Browsing Category

#Odianews

ଓଲଟିଲା ବସ୍‌, ୨୦ ଯାତ୍ରୀ ଗୁରୁତର

ଓଡ଼ିଆ ନ୍ୟୁଜ୍: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍‌।ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ।ବସ୍‌ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍‌, ଉଦ୍ଧାର କାର୍ଯ୍ୟ ଜାରି।…
Read More...

ଭାରତ ନ୍ୟୁଜିଲାଣ୍ଡ FTA ସ୍ବାକ୍ଷରିତ

ଓଡ଼ିଆ ନ୍ୟୁଜ୍: ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (FTA) ସ୍ବାକ୍ଷରିତ। ୨୦ ବିଲିୟନ ଡଲାର ବିନିଯୋଗ, ୫୦୦୦ ଭିସା, ଡ୍ୟୁଟି-ଫ୍ରି ପ୍ରବେଶ ସହମତି।ଦୁଇ ଦେଶ ମଧ୍ୟରେ ବିଶ୍ୱାସ ଓ ଆକାଂକ୍ଷାର ପ୍ରତିଫଳନ- ପୀୟୂଷ…
Read More...

୧୪ ଶିଶୁ ନିଖୋଜ; ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ୍: ଏସ୍‌ସବି ମେଡିକାଲ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଶିଶୁ ନିଖୋଜ ଘଟଣା। ଏସ୍‌ସିବି ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି। ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
Read More...

କୋଲକାତାରେ ମୁଖ୍ୟମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଓଡ଼ିଆ ଲୋକଙ୍କ ବିପୁଳ ସମ୍ବର୍ଦ୍ଧନା। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମୋହନ ମାଝୀଙ୍କ ଜୋରଦାର ପ୍ରଚାର । ଓଡ଼ିଆ…
Read More...

ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଓଡ଼ିଆ ନ୍ୟୁଜ୍: ଶ୍ରୀଲିଙ୍ଗରାଜଙ୍କ ମନ୍ଦିରର ଆଇନ ସଂସ୍କାର ନିମନ୍ତେ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ…
Read More...

ତାତିରୁ ମିଳିବ ଆଶ୍ବସ୍ତି, କାଲିଠୁ ୭ ଦିନ କାଳବୈଶାଖୀ

­ଓଡ଼ିଆ ନ୍ୟୁଜ୍: ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ପରେ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୮ ତାରିଖରୁ ରାଜ୍ୟର ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବାକୁ…
Read More...

ମୋକିମଙ୍କୁ ଭେଟିଲେ ଦିଲୀପ ରାୟ

­ଓଡ଼ିଆ ନ୍ୟୁଜ୍: ମହମ୍ମଦ ମୋକିମ୍‌ଙ୍କ ବାସଭବନରେ ସାଂସଦ ଦିଲ୍ଲୀପ ରାୟ। ମୋକିମ୍‌ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟି ଜଣାଇଲେ କୃତଜ୍ଞତା। ରାଜ୍ୟସଭା ନିର୍ବାଚନରେ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ ଦେଲେ ଦିଲ୍ଲୀପ।…
Read More...

ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ

­ଓଡ଼ିଆ ନ୍ୟୁଜ୍: ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଦାବିରେ ବାଚସ୍ପତିଙ୍କ ଦ୍ୱାରସ୍ଥ ହେଲା ବିଜେଡି। ଶଙ୍ଖ ଭବନରେ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ନିଆଯାଇଛି ବଡ଼ ନିଷ୍ପତ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ…
Read More...

ଆଜିଠୁ ଖରା ଛୁଟି ଆରମ୍ଭ

­ଓଡ଼ିଆ ନ୍ୟୁଜ୍: ଆଜିଠୁ ରାଜ୍ୟରେ ଗ୍ରୀଷ୍ମ କାଳୀନ ଛୁଟି ଆରମ୍ଭ।ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଘୋଷଣା କଲା ଗଣଶିକ୍ଷା ବିଭାଗ। ଚଳିତ ବର୍ଷ ବର୍ଷ ୯ ଦିନ ପୂର୍ବରୁ ସ୍କୁଲ…
Read More...

ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

­ଓଡ଼ିଆ ନ୍ୟୁଜ୍: ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ; ବିଜେପି ପ୍ରାର୍ଥୀଙ୍କ ପାଇଁ କରିବେ ମାରାଥନ ପ୍ରଚାର। ବଗଡାରେ ରୋଡ୍ ଶୋ’ ଓ ରାଜାରହାଟରେ ବିଶାଳ ସମାବେଶରେ ଯୋଗଦେବେ ସିଏମ୍।ବଙ୍ଗରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର…
Read More...