Browsing Tag

#odianews

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, କୋଚିରେ ରୋଡ ଶୋ’ବେଳେ ମୋଦିଙ୍କ ଉପରକୁ ମୋବାଇଲ ମାଡ଼

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । କେରଳ, କୋଚିରେ ରୋଡ୍ ଶୋ’ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡି ତ୍ରୁଟି ଦେଖାଦେଇଥିବା ପରିଲକ୍ଷିତ ହୋଇଛି । ରାସ୍ତାରେ…
Read More...

ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ସଂସଦ ଉପରେ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ସଂସଦ ଉପରେ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଅନୁରୋଧ । ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବା ପାଇଁ  ଆଜି ଥିଲା ପଞ୍ଚମ ଦିନର ଶୁଣାଣି । ଆଜିର…
Read More...

ଶିକ୍ଷାରେ ଜାଲିଆତି ରୋକିବାକୁ ଲାଗୁହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡ଼ ସିଷ୍ଟମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶିକ୍ଷାରେ ଜାଲିଆତି ରୋକିବାକୁ ଏଣିକି ଲାଗୁହେବ ଷ୍ଟୁଡେଣ୍ଟ ୟୁନିକ୍ ଆଇଡ଼ ସିଷ୍ଟମ୍ ।  କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ଏଣିକି ସରକାର ଦେଶର ସବୁ…
Read More...

ସତ ଲୁଚେଇବା ପାଇଁ ପାଣି ଛାଡିଲା ଛତିଶଗଡ, ଖୋଲିଲା ୨୦ଟି ଗେଟ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ସତ ଲୁଚେଇବା ପାଇଁ ପାଣି ଛାଡିଲା ଛତିଶଗଡ । କଲମା ବ୍ୟାରେଜରୁ ୨୦ଟି ଗେଟ୍ ଖୋଲି ପାଣି ଛାଡ଼ିଛି ଶତିଶଗଡ଼ । ପୂର୍ବରୁ କଲମାର ୧୭ଟି ଗେଟ ଖୋଲିଥିବା ବେଳେ ଏବେ…
Read More...

ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ, ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ବଡ଼ ଧରଣର ନକ୍ସଲ ଆକ୍ରମଣ ।  ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ ।…
Read More...

କୃଷି ଯନ୍ତ୍ରାଂଶ ଯୋଗାଇବା ନାମରେ ପ୍ରାୟ ୧୨ କୋଟି ଟଙ୍କା ହଡ଼ପ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୃଷି ଯନ୍ତ୍ରାଂଶ ଯୋଗାଇବା ନାମରେ ପ୍ରାୟ ୧୨ କୋଟି ଟଙ୍କା ହଡ଼ପରେ ହୋଇଛି । ଟଙ୍କା ହଡ଼ପରେ ସମ୍ପୃକ୍ତ ଅନ୍ନପୂର୍ଣ୍ଣା ଅଗ୍ରୋ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ପଞ୍ଜୀକୃତ ଅନ୍ୟତମ ଡିଲର୍ ଗିରଫ ।…
Read More...

ନାବାଳିକା ମୃତ୍ୟୁକୁ ନେଇ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନାବାଳିକା ମୃତ୍ୟୁକୁ ନେଇ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକେ । ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ସପ୍ତାହରେ ହୋଇଥିବା ନାବାଳିକା ମୃତ୍ୟୁ ଓ ମୃତଦେହକୁ ପୁଲିସର ଅସମ୍ମାନ ଘଟଣାକୁ ନେଇ…
Read More...

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ରାହୁଲ ଖେଳିଲେ ଜିଏସଟି କାର୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କର୍ଣ୍ଣାଟକର ନିର୍ବାଚନ ଯେତେଯେତେ ପାଖେଇ ଆସୁଛି ସେତେସେତେ ପ୍ରତିଶୃତିର ପାହାଡ଼ ଠିଆହେଉଛି । ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ…
Read More...

ମେ’ ୧ରୁ ଛେନା ଓ ପନିର ଦର ବଢ଼ିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ମାସରୁ ବଢ଼ିବ ଛେନା ଓ ପନିର ଦର । ମଙ୍ଗଳବାର କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏହି ଘୋଷଣା କରିଛି। ଦର ବୃଦ୍ଧି ପରେ ଛେନା କିଲୋ ପିଛା ୨୦ ଟଙ୍କା, ପନିର କିଲୋ ପିଛା ୩୦…
Read More...

ତୃତୀୟ ପର୍ଯ୍ୟାୟ ୫-ଟି ସ୍କୁଲ ରୂପାନ୍ତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ…
Read More...