ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଲ୍ ଓଭରବ୍ରିଜ୍: ଲୋକଙ୍କଠାରୁ ସିଧାସଳଖ କିଣାଯିବ ଜମି
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଲ୍ ଓଭରବ୍ରିଜ୍। ଏଥିପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।…
Read More...
Read More...