National ଏନକାଉଣ୍ଟରରେ ୩ ସକ୍ସଲ ସଫା Odia News Jan 12, 2025 0 ଓଡ଼ିଆ ନ୍ୟୁଜ୍ : ଛତିଶଗଡ଼ର ବିଜାପୁରରେ ସେନାକୁ ମିଳିଲା ବଡ଼ ସଫଳତା। ଆଜି ସକାଳୁ ସେନା ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏଥିରେ ସେନା ଗୁଳିରେ ୩ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ… Read More...
State ସେକି ହେଉଥିବା ବେଳେ ନିଆଁରେ ଜଳିଗଲେ ମାମୁ-ଭଣଜା Odia News Jan 12, 2025 0 ଓଡ଼ିଆ ନ୍ୟୁଜ୍ : ନିଆଁ ସେକି ହେଉଥିବା ବେଳେ ନିଆଁରେ ଜଳିଗଲେ ମାମୁ-ଭଣଜା। ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା… Read More...
State ଟୁଇନ୍ ସିଟି ସହ ଯୋଡ଼ିହେବ ପୁରୀ, ହେବ ‘ଟ୍ରାଇ ସିଟି’ Odia News Jan 12, 2025 0 ଓଡ଼ିଆ ନ୍ୟୁଜ୍ : ଟୁଇନ୍ ସିଟି କଟକ,ଭୁବନେଶ୍ୱର ସହ ଯୋଡ଼ିହେବ ପୁରୀ। ଏହାକୁ ନେଇ ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି ରାଜ୍ୟ ସରକାର। ଏହି ତିନି ସ୍ଥାନର ଗମନାଗମନ ଓ ବିକାଶକୁ ଗୁରୁତ୍ୱ ଦେଇ ଏହି ଟ୍ରାଇସିଟିକୁ ଡେଭଲପ… Read More...
State ସରକାରୀ ଚାକିରି ଆଳରେ ଲୁଟିଥିଲେ ଲକ୍ଷାଧିକ, ଦମ୍ପତିଙ୍କୁ ବାନ୍ଧିଲା ପୁଲିସ Odia News Jan 12, 2025 0 ଓଡ଼ିଆ ନ୍ୟୁଜ୍ : କୋର୍ଟରେ ସରକାରୀ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଲୁଟିଥିଲେ ଠକ ଦମ୍ପତ୍ତି। କିରାଣିଠାରୁ ଆରମ୍ଭ କରି ଷ୍ଟେନୋଗ୍ରାଫର୍, ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରି ଭଳି ବଡ଼ ବଡ଼… Read More...
Sports ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ନାଁ ଘୋଷଣା କଲା ଟିମ୍ ଇଣ୍ଡିଆ Odia News Jan 11, 2025 0 ଓଡ଼ିଆ ନ୍ୟୁଜ୍: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଜାନୁଆରୀ ୨୨ରୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ। ଏନେଇ ଖେଳାଳୀଙ୍କ ନାଁ ଘୋଷଣା ହୋଇଛି। ଅଭିଜ୍ଞ ବୋଲର ମହମ୍ମଦ ସାମି ଦଳକୁ ଫେରିଛନ୍ତି। ସଞ୍ଜୁ… Read More...
Politics ମାର୍ଚ୍ଚ ପରେ ଶିବକୁମାର ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ! Odia News Jan 11, 2025 0 ଓଡ଼ିଆ ନ୍ୟୁଜ୍: ମାର୍ଚ୍ଚ ପରେ ଶିବକୁମାର ହୋଇପାରନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଶିବକୁମାରଙ୍କୁ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ତେବେ ସମର୍ଥନ ପ୍ରସଙ୍ଗରେ ଅଜବ ଉତ୍ତର ଦେଇଛନ୍ତି ଶିବକୁମାର। ତାଙ୍କ… Read More...
National ପ୍ରଶ୍ନପତ୍ର ଲିକ୍ ଏକ ଶିଳ୍ପରେ ପରିଣତ ହୋଇଛି: ଉପରାଷ୍ଟ୍ରପତି Odia News Jan 11, 2025 0 ଓଡ଼ିଆ ନ୍ୟୁଜ୍: ପ୍ରଶ୍ନପତ୍ର ଲିକ୍ ଏକ ଶିଳ୍ପରେ ପରିଣତ ହୋଇଛି, ଏକ ପ୍ରକାର ବ୍ୟବସାୟ ରେ ପରିଣତ ହୋଇଛି। ଏମିତି କହିଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର। ଧନଖର କହିଛନ୍ତି ଯେ ଯଦି ପ୍ରଶ୍ନପତ୍ର ଲିକ୍ ହୁଏ ତେବେ ଚୟନର… Read More...
Politics ମହାରାଷ୍ଟ୍ରରେ ଏକା ଲଢ଼ିବାକୁ ଉଦ୍ଧବ ଗୋଷ୍ଠୀର ଘୋଷଣା Odia News Jan 11, 2025 0 ଓଡ଼ିଆ ନ୍ୟୁଜ୍: ଗୋଟିଏ ପଟେ ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକପାଖିଆ କରି ମେଣ୍ଟର ସହଯୋଗୀମାନେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଅନ୍ୟପଟେ ମହାରାଷ୍ଟ୍ରରେ ବିଭିନ୍ନ ମହାନଗର ନିଗମ, ଜିଲ୍ଲା… Read More...
National ନକଲି ଭାରତୀୟ ପାସପୋର୍ଟରେ ବିଦେଶ ପଠାଉଥିଲା ବାଂଲାଦେଶ, ଧରାପଡିଲା କାରସାଦି Odia News Jan 11, 2025 0 ଓଡ଼ିଆ ନ୍ୟୁଜ୍: ଧରାପଡିଲା ବାଂଲାଦେଶର କାରସାଦି। ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା ଥିବା… Read More...
Crime ମଦ୍ୟପ ପୁଅକୁ ଛୁରୀ ଭୁଷି ମାରିଦେଲା ବାପା Odia News Jan 11, 2025 0 ଓଡ଼ିଆ ନ୍ୟୁଜ୍: ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ ଶେଷରେ ଛୁରୀ ଭୁଷି ପୁଅକୁ ମାରିଦେଲା ବାପା। ଏପରି ସାଂଘାତିକ ଘଟଣା କନ୍ଧମାଳ ଲ୍ଲା ବାଲିଗୁଡ଼ା ଥାନା ସିଂଗମିଲା ଗାଁରେ ଘଟିଛି। ମୃତକ ହେଲେ ୨୨ ବର୍ଷୀୟ ଜୀତେନ୍ଦ୍ର ମଲ୍ଲିକ ।… Read More...