଲା CBI । ଭୁବନେଶ୍ୱରରେ ଜଣେ ସାମ୍ବାଦିକ ଉଦୟନାଥ ସାହୁ ଙ୍କ ଠାରୁ ଲାଞ୍ଚ…
Read More...

ଜାହାଙ୍ଗୀରପୁରୀ ହିଂସା ମାମଲା; ପୁଲିସକୁ ଭୁଆଁ ବୁଲାଉଛନ୍ତି ୫ ଅଭିଯୁକ୍ତ, ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ଜାମିନ…

ଜାହାଙ୍ଗୀରପୁରୀରେ ହନୁମାନ ଜନ୍ମ ବାର୍ଷିକୀ ଅବସରରେ ଏହି ହିଂସା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଅନସାରଙ୍କ ସମେତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ପୋଲିସର ରିମାଣ୍ଡରେ ନେବା ଅବଧି ଆଉ ଆଠ ଦିନ ବୃଦ୍ଧି କରାଯାଇଛି। ଏହି ଚାରି…
Read More...

କାହିଁକି ବିଦ୍ୟୁତ ବଳକା ରାଜ୍ୟ ଓଡ଼ିଶାରେ ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଲୋକଙ୍କୁ ମିଳିବ ନାହିଁ? ପ୍ରଶ୍ନ କଲେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)  ରାଜ୍ୟରେ ଏବେ ମାଗଣା ବିଦ୍ୟୁତ୍‍ ଦାବି ବଢିବାରେ ଲାଗିଛି। ବିଶେଷକରି ଦିଲ୍ଲୀ ପରେ ପଞ୍ଜାବ ସରକାର ଲୋକଙ୍କୁ ୨୦୦ ୟୁନିଟ୍‍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବା ପରେ ଓଡିଶାରେ…
Read More...

ଯେସାକୁ ତେସା; ଚାଇନାର ପର୍ଯ୍ୟଟନ ଭିସା ବାତିଲ୍, ଛାତ୍ରମାନଙ୍କ ଜୀବନ ସହିତ ଖେଳୁଥିବା ଡ୍ରାଗନ୍ ଉପରେ ଭାରତର ଉପଯୁକ୍ତ…

ଚୀନ୍ ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ଭାରତ ନିଷେଧ କରିଛି। ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ କହିଛି ଯେ ଚୀନ୍ ନାଗରିକଙ୍କୁ ଦିଆଯାଇଥିବା ଭାରତୀୟ ପର୍ଯ୍ୟଟନ ଭିସା ଆଉ ବୈଧ ନୁହେଁ। ଏଥି ସହିତ, ଚୀନ୍ବାସୀଙ୍କୁ ଭାରତ…
Read More...

୧୪ ଦିନ ନ୍ୟାୟିକ ହେପାଜତରେ ଗଲେ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ଵାମୀ; ପୋଲିସର ରିମାଣ୍ଡ ଆବେଦନକୁ କୋର୍ଟର…

ଅମ୍ରାବତୀର ସ୍ୱାଧୀନ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ବାନ୍ଦ୍ରା କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ମୁମ୍ବାଇ ପୋଲିସ ତାଙ୍କ ପାଇଁ ପୋଲିସ ହେପାଜତ ମାଗିଥିଲା,…
Read More...

ଜାମ୍ମୁ କାଶ୍ମୀରରେ ମୋଦୀ;ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଫୋକସରେ ପଞ୍ଚାୟତ ବିକାଶ

ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି। ସାମ୍ବା ଜିଲ୍ଲାର ପଲ୍ଲୀ ଗ୍ରାମରୁ ସମଗ୍ର ଦେଶରେ ଗ୍ରାମ ସଭାକୁ ସମ୍ବୋଧିତ କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମଧ୍ୟ ଅନେକ ଯୋଜନା…
Read More...

ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ; ଜଳ ସଂରକ୍ଷଣ , ଡିଜିଟାଲ କାରବାରକୁ ଗୁରୁତ୍ଵ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତର ୮୮ ତମ ଏପିସୋଡ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। କାର୍ଯ୍ୟକ୍ରମ ଆରମ୍ଭରେ ସେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ…
Read More...

ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନା ନନ୍ଦନକାନନର ବଦଳିବ ରୂପରେଖ, ୧୦୪୭ ହେକ୍ଟର ଯାଏଁ ବଢିବ ପରିସର

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ…
Read More...

ଗ୍ରୀଷ୍ମ ପ୍ରବାହ ନେଇ କ୍ୟାପିଟାଲ ହସ୍ପିଟାଲ ଜାରି କଲା ଚେତାବନୀ, ନିହାତି କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା କାଲି ଠାରୁ ଗ୍ରୀଷ୍ମ ପ୍ରଭାବ ଜାରି। ଘରୁ ବାହାରକୁ ବାହାରିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କ୍ୟାପିଟାଲ ହସ୍ପିଟାଲ୍ ର ଉପ ଅଧିକ୍ଷକ ଧନଞ୍ଜୟ ଦାସ ଙ୍କ ପରାମର୍ଶ । ଘରୁ ବାହାରକୁ…
Read More...

ଜମ୍ମୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ବିସ୍ଫୋରଣ; ପୁଲିସର ତଦନ୍ତ ଜାରି

ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ କାଶ୍ମୀର ଗସ୍ତର କିଛି ଘଣ୍ଟା ପୂର୍ବରୁ ଜାମ୍ମୁରେ ସନ୍ଦେହଜନକ ବିସ୍ଫୋରଣ ଘଟିଛି।  ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ରବିବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ସୁରକ୍ଷା…
Read More...