Browsing Tag

latestnews

ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ

ଓଡ଼ିଆ ନ୍ୟୁଜ୍: ଆଜି ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଆଜିର ଏହି ପବିତ୍ର ଦିବସରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଭାବେ…
Read More...

ଅଣ୍ଡର-୧୯ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍: ଅଣ୍ଡର-୧୯ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେରେ ପରାସ୍ତ କରିଛି। ରବିବାର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ…
Read More...

ଛତିଶଗଡ଼ରେ ବାର୍ଡ ଫ୍ଲୁ ଆତଙ୍କ, ସୀମାନ୍ତ ଜିଲ୍ଲା ପାଇଁ ବଢିଲା ଚିନ୍ତା

ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ରେ ବାର୍ଡ ଫ୍ଲୁ, ଆତଙ୍କ, ସୀମାନ୍ତ ଜିଲ୍ଲା ପାଇଁ ବଢିଲା ଚିନ୍ତା। ଜଣାପଡିବା ପରେ ରାଏଗଡ ଜିଲାରେ ଥିବା ଏକ ସରକାରୀ କୁକୁଡା ଫାର୍ମରେ ୫,୦୦୦ କୁକୁଡା ଏବଂ ୧୨୦୦୦ ଚିଆଁକୁ ହତ୍ୟା କରାଯାଇଛି।…
Read More...

ଉନ୍ମୋଚିତ ହୋଇଛି ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି

ଓଡ଼ିଆ ନ୍ୟୁଜ୍: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଅବସରରେ ଉନ୍ମୋଚିତ ହୋଇଛି ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍‌ଣରେ ଏହାକୁ ଉନ୍ମୋଚନ…
Read More...

ସରସ୍ୱତୀ ପୂଜାରେ ଅଘଟଣ: ଦୁର୍ଘଟଣାରେ ଚାଲିଗଲା ଜୀବନ

ଓଡ଼ିଆ ନ୍ୟୁଜ୍: ସରସ୍ୱତୀ ପୂଜାରେ ଅଘଟଣ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ସରସ୍ୱତୀ ପୂଜାରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟାଳୟକୁ ସରସ୍ୱତୀ ପୂଜା ଲାଗି ଆସୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ।…
Read More...

ଟି-୨୦ ମ୍ୟାଚ୍: ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରି ସିରିଜ କବ୍ଜା କଲା ଟିମ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍: ପୁଣେରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରି ସିରିଜ କବ୍ଜା କଲା ଟିମ ଇଣ୍ଡିଆ। ଭାରତ ପକ୍ଷରୁ ରଖାଯାଇଥିବା ୧୮୨ ରନ ଟାର୍ଗେଟ୍ ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନ କରି…
Read More...

ରତ୍ନଭଣ୍ଡାର ମରାମତି କାମ ୪ ଦିନ ସ୍ଥଗିତ

ଓଡ଼ିଆ ନ୍ୟୁଜ୍: ରତ୍ନଭଣ୍ଡାର ମରାମତି କାମ ୪ ଦିନ ସ୍ଥଗିତ ରହିବ। ଗତ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମକୁ ୪ ଦିନ ଯାଏଁ ବନ୍ଦ ରଖାଯିବ। ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ…
Read More...

ସତ୍ୟବ୍ରତ ରାଉତ ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ

ଓଡ଼ିଆ ନ୍ୟୁଜ୍: ଆଇଏଏସ୍ ସତ୍ୟବ୍ରତ ରାଉତ ରାଜ୍ୟ ବିଧାନସଭାର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ତାଙ୍କ ନିଯୁକ୍ତି ନେଇ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୨୦୧୩…
Read More...

ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣା: ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହେଲେ ଅନ୍ତେବାସୀ

ଓଡ଼ିଆ ନ୍ୟୁଜ୍: ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣାରେ ସମର୍ଥ କେନ୍ଦ୍ରରୁ ସ୍ଥାନାନ୍ତର ହୋଇଛନ୍ତି ଅନ୍ତେବାସୀ। ୪୨ ଜଣ ମାନସିକ ଅନଗ୍ରସରଙ୍କୁ ସ୍ଥାନାନ୍ତରିତ କରିଛନ୍ତି ସରକାର। ଅନ୍ତେବାସୀଙ୍କ ମଧ୍ୟରେ ଅଛନ୍ତି ୧୫ ମହିଳା ଓ…
Read More...

କେଜ୍ରିଓ୍ୱାଲଙ୍କ ବଢିଲା ଚିନ୍ତା, ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ୭ ବିଧାୟକ

ଓଡ଼ିଆ ନ୍ୟୁଜ୍: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଆମ ଆଦମୀ ପାର୍ଟି(ଆପ) ତଥା ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା ଲାଗିଛି। ଶୁକ୍ରବାର ଦଳର ୭ ବିଧାୟକ ଏକକାଳୀନ ଇସ୍ତଫା ଦେଇଛନ୍ତି।…
Read More...