ବିଧାନସଭା ଜଗିବେ ୭୦ପ୍ଲାଟୁନ୍ ଫୋର୍ସ

ଓଡ଼ିଆ ନ୍ୟୁଜ୍: ବିଧାନସଭାର ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା, ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ। STU, ଡଗ୍‌ ସ୍କ୍ୱାଡ୍‌, ବମ୍‌ ସ୍କ୍ୱାଡ୍‌ ସହ ଅଗ୍ନିଶମ ବିଭାଗକୁ…
Read More...

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଏକାଧିକ ଆହତ

ଓଡ଼ିଆ ନ୍ୟୁଜ୍: ପୋଲାଡ଼ି ଛକରେ ଗୋଷ୍ଠୀ ସଂଘର୍ଷ; ଏକାଧିକ ଆହତ। ବାଇକ ଦୁର୍ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା। ଢେଲାପଥର ମାଡ଼ ଓ ଅସ୍ତ୍ରଶସ୍ତ୍ର ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି।  ସ୍ଥିତି…
Read More...

ସୁଧିର ପାତ୍ର ହତ୍ୟା ଘଟଣା, ରିମାଣ୍ଡରେ ଆସିବେ ଝିଆରୀ ଓ ପୁତୁରା

ଓଡ଼ିଆ ନ୍ୟୁଜ୍: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ରିମାଣ୍ଡରେ ଆସିପାରନ୍ତି ସୁଧିରଙ୍କ ଝିଆରୀ ଓ ପୁତୁରା । ଚାରି ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିବା ପାଇଁ JMFC ରୁରାଲ କୋର୍ଟରେ ପୋଲିସର ଆବେଦନ ।…
Read More...

ପୁନଃବ୍ୟବହାର ହେବ ଡ୍ରେନ୍‌ ପାଣି: କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଆ ନ୍ୟୁଜ୍: ଡ୍ରେନ୍‌ ପାଣି ପୁନଃବ୍ୟବହାର କରିବାକୁ ନଗର ଉନ୍ନୟନ ବିଭାଗର ଯୋଜନା।ଜଳସଙ୍କଟକୁ ଦୃଷ୍ଟିରେ ରଖି ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ନାଳ ନର୍ଦ୍ଦମାର ଦୂଷିତ ଜଳକୁ ବିଶୋଧନ କରାଯାଇ ବ୍ୟବହାର…
Read More...

ଚାପ ନଖେଳି ମହାପ୍ରଭୁ ଫେରିଯିବି ଘଟଣା, ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ନ୍ୟୁଜ୍:ଚନ୍ଦନଯାତ୍ରା ବିବାଦ ସମାଧାନ ନେଇ ବୈଠକ ବସିଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଛି। ବୈଠକରେ ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟି…
Read More...

ବ୍ୟାଙ୍କରୁ ଟଙ୍କା ପାଇଁ ଭଉଣୀର ଶବ ଖୋଳିଲେ ଭାଇ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍:ଓଡ଼ିଶାର ମାନବିକତାକୁ ଦୋହଲାଇ ଦେଲା ଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବ୍ୟାଙ୍କରେ ଜମା ଥିବା ଟଙ୍କା ଉଠାଇବା ପାଇଁ ଜଣେ ଭାଇ ନିଜ ଭଉଣୀର ଶବକୁ କବରରୁ ଖୋଳି ବାହାର କରିଛନ୍ତି। ଏହି ଘଟଣା ପ୍ରଘଟ ହେବା…
Read More...

ବସ୍‌ ଟ୍ରକ୍ ମୁହାଁମୁହିଁ ଧକ୍କା; ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଓଡ଼ିଆ ନ୍ୟୁଜ୍: ବଣାଇ ଚାନ୍ଦିପୋଷ ମୂଷାବିରା ନିକଟରେ ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ବସ୍ ଓ ଟ୍ରକ୍ ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ପ୍ରାଣହାନି। ବସ୍‌ଟି ରାଉରକେଲାରୁ ଯାଜପୁର ଯାଉଥିବା ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୨୦ରୁ…
Read More...

କାଶୀ ବିଶ୍ୱନାଥଙ୍କ ଶରଣରେ ପ୍ରଧାନମନ୍ତ୍ରୀ ମୋଦି

ଓଡ଼ିଆ ନ୍ୟୁଜ୍: ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ବାବା ବିଶ୍ୱନାଥଙ୍କ ବିଶେଷ…
Read More...

ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍

ଓଡ଼ିଆ ନ୍ୟୁଜ୍: ଭୋଟ୍ ଦେଉଛି ପଶ୍ଚିମବଙ୍ଗ । ଆଜି ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ୧୪୨ ଆସନ ପାଇଁ ନିଆଯାଉଛି ଭୋଟ୍। ଏହି ପର୍ଯ୍ୟାୟରେ ୧୪ଶହ ୪୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୨୧ ଲକ୍ଷ ଭୋଟର।…
Read More...

ନୂଆପାଡାରେ ତାଣ୍ଡବ ରଚିଲା କଳାବୈଶାଖୀ

ଓଡ଼ିଆ ନ୍ୟୁଜ୍: ନୂଆପଡ଼ାରେ କାଳ ବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ ହୋଇଥିବା ଜଣାଯାଇଛି । ଆଜି ଅପରାହ୍ନରେ ନୂଆପଡା ଜିଲ୍ଲାର ଖଡ଼ିଆଳ ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ହୋଇଛି । ଗତ କିଛି ଦିନ ହେଲା ନୂଆପଡ଼ା…
Read More...