ଶ୍ବାସରୁଦ୍ଧରୁ ୪ ଜଣଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା।ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା। ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…
Read More...

ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ: କୃଷ୍ଣଚନ୍ଦ୍ର ମହାପାତ୍ର

ଓଡ଼ିଆ ନ୍ୟୁଜ୍: ସବୁ ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ। ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ। ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ…
Read More...

ଦେବଗଡ଼କୁ ୨୦୫ କୋଟିର ପ୍ରକଳ୍ପ ଭେଟି

ଓଡ଼ିଆ ନ୍ୟୁଜ୍: ଦେବଗଡ଼ ଜିଲ୍ଲାକୁ ୨୦୫ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୧୧ ସ୍ବାସ୍ଥ୍ୟ ପ୍ରକଳ୍ପ, ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବ। ଜିଲ୍ଲା ମୁଖ୍ୟାଳୟରେ ୩ ଶହ…
Read More...

କିଏ ଜିତିବ ଆଇପିଏଲ ଟ୍ରଫି

ଓଡ଼ିଆ ନ୍ୟୁଜ୍: ଆଜି ଫାଇନାଲ ମୁକାବିଲା । ଗୁଜୁରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୩ ବର୍ଷ ପରେ ଆଇପିଏଲରେ ମିଳିବ ନୂଆ ଚାମ୍ପିଆନ । ସନ୍ଧ୍ୟା…
Read More...

NEET-PG -୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଓଡ଼ିଆ ନ୍ୟୁଜ୍: NEET-PG -୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ । ଆସନ୍ତା ଜୁନ୍ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିଛି ନ୍ୟାସନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ।…
Read More...

ନନ୍ଦନକାନନରେ ଧଳା ବାଘ ଶାବକର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ସନ୍ଧ୍ୟାରେ ଏକ ଧଳା ବାଘଛୁଆଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ରେ ମେଲାନିଷ୍ଟିକ ବାଘ କୃଷ୍ଣା ଏବଂ ଧଳା ବାଘ ରୂପାଙ୍କ ଗର୍ଭରେ ଜନ୍ମ ହୋଇଥିବା ତିନୋଟି ମଧ୍ୟରୁ…
Read More...

ନିଖିଲ ପବନ କଲ୍ୟାଣ ଜନଗଣନା ଡିସିଓ

ଓଡ଼ିଆ ନ୍ୟୁଜ୍: ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ।ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ବ ଗ୍ରହଣ କଲେ ପବନ କଲ୍ୟାଣ। ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି…
Read More...

ଭଦ୍ରକକୁ ୨୭୪ କୋଟିର ପ୍ରକଳ୍ପ ଭେଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ଭଦ୍ରକରେ ୨୭୪ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୧୩ ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହ ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ।ଶିଳାନ୍ୟାସ ସହ ରମ୍ଭିଳା ପଞ୍ଚାୟତ…
Read More...

ସିକ୍କିମରେ ସେନା କ୍ୟାମ୍ପରେ ଭୂସ୍ଖଳନ, ୩ ଯବାନ ସହିଦ

ଓଡ଼ିଆ ନ୍ୟୁଜ୍: ସିକିମ ସେନା କ୍ୟାମ୍ପରେ ଭୂସ୍ଖଳନ, 3 ଯବାନ ସହିଦ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି। ଦିନରାତି ପ୍ରବଳ ବର୍ଷା ଯୋଗୁ ନଦୀ ଏବଂ ଝରଣାଗୁଡ଼ିକ ଉଛୁଳି ପଡୁଛି। ଅନେକ ଅଞ୍ଚଳରେ…
Read More...

ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି

ଓଡ଼ିଆ ନ୍ୟୁଜ୍: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଲା । ବର୍ତ୍ତମାନର ବିସିସିଆଇର ସଭାପତି ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପଦାପର୍ଣ କରିବେ । ତେବେ ନିୟମ…
Read More...