Browsing Category

Crime

ନିଖୋଜ ଦମ୍ପତିଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୋର ଥାନା ହଦ ଗ୍ରାମର ଖୁଣ୍ଟିଆ ମାଝୀ(୪୫) ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀ ପାର୍ବତୀ ମୁର୍ମୁ (୪୨) ଗତ ମଙ୍ଗଳବାର…
Read More...

ଏଟିଏମ କାର୍ଡ ପାଇଁ କିନ୍ନର ସହ ମିଶି ବାପାକୁ ହତ୍ୟା କରିଥିଲା ପୁଅ- ଏସଡିପିଓ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିଶାଗ୍ରସ୍ତ ବେକାର ପୁଅକୁ ଘାରିଲା ବାପାର ପେନସନ୍‌ ଟଙ୍କା । ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୋଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ…
Read More...

ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରିବାରିକ କଳହର କରୁଣ ପରିଣତି ଘଟିଛି। ସ୍ବାମୀର ନିସ୍ତୁକ ମାଡ଼ରେ ସ୍ତ୍ରୀ ମୃତ ହୋଇଛି। ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୨, ପ୍ରଫୁଲ୍ଲ ନଗର ଅଞ୍ଚଳର ଡୁଟୁସାହିରେ ଉକ୍ତ ଘଟଣା…
Read More...

ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବିଧବାଙ୍କ ଗଳା କାଟି ହତ୍ୟା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି। ମୃତକ…
Read More...

ନାବାଳିକା ଅସଦାଚରଣ ମାମଲାରେ ୮ ବର୍ଷ ପରେ ଆସିଲା ରାୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏକ ୧୩ ବର୍ଷୀୟା ନାବାଳିକାକୁ ଅସଦାଚରଣ ମାମଲାର ଆସିଲା ରାୟ । ଦାରିଙ୍ଗବାଡ଼ି ଥାନା ଦଳବାଡି ଅଞ୍ଚଳର ମୁକେଶ କୁମାର ନାୟକ (୩୮)କୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା…
Read More...

ପାର୍କିଂରୁ ଡବଲ ମର୍ଡର ଘଟଣା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜଧାନୀରେ ଡବଲ ମର୍ଡର। ଗାଡି ପାର୍କିଂକୁ ନେଇ ଭୁବନେଶ୍ଵରରେ ଘଟିଛି ଡବଲ ମର୍ଡର । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି।…
Read More...

ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିମରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼। ଗୁଳିମାଡ଼ରେ ଯୁବକ ଗୁରୁତର। ବାଲେଶ୍ବର ଜିଲ୍ଲା ରେମୁଣା ନିକଟ ବାଲିଆରେ ଏଭଳି ଗୁଳିକାଣ୍ଡ ଘଟିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା…
Read More...

ଘରୋଇ କଳିରୁ ମହାଭାରତ; ବୋହୂ ନାକ କାଟିଦେଲେ ଶ୍ଵଶୁର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘରୋଇ କଳିରୁ ହେଲା ମହାଭାରତ । ଶ୍ୱଶୁର- ବୋହୂ ମଧ୍ୟରେ ଆରମ୍ଭ ହୋଇଥିବା ସାମାନ୍ୟ କଳି ନେଲା ସାଂଘାତିକ ରୂପ । ଶେଷରେ ନିଜ ହିତାହିତ ଜ୍ଞାନ ହରାଇ ବସି ବୋହୂ ନାକ କାଟିଦେଲେ ଶ୍ୱଶୁର। କଳିଝଗଡ଼ାକୁ…
Read More...

ସଇତାନ ସ୍ୱାମୀ; ବାଲ୍‌ଟିରେ ପିଟି ସ୍ତ୍ରୀକୁ କଲା ହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଚସା ରୁ ହତ୍ୟା । ସ୍ବାମୀ ସାଜିଲା ସଇତାନ । ସ୍ବାମୀ ଓ ସ୍ତ୍ରୀର ସଂପର୍କ ପବିତ୍ର ସଂପର୍କରେ ଲାଗିଲା ରକ୍ତର ଛିଟା। ରାତିରେ ହେଲେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା । ଆଉ ସକାଳେ ବାଲଟି ସାଜିଲା…
Read More...

ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ମହିଳା ମୃତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟା…
Read More...