Browsing Tag

bjp

ବିଜେପି ଉପରେ ବର୍ଷିଲେ ଅଖିଳେଶ ଯାଦବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲକ୍ଷ୍ନøରେ ଚାଲିଥିବା ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ ୨୦୨୩ ମଧ୍ୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ରବିବାର ଦିନ କହିଛନ୍ତି ଯେ ୬ବର୍ଷ ଧରି…
Read More...

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୫୪ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ ରାଜ୍ୟ କାର୍ଯ୍ୟାଳୟରେ ହେଲା ପାଳନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପଣ୍ଡିତ୍ ଦୀନଦୟାଲଜୀଙ୍କ ଏକାତ୍ମ ମାନବବାଦ ଦର୍ଶନ କାରଣରୁ “ଅନ୍ତଦ୍ୟୋୟରୁ ଅନନ୍ତ ବିକାଶ” ସମ୍ଭାବନା ସୃଷ୍ଟି ହୋଇଛି । ସମାଜ ଓ ସେବା ପାଇଁ ସମର୍ପିତ ଥିବା ଭାରତୀୟ ଜନସଂଘ ପାର୍ଟିର ସହ ସଂସ୍ଥାପକ…
Read More...

୨୪ରେ କଂଗ୍ରେସ ସହ ନୁହେଁ, ଏହି ଦଳ ସହ ବିଜେପିର ହେବ ଜୋରଦାର ଫାଇଟ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଶାସକ ବିଜେପି ପୁଣିଥରେ ଶ୍ରମିକମାନଙ୍କୁ ବିଜୟ ପାଇଁ ଶକ୍ତି ଦେଉଛି। ଏଥି ସହିତ କଂଗ୍ରେସ ମଧ୍ୟ ଭୂମିରେ କାମ କରୁଛି। ଏହି ସମୟରେ ଏକ…
Read More...

ଆଜି ବି ଗୃହରେ କମ୍ପିବ ଆଦାନୀ ଝଡ଼: ବିରୋଧୀ ଦେଲେ ଗ୍ରୀନ୍ ସିଗନାଲ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଦାନୀ ମାମଲାରେ ଗତ ଏକ ସପ୍ତାହ ଧରି ଲୋକସଭା ଓ ରାଜ୍ୟସଭାରେ ଅବରୋଧ ଜାରି ରହିଛି। ଆଜି (ଫେବୃଆରୀ ୭) ଏହି ବିବାଦର ସମାପ୍ତ ହେବାର ସମ୍ଭାବନା ପ୍ରକାଶ ପାଇଛି ଜ୍ଝ ସୋମବାର, ସରକାର ଏବଂ ବିରୋଧୀ…
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବକ୍ତବ୍ୟକୁ ବିଜେଡି ସାଂସଦ ସସ୍ମିତ ପାତ୍ର କରିଛନ୍ତି କଦର୍ଥ,ଦଳର ମୁଖିଆ ଏବଂ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଛ, ଦୋଷାରୋପ, ବିଭ୍ରାନ୍ତ, ପ୍ରତାରଣା ବ୍ୟତୀତ ଆଉ କିଛି ଜାଣିନାହିଁ ଶାସକ ବିଜେଡି ଏବଂ ତାଙ୍କ ନେତୃବୃନ୍ଦ । ପ୍ରଶ୍ନ ଗୋଟିଏ ଥିବ, ଆଉ ଉତର ଦେବେ ଅଲଗା । ଏଥିରେ ସିଦ୍ଧହସ୍ତ ଶାସକ ବିଜେଡି ।…
Read More...

ଆଜି ଦିଲ୍ଲୀ ମେୟର ନିର୍ବାଚନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସୋମବାର (ଫେବୃଆରୀ ୬) ରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ମେୟର ଚୟନ କରିବାକୁ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏକ ମାସ ମଧ୍ୟରେ ଏମସିଡି ର ଏହା ହେଉଛି ତୃତୀୟ ବୈଠକ ଯେଉଁଥିରେ ମେୟର…
Read More...

ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବଜେଟ୍ ଆଲୋଚନା ଚକ୍ରରେ ଯୋଗଦେବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ସରକାର ଚଳିତ  ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟ୍ ସଂସଦରେ ଆଗତ କରିଛନ୍ତି । ସୁଦୁରପ୍ରସାରୀ, ଯୁଗାନ୍ତକାରୀଏ ଏହି ଐତିହାସିକ ବଜେଟ୍‌ରେ ଗାଁ, ଗରୀବ, କିଷାନ, ମହିଳା, ଯୁବ, ଆଦିବାସୀ, ଦଳୀତ,…
Read More...

ଉପସ୍ଥାପିତ ବଜେଟ୍ ସମସ୍ତ ଦେଶବାସୀ ପାଇଁ ସମର୍ପିତ, ମୋଦିଙ୍କ ନେତୃତ୍ୱରେ ଭାରତୀୟ ଅର୍ଥବ୍ୟବସ୍ଥା ଉଜ୍ଜ୍ୱଳ ଭବିଷ୍ୟତ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତାର ୧୦୦ ବର୍ଷ ପୁର୍ତୀ ଅବସରରେ ଆସନ୍ତା ୨୦୪୭ ମସିହାରେ ଭାରତବର୍ଷକୁ ସମୃଦ୍ଧ ଏବଂ ବିଶ୍ୱର ସର୍ବଶ୍ରେଷ୍ଠ ଆର୍ôଥକ ବ୍ୟବସ୍ଥାରେ ପରିଣତ କରିବା ପାଇଁ ଗତ କାଲି ଅମୃତ କାଳଖଣ୍ଡର ମୂଳଦୁଆ…
Read More...

ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ଜନତା ପାର୍ଟି ଗୁରୁବାର (ଫେବୃଆରୀ ୨)) ଦିଲ୍ଲୀରେ ଅନୁଷ୍ଠିତ ଦଳ ସଭାରେ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବିଧାନସଭା ନିର୍ବାଚନରେ ବିଜେପି ୨୦…
Read More...

ସମବାୟ ବ୍ୟାଂକ ଏମଡିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ  ହାଇକୋର୍ଟ ଅବୈଧ କହିବା ପରେ ବିଜେପି କହିଲା ଅଭିଯୁକ୍ତ ହାତରେ ଭଣ୍ଡାର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମା ଅତିକ୍ରମ କରିସାରିଛି । ଏପରିକି ସମସ୍ତ ଆଇନ କାନୁନକୁ ଜଳାଞ୍ଜଳୀ ଦେଇ ମନୋମୁଖୀ ଶାସନ…
Read More...