Browsing Tag

#baleswar #odianews

ଫଳ ଦୋକାନୀଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇ ଲୁଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫଳ ଦୋକାନୀଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇ ଲୁଟ । ସ୍ପଷ୍ଟ ଦିବାଲୋକରେ ଫଳ ବ୍ୟବସାୟ କରୁଥିବା ୨ଭାଇଙ୍କୁ ଥଣ୍ଡାପାନୀୟ ପିଆଇ ଲୁଟିନେଲ ଟଙ୍କା ,ଗାଡି , ଫଳ ଓ ମୋବାଇଲ । ଏପରି ଘଟଣା ବାରିପଦା…
Read More...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ପୁରୁଷୋତ୍ତମ ପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲିଠାରୁ ନିଖୋଜ ଥିବା ବେଳେ ଆଜି ନିକଟସ୍ଥ ପୋଖରୀରୁ ତାଙ୍କର…
Read More...

ଦେଶିମଦ ସହ ବାଇକ ଜବତ, ଜଣେ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦେଶିମଦ ସହ ବାଇକ ଜବତ, ଜଣେ ଗିରଫ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଜି ଛକରେ ଚଢ଼ାଉ କରାଯାଇ ବାଇକ ସହ ଦେଶୀମଦ ଜବତ…
Read More...

ଚୋରା ବିଦେଶୀ ମଦ ଜବତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚୋରା ବିଦେଶୀ ମଦ ଜବତ। ବାଲେଶ୍ୱର ଜିଲ୍ଲା ସୋର ପୁଲିସ ତରଫରୁ ଅସିମିଳା ଗ୍ରାମରେ ଚଢ଼ାଉ କରି ବିଦେଶୀ ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ରାମର…
Read More...

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦ୍ଘାଟିତ

ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦ୍ଘାଟିତ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବାଲେଶ୍ୱର ସଦର ଓ ଜଳେଶ୍ୱର ବ୍ଲକ ସ୍ଥିତ ୨ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍ଘାଟନ କରିଛନ୍ତି ।…
Read More...

ଚାରିଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚାରିଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ। ଓଡିଶା ସରକାରଙ୍କ ଗ୍ରାମୀଣ ଉନ୍ନୟନ ବିଭାଗ ତରଫରୁ ସିମୁଳିଆ ଓ ଖଇରା ବ୍ଲକରେ ଗମନାଗମନ ସଂଯୋଗକୁ ସୁଦୃଢ କରିବା ପାଇଁ ନୂତନ ଭାବେ ଅନୁମୋଦନ ହୋଇଥିବା…
Read More...

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ।ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ଲଖଣାପଡା ଗ୍ରାମରେ ଲଖଣଶ୍ରୀ ମନ୍ଦିର ରେ କଳାକନା ବୁଲାଇଲେ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ର…
Read More...

ବାହାଘର ପ୍ରସେସନରେ ଝିଅଙ୍କୁ ଅଶ୍ଳୀଳ ଇଙ୍ଗିତ; ଯୁବକକୁ ଆକ୍ରମଣ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାହାଘର ପ୍ରସେସନରେ ଝିଅଙ୍କୁ ଅଶ୍ଳୀଳ ଇଙ୍ଗିତ, ଯୁବକକୁ ଆକ୍ରମଣ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ରମଧା ଗ୍ରାମରେ ଏକ ବାହାଘର ପ୍ରସେସନ ସମୟରେ ଝିଅମାନଙ୍କୁ କିଛି ବାହାର ପିଲା ଅଶ୍ଳିଳ ଇଙ୍ଗିତ…
Read More...

ଟାଟା ପାୱାରର ଜୁଲୁମ ଓ ଶୋଷଣ ବିରୁଦ୍ଧରେ କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିଶାଳ ପ୍ରତିବାଦ ସମାବେଶ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରେ ଟାଟା ପାୱାରର ଜୁଲୁମ ଓ ଶୋଷଣ ବିରୁଦ୍ଧରେ କୃଷକ ସଂଗ୍ରାମ ମଞ୍ଚ ପକ୍ଷରୁ ବିଶାଳ ପ୍ରତିବାଦ ସମାବେଶ ସହିତ ଡିଭିଜନ ଅଫିସ ଘେରାଉ। ଚାଷୀଙ୍କୁ ବିଦ୍ୟୁତ୍ ବିଲ୍…
Read More...

ବାଲେଶ୍ୱରରୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ରେଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟରେ ଆର୍ଥିକ ଅନଗ୍ରସର ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ…
Read More...