State Odia News Jan 15, 2025 0 ଓଡ଼ିଆ ନ୍ୟୁଜ୍: ଆଜିଠୁ ୮୦ ବର୍ଷରୁ ବର୍ଷରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଏଣିକି ଭତ୍ତା ୩୫୦୦ ଟଙ୍କା ମିଳିବ। ଏନେଇ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ… Read More...
State ସବୁ ସୀମା ଟପିଗଲେଣି ସେବାୟତ, ୩ ଦିନ ହେଲାଣି ଖାଡା ଉପାସରେ ଶ୍ରୀ ଲିଙ୍ଗରାଜ Odia News Jan 15, 2025 0 ଓଡ଼ିଆ ନ୍ୟୁଜ୍: ଦିନକୁ ଦିନ ସବୁ ସୀମା ଟପିଯାଉଛନ୍ତି ସେବାୟତ। ନିଜନିଜ ଭିତରର ବିବାଦ ପାଇଁ ୩ ଦିନ ହେଲାଣି ଖାଡା ଉପାସରେ ଅଛନ୍ତି ଶ୍ରୀ ଲିଙ୍ଗରାଜ। ନା ନୀତିକାନ୍ତି କରୁଛନ୍ତି ନା ଭୋଗ ଲଗାଉଛନ୍ତି। ସେବାୟତଙ୍କ ଭିତରେ… Read More...
Sports କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝାମକା ଖାଇ ୫୦୦ ଗଣିଲେ କଷ୍ଟମର Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ଭାରତୀୟ ଦଳର ପୂର୍ବତମ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝାମକା ଖାଇ ୫୦୦ ଗଣିଲେ କଷ୍ଟମର। ହାଇଦ୍ରାବାଦରେ ବିରାଟଙ୍କ ଏକ ରେଷ୍ଟୁରାଣ୍ଟ ରହିଛି। ସେଠାକୁ ଜଣେ ମହିଳା… Read More...
State କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ ! Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ। ଜିଲ୍ଲାର ଝୁମ୍ପୁରା ଠାରେ ନବ ନିର୍ମିତ ସେତୁର ଉଦଘାଟନ ବେଳେ ଏନେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ… Read More...
State ଗୁଡ଼ି ସୂତା ଲାଗି ଦୁଇ ଆହତ Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି ଉଡ଼ାଉଥିବା ବେଳେ ଏଥିରେ ବ୍ୟବହୃତ ପ୍ଲାଷ୍ଟିକ ଚାଇନିଜ ମାଞ୍ଜା ସୂତା ଲାଗି ଦୁଇଜଣ ଆହତ ହେଇଛନ୍ତି। କଟକରେ ଗୁଡ଼ି ସୂତା ଲାଗି ଜଣଙ୍କର ବେକ, ହାତ କଟିଥିବା ବେଳେ ଅନ୍ୟ… Read More...
State ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ପଦକ୍ଷେପ, ରୋକାଯିବ ପ୍ରଶ୍ନପତ୍ର ଭାଇରାଲ୍ ! Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ଼ ପଦକ୍ଷେପ। ତେବେ ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ। ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ଦଶମ ଶ୍ରେଣୀର… Read More...
National ଡକ୍ଟର ଭି.ନାରାୟଣନ ISROର ନୂଆ ଅଧ୍ୟକ୍ଷ Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍ ISROର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭି. ନାରାୟଣନ ଇସ୍ରୋର ମୁଖ୍ୟ ଭାବେ ଦୁଇ ବର୍ଷ ଧରି ଦାୟିତ୍ବରେ ରହିବେ। ଦେଶରେ କ୍ରାୟୋଜେନିକ ଇଞ୍ଜିନ ବିକାଶ… Read More...
National ନୌସେରାରେ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ, ୬ ଯବାନ ଆହତ Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ଜମ୍ମୁ-କଶ୍ମୀରର ରଜୌରୀ ସ୍ଥିତ ନୌସେରା ସେକ୍ଟରରେ ହୋଇଛି ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ଏଲ୍ଓସି ନିକଟ ନୌସେରା ନିକଟରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ଅଧିକାରୀଙ୍କ… Read More...
State ଉଦୟଗିରି ଓ ରତ୍ନଗିରିରେ ଏକାଠି ହେଲେ ୧୭ ଦେଶର ବୌଦ୍ଧ ଧର୍ମାବଲମ୍ବୀ Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ଉଦୟଗିରି ଓ ରତ୍ନଗିରିରେ ବିଶ୍ୱ ଶାନ୍ତି ପାଇଁ ଚାଲିଛି ପ୍ରାର୍ଥନା ଓ ମନ୍ତ୍ର ପାଠ। ସ୍ନେହ, ପ୍ରେମ ଶ୍ରଦ୍ଧାର ବାର୍ତ୍ତା ସହ ବିଶ୍ୱ ଶାନ୍ତି ପାଇଁ ବୁଦ୍ଧଙ୍କ ନିକଟରେ ଚାଲିଛି… Read More...
State ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟକୁ ବାରଣ, ନାଚି ପାରିବେନି ନିଶା, ସାହୁ ଭାଉଜ ଓ ରାଣୀ ପ୍ରିୟଦର୍ଶିନୀ Odia News Jan 14, 2025 0 ଓଡ଼ିଆ ନ୍ୟୁଜ୍: ଏବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବାରଣ କରାଯାଇଛି। ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ଆଜି ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି… Read More...