Browsing Category
Crime
ଗିରଫ ହୋଇପାରନ୍ତି ଅଟିକ୍ ଅହମ୍ମଦଙ୍କ ଓକିଲ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଉମେଶ ପାଲ ହତ୍ୟା ମାମଲାରେ ଅଟିକ୍ ଅହମ୍ମଦଙ୍କ ଓକିଲ ସୌଲତ ହନିଫଙ୍କ ଅସୁବିଧା ବଢିବାକୁ ଯାଉଛି। ପୋଲିସ ସୌଲତଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ହେଉଛି କାରଣ ମାମଲାର ତଦନ୍ତ ବେଳେ ଉମେଶ ପାଲଙ୍କ ଫଟୋ…
Read More...
Read More...
ସତ୍ୟନଗର କୋଚିଂ ୟାର୍ଡରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଲା ଜିଆରପି
ଓଡ଼ିଆ ନ୍ୟୁଜ୍(ବ୍ୟରୋ): ଧରାପଡ଼ିବ ହତ୍ୟାକାରୀ । ମହିଳାଙ୍କୁ କିଏ ହତ୍ୟା କରିଥିଲା । ଖୁବଶୀଘ୍ର ତା ନିକଟରେ ପହଞ୍ଚିବ ଆରପିଏଫ । ଧାନବାଦ ଏକ୍ସପ୍ରେସରୁ ମିଳିଥିବା ମୃତଦେହର ପରିଚୟ ପାଇଁ ଲାଗିଲା ପୋଷ୍ଟର । ୪ ଦିନ ପରେ ବି…
Read More...
Read More...
କାନୁନ ସମସ୍ତଙ୍କ ପାଇଁ ସମାନ: ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୋଲିସ୍ ହେପାଜତରେ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶ୍ରାଫଙ୍କ ହତ୍ୟା ପରେ ୟୁପିର ଯୋଗୀ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ଅଟିକ୍ ଅହମ୍ମଦ ଏବଂ ଆଶରଫ ଅହମ୍ମଦଙ୍କ ହତ୍ୟା…
Read More...
Read More...
ୟୁପିରେ ଅଟିକ୍ ଅହମ୍ମଦ ହତ୍ୟା ପରେ ଆକ୍ସନ ମୁଡରେ କେନ୍ଦ୍ର ସରକାର: ୟୁପି ସରକାରଙ୍କୁ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଟିକ୍ ଅହମ୍ମଦ ଏବଂ ଆଶ୍ରାଫଙ୍କ ହତ୍ୟା ପରେ ଉତ୍ତରପ୍ରଦେଶର ପରିବେଶକୁ ନଜର ନଦେବା ପାଇଁ ସବୁ ଦିଗରେ ନଜର ରଖାଯାଉଛି। ପ୍ରୟାଗରାଜ ସମେତ ସମଗ୍ର ୟୁପିରେ ଧାରା ୧୪୪ କାର୍ୟ୍ୟକାରୀ କରାଯାଇଛି ଜ୍ଝ ଏହା…
Read More...
Read More...
ବନ୍ଧୁକର ଦମରେ ଚାଲିଛି ୟୁପି ସରକାର: ଓୱାଇସି
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶନିବାର (ଏପ୍ରିଲ ୧୫) ବିଳମ୍ବିତ ରାତିରେ ପ୍ରୟାଗରାଜରେ ମାଫିଆ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ପୋଲିସ ଉପସ୍ଥିତିରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଉତ୍ତରପ୍ରଦେଶ…
Read More...
Read More...
ପଳାତକ ଅମୃତପାଲ ସିଂଙ୍କୁ ଧରିବା ପାଇଁ ପ୍ଲାନ୍ ବଦଳାଇଲା ପଞ୍ଜାବ ପୋଲିସ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଳାତକ ଅମୃତପାଲ ସିଂଙ୍କ ସନ୍ଧାନରେ ବାଟାଲା ରେଳ ଷ୍ଟେସନ ପରେ ଏବେ ପଟିଆଲାରେ ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରଗୁଡିକ ପଟିଆଲାର ଦୁଖ ନିଭାରନ୍ ଗୁରୁଦ୍ୱାର ବାହାରେ ରଖାଯାଇଛି ଜ୍ଝ ଏହି ପୋଷ୍ଟରରେ…
Read More...
Read More...
ପୁଣି ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କର ଛିଟା, ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଜେଲ ଗଲେ ଇତିହାସ…
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କର ଛିଟା। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଯୋଗିମୁଣ୍ଡା ହାଇସ୍କୁଲରେ ଅଧ୍ୟୟନରତ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲରେ କାର୍ଯ୍ୟରତ ଜଣେ…
Read More...
Read More...
ଛତିଶଗଡ଼ରେ ପାଟଣାଗଡ଼ର ପୁନରାବୃତ୍ତି: ମ୍ୟୁଜିକ୍ ସିଷ୍ଟମ୍ରେ ବୋମା ଖଞ୍ଜି ପ୍ରତିଶୋଧ ନେଲା ପ୍ରେମିକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ପାଟଣାଗଡ଼ର ପାର୍ସଲ ବୋମାର ପୁନରାବୃତ୍ତି । ଛତିଶଗଡ଼ରେ ମ୍ୟୁଜିକ୍ ସିଷ୍ଟମ୍ରେ ବୋମା ଖଞ୍ଜି ବରକୁ ହତ୍ୟା କରି ପ୍ରତିଶୋଧ ନେଲା ପ୍ରେମିକ। କନ୍ୟାର ପୂର୍ବତନ ପ୍ରେମିକ, ମ୍ୟୁଜିକ ସିଷ୍ଟମ…
Read More...
Read More...
ରାମ ନବମୀ ବେଙ୍ଗ ହିଂସା: ରିପୋର୍ଟ ମାଗିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାମନବମୀରୁ ପଶ୍ଚିନବଙ୍ଗରେ ଦେଖାଦେଇଥିବା ହିଂସା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ତେବେ ଏହି ହିଂସା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ବେଙ୍ଗଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର…
Read More...
Read More...
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲା: ସଲମାନ ଖାନଙ୍କ ବିରୋଧରେ ଦାୟର ପିଟିସନ ଖାରଜ କଲେ ବମ୍ବେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲାରେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ଦାୟର ପିଟିସନ ଖାରଜ କଲେ ବମ୍ବେ ହାଇକୋର୍ଟ। ସଲମାନଙ୍କ ବିରୋଧରେ ୨୦୧୯ରେ ହୋଇଥିଲା ଏହି ପିଟିସନ । ସଲମାନ…
Read More...
Read More...