ପୁଣି ନିଲମ୍ବିତ ହେଲେ ୪୯ ଲୋକସଭା ସାଂସଦ
ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ପୁଣି ନିଲମ୍ବିତ ହେଲେ ୪୯ ଲୋକସଭା ସାଂସଦ । ଲୋକସଭାରେ ହଙ୍ଗାମା ପାଇଁ ଆଜି ୪୯ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଏହାପୂର୍ବରୁ ଗତକାଲି ୭୮ ଜଣ ସାଂସଦ…
Read More...
Read More...