ନବୀନ ପଟ୍ଟନାୟକଙ୍କ ସହ ଲୋକ ଆଉ ନାହାନ୍ତି: ତାରା ବାହିନୀପତି

0

ଓଡ଼ିଆ ନ୍ୟୁଜ୍: ବିଜେପି ଓ ବିଜେଡି ବଡ଼ ବେପାରୀ ଦଳ, ଆମେ ଲୋକଙ୍କ ଦଳ କହିଲେ ତାରା। ‘କଂଗ୍ରେସ ପ୍ରାର୍ଥୀ ଆଦିବାସୀ, ସେଠି ଆଦିବାସୀଙ୍କୁ ଗୁରତ୍ବ ଦିଆଯାଇଛି’।‘ଆଦିବାସୀମାନେ ବିକ୍ରି ହୋଇଥିବା ଲୋକଙ୍କୁ ଘୃଣା କରନ୍ତୁ’।ତେଣୁ ଅନୁକମ୍ପା ଆଉ କାମ ଦେବନି କହିଲେ ବିଧାୟକ ତାରା ବାହିନୀପତି।

ଏଆଇସିସିର ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ପ୍ରଚାର କରିବେ।ନବୀନ ପଟ୍ଟନାୟକଙ୍କ ସହ ଲୋକ ଆଉ ନାହାନ୍ତି ବୋଲି କହିଛନ୍ତି ତାରା ବାହିନୀପତି।‘ଲୋକ ନବୀନଙ୍କ ସହ ଥିଲେ ତାଙ୍କ ପ୍ରାର୍ଥୀ ବିଜେପିକୁ ଯାଇ ନ ଥାନ୍ତେ’। ‘ବିଜେଡିକୁ ପ୍ରାର୍ଥୀ ମିଳୁ ନାହାନ୍ତି, ବାହାର ଦଳର ଆମଦାନୀ କରିବାକୁ ବସିଲେଣି’।

Leave A Reply

Your email address will not be published.