Browsing Category

National

ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ୫ ଲୋକ ପଜିଟିଭ୍

କରୋନାରନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ଏହାର ୨ଟି ମାମଲା ସାମ୍ନାକୁ ଆସିଛି, କିନ୍ତୁ ଏହାରି ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା ହୋଇଛି । କୁହାଯାଇଛି ଯେ…
Read More...

ସଙ୍ଗରୋଧରେ ରହିବେ ବିଦେଶ ଫେରନ୍ତା

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ବିଦେଶ ଫେରନ୍ତା ମାନେ ୧୦ ଦିନିଆ କ୍ୱାରେଣ୍ଟାଇନ୍ ରହିବେ । ବିଦେଶ ଫରେନ୍ତାଙ୍କ ଉପରେ ସ୍ୱତନ୍ତ୍ର ନଜର…
Read More...

ଆନ୍ଧ୍ରପ୍ରଦେଶରେ ରହିବ ନାହିଁ ଆଉ ୩ଟି ରାଜଧାନୀ, ବିଲ୍ ପ୍ରତ୍ୟାହାର କଲେ ସରକାର

ୟାଇଏସ୍ ଜଗମୋହନଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ ସରକାର ୩ ରାଜଧାନୀ ବିଲକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କ୍ୟାବିନେଟର ଜରୁରୀକାଳୀନ ବୈଠକ ଡକାଇ ଏହି ନିଷ୍ପତ୍ତି…
Read More...

ଚୀନ ନାଗରିକଙ୍କୁ ମିଳିବ ନାହିଁ ଇ-ଭିସା

ସୀମାରେ ଅସନ୍ତୋଷ ଓ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି କରୁଥିବା ନେଇ ଚୀନକୁ ଭାରତ ଝଟକା ଦେଇଛି । ଚୀନକୁ ନିଜ ଭାଷାରେ ଜବାବ୍ ଦେଇଛି ଭାରତ । ବାସ୍ତବରେ ସୋମବାର ଠାରୁ ୧୫୨ ଦେଶ ପାଇଁ ଇ-ଭିସା ସୁବିଧା ଉପଲବ୍ଧ କରାଉଛି ଭାରତ…
Read More...

କେଦାରନାଥର ଫେରୁଛି ଗୌରବ, ଆଗାମୀ ଦଶନ୍ଧି ହେବ ଉତ୍ତରାଖଣ୍ଡ ନାମରେ

ବାବା କେଦାରନାଥ ମାଟିରୁ ଅଯୋଧ୍ୟା, ମଥୁରା, କାଶୀ ଓ ସାରନାଥର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ସନ୍ଦେଶ ଦେଇଛନ୍ତି । ଶୁକ୍ରବାର ବାବା କେଦାରଙ୍କ ଦର୍ଶନ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତୀମାର ଲୋକାର୍ପଣ…
Read More...

୧୦୦ କୋଟି ଡୋଜ୍ ଟିକାକରଣ ଏକ ଅଙ୍କ ନୁହେଁ, ଏକ ଅଧ୍ୟାୟର ଶୁଭାରମ୍ଭ: ମୋଦି

ସମଗ୍ର ଭାରତ ବର୍ଷରେ କୋଭିଡ୍ ଟିକାକରଣ ୧୦୦ କୋଟି ସମ୍ପୂର୍ଣ୍ଣ ହୋଇଛି । ୧୦୦ କୋଟି ଡୋଜ୍ ଟିକାକରଣ ଭାରତର ସାମର୍ଥ୍ୟକୁ ପ୍ରମାଣିତ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିନନ୍ଦନ…
Read More...

୩ କୋଟି ପିଲାଙ୍କୁ ଦିଆଯିବ ସ୍କଲାରସିପ୍: SC, ST ଓ OBC ପାଇବେ ବେନିଫିଟ୍

ସମସ୍ତ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଓ ଅନ୍ୟ ପଛୁଆ ବର୍ଗ (ଓବିସି) ଶ୍ରେଣୀର ପିଲାଙ୍କ ପାଇଁ ଖୁସି ଖବର । ଏହି ସମସ୍ତ ଅନଗ୍ରସର ଶ୍ରେଣୀର ପିଲାଙ୍କୁ ସହାୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାର…
Read More...

ପୁଅ ସାବାଳକ ହେବାପରେ କଣ ସବୁ ଦାୟିତ୍ୱରୁ ମୁକ୍ତି ପାଇଯିବେ ବାପା?

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ନିଜର ଏକ ନିଷ୍ପତ୍ତିରେ କହିଛନ୍ତି ଯେ, ପୁଅର ପାଠପଢ଼ା ଖର୍ଚ୍ଚ ପୂରା କରିବାର ଦାୟିତ୍ୱରୁ ବାପା ମାନେ ଏଥିପାଇଁ ମୁକ୍ତି ପାଇପାରିବେନି ଯେ, ସେମାନେ ସାବାଳକ ହୋଇଯାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ,…
Read More...

ପୂର୍ବତନ ଆଇ ଆଣ୍ଡ ବି ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖେର ପିଏମ ମୋଦୀଙ୍କ ପାଇଁ ପରାମର୍ଶଦାତା ନିଯୁକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ପୂର୍ବତନ ସୂଚନା ଓ ପ୍ରସାରଣ ଏବଂ ଉଚ୍ଚଶିକ୍ଷା ସଚିବ ଅମିତ ଖେରଙ୍କୁ ନିଯୁକ୍ତି ଦିଆଯାଇଛି। ଚୁକ୍ତିଭିତ୍ତିକ ଭିତ୍ତିରେ ଖେରଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ…
Read More...

ସେନାରେ ଭର୍ତ୍ତି ହେବା ପାଇଁ ସୁବର୍ଣ୍ଣ ସୁଯୋଗ

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକଙ୍କ ଆବେଦନ ପାଇଁ ଆସିଛି ସୁବର୍ଣ୍ଣ ଯୁଯୋଗ । ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ଦ୍ୱାଦଶ ପାସ୍…
Read More...