ପୁଲୱାମାରୁ ୫ କେଜିର IED ସହ ଆତଙ୍କବାଦୀଙ୍କ ସହଯୋଗୀ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଲୱାମାରେ ପଣ୍ଡ ହେଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆତଙ୍କବାଦୀ ଆକ୍ରମଣକୁ ଭଣ୍ଡୁର କରିଛି କରିଛି ସେନା । ଜବତ ହୋଇଛି ୫ କେଜିର ଆଇଇଡି ବିସ୍ଫୋରକ ସହ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ସହଯୋଗୀ । ନିକଟରେ ‘ଅପରେସନ୍ ଅଲ ଆଉଟ୍’ ଚଳାଇ ବାରାମୁଲ୍ଲା ଇଲାକାରେ ଆତାଙ୍କବାଦୀ ଓ ସେନା ମଧ୍ୟରେ ଲଗାତାର ଏନକାଉଣ୍ଟର ଜାରି ରହିଥିବାବେଳେ ୨ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ମାରଣାସ୍ତ୍ର ସହ ଏକେ-୪୭ ଜବତ ହୋଇଥିଲା । ବିରାମୁଲାର ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ସେନା ଅପରେସନ୍ ଚଳାଇଥିଲା ସେନା ।

Leave A Reply

Your email address will not be published.