ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ସିରିଜ ବରାବର କଲା ଭାରତ

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ସିରିଜ ବରାବର କଲା ଭାରତ । ଚଳିତ ଟି-୨୦ ସିରିଜରେ ୦-୧ ପଛରେ ଥିଲା ଭାରତ । ହେଲେ ତୃତୀୟ ମ୍ୟାଚରେ ହାସଲ କଲା ବଡ ବିଜୟ । ପ୍ରୋଟିଜକୁ ୧୦୬ରନରେ ଧୂଳି ଚଟାଇ…
Read More...

ତୃତୀୟ ଦିନରେ ପହଞ୍ଚିଲା ଗ୍ରାମୀଣ ଡାକ ସେବକ ମାନଙ୍କ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତୃତୀୟ ଦିନରେ ପହଞ୍ଚିଲା ଗ୍ରାମୀଣ ଡାକ ସେବକ ମାନଙ୍କ ଦ୍ୱାରା ଦେଶବ୍ୟାପୀ ଧର୍ମଘଟ | ସମଗ୍ର ଭାରତ ବର୍ଷ କୁ ଗୋଟିଏ ସୂତାରେ ବାନ୍ଧି ରଖିବାରେ ଭାରତୀୟ ଡାକସେବା ବିଭାଗ ସଦାସର୍ବଦା କାର୍ଯ୍ୟ…
Read More...

କର୍ମ କେବେ ଛୋଟ କିମ୍ବା କି ବଡ଼ ହୋଇନଥାଏ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛତିଶଗଡର ରାୟପୁରରୁ ଏକ ଭିଡିଓରେ ଖୁବ୍ ଜୋରରେ ଭାଇରଲ ହେଉଛି ।ଛୋଟ ଛୋଟ କଥାକୁ ଆମେ ସବୁବେଳେ ଏଡାଇ ଦେଇଥାଉ । ଆଉ ଲୋକ ଉପରେ ନିର୍ଭରଶୀଳ ହେଇଯାଉ । ହେଲେ ଜାଣନ୍ତି କୁ ଏମିତି କାମ ବି ବେଶ…
Read More...

ଲୋକସଭାରୁ 14 ବିରୋଧୀ ସାଂସଦ ସସପେଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଂସଦରେ ସୁରକ୍ଷା ଭଙ୍ଗ ଘଟଣା ପରେ, ସଂସଦରେ ହଙ୍ଗାମା ଏବଂ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ବିରୋଧୀ ଦଳ ସାଂସଦମାନଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼…
Read More...

ଟଲିଉଡରେ ଓଡିଆ ଝିଅଙ୍କ କମାଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟଲିଉଡରେ ଓଡିଆ ଝିଅଙ୍କ କମାଲ । ସାଉଥ୍ ବ୍ଲକବଷ୍ଟର ଫିଲ୍ମ ‘ମଙ୍ଗଲଭରମ’ରେ କୋରାପୁଟର ଜଣେ ଆଦିବାସୀ ଝିଅଙ୍କ ଜଲୱା ଦେଖିବାକୁ ମିଳିଛି । କୋରାପୁଟ ସିମିଳିଗୁଡାର ଗାଦବା ସମ୍ପ୍ରଦାୟର ଆଦିବାସୀ ଝିଅ…
Read More...

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡାର ଉପକାରିତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରୋଟିନ୍‌‌ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରୀ। ପ୍ରୋଟିନ୍‌‌ ନୂତନ କୋଷିକାକୁ ତିଆରି କରିବା ସହ ପୁରୁଣା କୋଷିକାକୁ ପୁନଃ ତିଆରି କରିବାର କାର୍ୟ୍ୟ କରିଥାଏ। ପ୍ରୋଟିନ୍‌‌ ଅଭାବ ହେବା ଦ୍ୱାରା…
Read More...

ନାଗରିକ ହେବତ ଏମିତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତର ଏମିତି ଜଣେ ମହାନ ମୁସଲମାନ । ଯିଏ କି ଭାରତର ଅଖଣ୍ଡତା ଏବଂ ସୁରକ୍ଷା ପାଇଁ ମୂଲ୍ୟବାନ ଜିନିଷ ଦାନ କରିବା ପୂର୍ବରୁ ଥରେ ମଧ୍ୟ ଭାବି ନଥିଲେ । ସେ ବିନା ଦ୍ୱିନ୍ଦରେ ଭାରତକୁ ୫ ଟନ ସୁନା ଦାନ…
Read More...

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଦାମୋଦର ରାଉତ ହଠାତ ଅସୁସ୍ଥ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡ଼. ଦାମୋଦର ରାଉତ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି | ଏକଦା ବିଜେଡି ଦଳର ତୁଣ୍ଡ କୁହାଯାଉଥିବା ଡ଼. ରାଉତଙ୍କୁ ତତକ୍ଷଣାତ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ…
Read More...

ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିରରୁ ଚୋରି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିରରୁ ଚୋରି। ସୂଚନାଯୋଗ୍ୟ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୁତ୍ତ  । ଗତକାଲି ବିଳମ୍ବିତ ରାତିରେ…
Read More...

ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଆଜି ଚଇତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଆଜି ଚଇତି |କଳା ସାଂସ୍କୃତିକ ଗଣ ପର୍ବ ଲୋକ ମହୋତ୍ସବ ଓ ପଲ୍ଲୀ ଶ୍ରୀ ମେଳା,2023, ଉଦଘାଟନ ହୋଇଯାଇଛି। ଏହି ଅବସରରେ ଐତିହାସିକ ଦେବଗିରି ଶୈବପୀଠର…
Read More...