ରାଜ୍ୟରେ ଜାରି କାଳବୈଶାଖୀ ବର୍ଷା ପବନ

ଓଡ଼ିଆ ନ୍ୟୁଜ୍: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ।ପୁରୀ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା।ଖଇରା, ସମୁଳିଆ, ଔପଦା, ସୋର, ବାହାନଗାରେ ବର୍ଷା। କଟକ ବାଙ୍କୀରେ କାଳବୈଶାଖୀ ଯୋଗୁଁ…
Read More...

ତାରାତାରିଣୀ ମନ୍ଦିର ପରିଦର୍ଶନ କଲେ ପିଏମଙ୍କ ପ୍ରମୁଖ ଶାସନ ସଚିବ ଶକ୍ତିକାନ୍ତ ଦାସ

ଓଡ଼ିଆ ନ୍ୟୁଜ୍:ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶକ୍ତିକାନ୍ତ ଦାସ ଗଞ୍ଜାମର ତାରାତାରିଣୀ ମନ୍ଦିର ପରିଦର୍ଶନ କରିଛନ୍ତି।ରବିବାର ଗଞ୍ଜାମ ଗସ୍ତରେ ଆସି ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିବା…
Read More...

ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଆଜି ଘଡଘଡ଼ି ସହ ବର୍ଷା ଲାଗି ରହିଥିବା ବେଳେ ପ୍ରବଳ ପବନ ମଧ୍ୟ ବୋହୁଛି । ତେବେ ଧ୍ୱଜା ପରିବର୍ତ୍ତନ ହେବା ପୂର୍ବରୁ ପତିତପାବନ ବାନାରେ ଏହି ଶୂନ୍ୟ…
Read More...

ହର୍ମୁଜ଼ ନ ଖୋଲିଲେ ଇରାନରେ ଧ୍ଵଂସର ତାଣ୍ଡବ ରଚିବ ଆମେରିକା: ଟ୍ରମ୍ପ

ଓଡ଼ିଆ ନ୍ୟୁଜ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ସମୟ ଦେଇଥିଲେ। ଏହି ସମୟର ଅବଧି ଧିରେ ଧିରେ ଶେଷ ହେବାରେ ଲାଗିଛି। ଏବେ ପୁଣି ଥରେ ଟ୍ରମ୍ପ ଧମକ ଦେଇଛନ୍ତି।…
Read More...

ଏବେ ଦରକାର ନାହିଁ ମେଟ୍ରୋ: ପୂର୍ତ୍ତମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ମେଟ୍ରୋ କରିକି ପ୍ରତିବର୍ଷ ଦୁଇ ହଜାର କୋଟି ଖର୍ଚ୍ଚା କରିବା ପାଇଁ ବର୍ତ୍ତମାନ ସମୟରେ କୌଣସି ଆବଶ୍ୟକତା ହିଁ ନାହିଁ । ସରକାର ଗମ୍ଭୀର ଅଛନ୍ତି । ଆଗାମୀ ଦିନରେ ମେଟ୍ରୋ ପ୍ରକଳ୍ପ ନିଶ୍ଚିତ ହେବ ।…
Read More...

ଟ୍ବିନ୍‌ ସିଟିରେ କଳାହାଣ୍ଡିଆ ମେଘ

ଓଡ଼ିଆ ନ୍ୟୁଜ୍: ଟ୍ବିନ୍‌ ସିଟି ଆକାଶରେ କଳାହାଣ୍ଡିଆ ମେଘ, କିଛି ସ୍ଥାନରେ ସ୍ବଳ୍ପ ବର୍ଷା।ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା।ଆଗାମୀ ୭ ଦିନ ପର୍ଯ୍ୟନ୍ତ ଅନୁରୂପ ପାଗ ନେଇ ପାଣିପାଗ ବିଭାଗର…
Read More...

F-15 ବିମାନର ନିଖୋଜ ପାଇଲଟ ଉଦ୍ଧାର

ଓଡ଼ିଆ ନ୍ୟୁଜ୍: ଇରାନ୍‌ରୁ ନିଜ ଦ୍ବିତୀୟ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କଲା ଆମେରିକା। ଭୀଷଣ ଗୁଳିମାଡ଼ ମଧ୍ୟରେ F-15 ବିମାନର ନିଖୋଜ ପାଇଲଟ ଉଦ୍ଧାର। ଆମେରିକା ସ୍ପେଶାଲ ଫୋର୍ସର ରେସ୍କ୍ୟୁ ଟିମ୍ ଦ୍ବାରା ସୁରକ୍ଷିତ…
Read More...

ଖୋଲାରେ ମିଳିବନି ଗ୍ୟାସ!

ଓଡ଼ିଆ ନ୍ୟୁଜ୍: ଗ୍ୟାସ ଉପଭୋକ୍ତାଙ୍କୁ ବଡ ଝଟକା। ଏଣିକି ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍ । ୫ କେଜି ବାଲା ଗ୍ୟାସ ଟାଙ୍କିରେ ଗ୍ୟାସ୍ ଭର୍ତ୍ତି କରାଯାଇପାରିବନାହିଁ । ଏନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…
Read More...

ଦକ୍ଷିଣ ଓଡ଼ିଶାକୁ କଳାବୈଶାଖୀ ଆଲର୍ଟ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ବଢ଼ିପାରେ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା । ୪୦ରୁ ୫୦ କିମି ବେଗରେ ପବନ ବହିବ। ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ…
Read More...

ଭୂକମ୍ପରେ ଥରିଲା କୋରାପୁଟ୍

ଓଡ଼ିଆ ନ୍ୟୁଜ୍: କୋରାପୁଟରେ ମୃଦୁ ଭୂମିକମ୍ପ ଝଟ୍‌କା ଅନୁଭୂତ।କାଲି ରାତି ପ୍ରାୟ ସାଢ଼େ ୧୧ଟାରେ ମୃଦୁ ଭୂମିକମ୍ପ।କୋରାପୁଟ, ଜୟପୁର, ଲମତାପୁଟ, ସୁନାବେଡ଼ା, ବୋରିଗୁମ୍ମା ଥରିଲା। ଖବର ଅନୁଯାୟୀ, ପ୍ରାୟ ୧୫ ସେକେଣ୍ଡ୍‌…
Read More...