ସରକାର ଚାଷୀ ବିରୋଧୀ : ପ୍ରସନ୍ନ ଆଚାର୍ଯ୍ୟ

0

ଓଡ଼ିଆ ନ୍ୟୁଜ୍: ସରକାରଙ୍କୁ ବିଜେଡିର ଟାର୍ଗେଟ। ଏ ସରକାରଙ୍କ ସବୁ ନିଷ୍ପତି ଚାଷୀ ବିରୋଧୀ। ଚାଷୀଙ୍କ ଧାନ କିଣୁନାହାନ୍ତି। ଚାଷୀ ଧାରଣାରେ ଅଛନ୍ତି। କେନ୍ଦ୍ର ବଢ଼ାଇଥିବା msp ଚାଷୀଙ୍କୁ ଦେଲେ ନାହିଁ। ଧାନ କିଣାରେ ଚାଷୀମାନଙ୍କ ପେଟରେ ନାତ ମାରିଲେ। Cm କିଷାନରେ 10 ଲକ୍ଷ ଚାଷୀଙ୍କୁ କାଟିଦେଲେ। ଅଖି ତୃତୀୟରେ ଚାଷୀଙ୍କ ଏହା କଣ ଉପହାର। ଆଗକୁ ଚାଷୀମାନଙ୍କୁ କଣ କଣ ଉପହାର ଦେଉଛନ୍ତି ସରକାର ଅପେକ୍ଷା କରନ୍ତୁ। ଏ ସରକାର ସବୁବେଳେ ଚାଷୀ ବିରୋଧୀ ପଦକ୍ଷେପ ନେଇଛନ୍ତି।

ସେ କହିଛନ୍ତି ଯେ, ପୂର୍ବ ସିଏମ କିଷାନ କିସ୍ତି ବଣ୍ଟନରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ସହାୟତା ରାଶି ମିଳିଥିଲା । କିନ୍ତୁ ଏଥର ମାତ୍ର ୪୧ ହଜାର ୬୮ ହଜାର ଚାଷୀଙ୍କ ସହାୟତା ରାଶି ପ୍ରଦାନ କରାଯାଇଛି । ଏତେ ସଂଖ୍ୟାରେ ଚାଷୀ କାହିଁକି ବାଦ୍ ପଡ଼ିଲେ । ୫୧ ଲକ୍ଷରୁ ଏକାଥରକେ ୪୧ ଲକ୍ଷକୁ ଆସିଗଲା । ପାଖାପାଖି ୧୦ ଲକ୍ଷରୁ ଅଧିକ ହୀତାଧିକାରୀଙ୍କ ନାଁ କଟିଯାଇଛି । ଏହା କଣ ଚାଷୀଙ୍କ ଅକ୍ଷୟ ତୃତୀୟାରେ ତୃତୀୟ ଭେଟି । ଧାନ ସଂଗ୍ରହ ନକରି ଚାଷୀଙ୍କ ପେଟକୁ ଲାତ ମାରିଥିଲେ ସରକାର । ଆଉ ଏବେ ସିଏମ୍ କିଷାନ ଅର୍ଥ କାଟି ଚାଷୀଙ୍କ ସରକାର ଧୋକା ଦେଇଛନ୍ତି ।

Leave A Reply

Your email address will not be published.