Browsing Tag

#odianews

ବିଏସଏଫକୁ ମିଳିବ ଭାର୍ଗବସ୍ତ୍ର, ସାବାଡ୍‌ ହେବେ ଚୀନ- ପାକିସ୍ତାନ

ଓଡ଼ିଆ ନ୍ୟୁଜ୍: ଏଥର ସାବାଡ୍‌ ହେବେ ଚୀନ- ପାକିସ୍ତାନ। କାରଣ ବିଏସଏଫକୁ ମିଳିବ ଭାର୍ଗବସ୍ତ୍ର। ଭାରତୀୟ ସେନାଙ୍କ ଉପରେ ବିନା କାରଣରେ ଗୁଳି କରିବା ଏବଂ ହଠାତ୍ ପାକିସ୍ତାନ ସେନା ଭାରତୀୟ ସେନାଙ୍କ ଉପରେ ଆକ୍ରମଣ କରିବା ଏକ…
Read More...

୪ ନକ୍ସଲଙ୍କ ଆତ୍ମସମର୍ପଣ, ମୁଣ୍ଡ ଉପରେ ଥିଲା ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି

ଓଡ଼ିଆ ନ୍ୟୁଜ୍: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ୪ ଜଣ ନକ୍ସଲ। ନାରାୟଣପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଭରତ କୁମାରଙ୍କ…
Read More...

ନୂଆଦିଲ୍ଲୀ ପାଇଁ ନାମାଙ୍କନ ପତ୍ର ଭରିଲେ କେଜ୍ରିଓ୍ବାଲ

ଓଡ଼ିଆ ନ୍ୟୁଜ୍: ମୁଣ୍ଡ ଉପରେ ଦିଲ୍ଲୀ ସାଧାରଣ ନିର୍ବାଚନ। ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପଡ଼ିବ ଭୋଟ୍। ତେବେ ଆଜି ନୂଆଦିଲ୍ଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ…
Read More...

ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥତା ଯୋଗୁଁ ଏକ ରୟାଲ ବେଙ୍ଗଲ ବାଘ ଶାବକର ମୃତ୍ୟୁ ଘଟିଛି। ଗତ ରବିବାର ଦିନ ବାଘ ଛୁଆଟି ଅସୁସ୍ଥ ହେବା ପରେ ଚିକିତ୍ସା କରାଯାଇଥିଲା।…
Read More...

ଗଣଶିକ୍ଷା ବିଭାଗ ପକ୍ଷରୁ ଜାରିହେଲା ବିଜ୍ଞପ୍ତି, ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରିହୋଇଛି ବିଜ୍ଞପ୍ତି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏ…
Read More...

ସବୁ ସୀମା ଟପିଗଲେଣି ସେବାୟତ, ୩ ଦିନ ହେଲାଣି ଖାଡା ଉପାସରେ ଶ୍ରୀ ଲିଙ୍ଗରାଜ

ଓଡ଼ିଆ ନ୍ୟୁଜ୍:  ଦିନକୁ ଦିନ ସବୁ ସୀମା ଟପିଯାଉଛନ୍ତି ସେବାୟତ। ନିଜନିଜ ଭିତରର ବିବାଦ ପାଇଁ ୩ ଦିନ ହେଲାଣି ଖାଡା ଉପାସରେ ଅଛନ୍ତି ଶ୍ରୀ ଲିଙ୍ଗରାଜ। ନା ନୀତିକାନ୍ତି କରୁଛନ୍ତି ନା ଭୋଗ ଲଗାଉଛନ୍ତି। ସେବାୟତଙ୍କ ଭିତରେ…
Read More...

କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝାମକା ଖାଇ ୫୦୦ ଗଣିଲେ କଷ୍ଟମର

ଓଡ଼ିଆ ନ୍ୟୁଜ୍: ଭାରତୀୟ ଦଳର ପୂର୍ବତମ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝାମକା ଖାଇ ୫୦୦ ଗଣିଲେ କଷ୍ଟମର। ହାଇଦ୍ରାବାଦରେ ବିରାଟଙ୍କ ଏକ ରେଷ୍ଟୁରାଣ୍ଟ ରହିଛି। ସେଠାକୁ ଜଣେ ମହିଳା…
Read More...

କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ !

ଓଡ଼ିଆ ନ୍ୟୁଜ୍: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଜିଲ୍ଲାର ଝୁମ୍ପୁରା ଠାରେ ନବ ନିର୍ମିତ ସେତୁର ଉଦଘାଟନ ବେଳେ ଏନେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ…
Read More...

ଗୁଡ଼ି ସୂତା ଲାଗି ଦୁଇ ଆହତ

ଓଡ଼ିଆ ନ୍ୟୁଜ୍: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଉଥିବା ବେଳେ ଏଥିରେ ବ୍ୟବହୃତ ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା ଲାଗି ଦୁଇଜଣ ଆହତ ହେଇଛନ୍ତି। କଟକରେ ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ କଟିଥିବା ବେଳେ ଅନ୍ୟ…
Read More...

ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ, ରୋକାଯିବ ପ୍ରଶ୍ନପତ୍ର ଭାଇରାଲ୍ !

ଓଡ଼ିଆ ନ୍ୟୁଜ୍: ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ। ତେବେ ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ। ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ଦଶମ ଶ୍ରେଣୀର…
Read More...